Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୨୧ ଦିନ ପରେ ଥମିଲା ଶିକ୍ଷକ ଆନ୍ଦୋଳନ: ସରକାରଙ୍କ ଆଶ୍ୱାସନା ପରେ ଧାରଣାରୁ ଓହରିଲା ସମନ୍ଵୟ ସମିତି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମଜିଠାରେ ନିଜର ଦୀର୍ଘଦିନର ଦାବି ପୂରଣ ନେଇ ଚାଲିଥିବା ଶିକ୍ଷକ ଆନ୍ଦୋଳନ ଶେଷରେ ୨୧ ଦିନ ପରେ ସ୍ଥଗିତ ରଖାଯାଇଛି । ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଏବଂ ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ପରେ ଆନ୍ଦୋଳନକାରୀ ଶିକ୍ଷକମାନେ ଧାରଣାରୁ ଓହରିବାକୁ ନିଷ୍ପତ୍ତି…

ଭିଜିଲାନ୍ସ ପଞ୍ଝାରେ ଡ୍ରେନେଜ୍‌ ଡିଭିଜନ୍‌ AEE ଅନୁପମା ସାହୁ

କେନ୍ଦ୍ରାପଡା: ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଏକ୍‌ଜିକ୍ୟୁଟିଭ୍ ଇଞ୍ଜିନିୟର (AEE) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ ନଗଦ ୩ ଲକ୍ଷ ୧୫ ହଜାର ଟଙ୍କା ଜବତ କରାଯିବା ସହ ଉକ୍ତ ଟଙ୍କା ରଖାଯାଇଥିବା ଅଫିସ୍ ଗାଡ଼ିକୁ ମଧ୍ୟ ଜବତ କରାଯାଇଛି। ଏନ୍‌ଏଚ୍‌…

ବଡ଼ଗାମ ଏନକାଉଣ୍ଟର: ଭାରତୀୟ ସେନାର ଗୁଳିରେ ନିହତ ହେଲା ପାକିସ୍ତାନୀ ଆତଙ୍କୀ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀକୁ ଆଉ ଏକ ବଡ଼ ସଫଳତା ମିଳିଛି । ବଡ଼ଗାମ ଜିଲ୍ଲାର ଅଶଦାର ଗଳି ଏବଂ ୟୁସମାର୍ଗ ଅଞ୍ଚଳରେ ଚାଲିଥିବା 'ଅପରେସନ୍ ଅଶଦାର'ରେ ଜଣେ ନରହନ୍ତା ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛି । ଜମ୍ମୁ-କାଶ୍ମୀର ପୋଲିସ ଶନିବାର ସ୍ପଷ୍ଟ…

ମେଟ୍ରୋରେ ଯାତ୍ରା କରି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, SRCCର ଶତବାର୍ଷିକୀ ଉତ୍ସବରେ…

ନୂଆଦିଲ୍ଲୀ: ପବିତ୍ର ଗୁରୁ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଦେଶର ଅନ୍ୟତମ ଶିକ୍ଷାନୁଷ୍ଠାନ ଶ୍ରୀରାମ କଲେଜ ଅଫ୍ କମର୍ସର ଶତବାର୍ଷିକୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ସବୁଠାରୁ ବଡ କଥା ହେଲା, ଏହି ସ୍ୱତନ୍ତ୍ର…

ଏଣିକି ବିନା ଅନୁମତିରେ ସରକାରୀ ସ୍କୁଲରେ ପ୍ରବେଶ ନିଷେଧ, ସାମ୍ବାଦିକ ଓ YouTubers ଙ୍କୁ ମଧ୍ୟ ବାରଣ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆପଣ ବିନା ଅନୁମତିରେ ସରକାରୀ ସ୍କୁଲରେ ପ୍ରବେଶ କରିପାରିବେ ନାହିଁ। ସାମ୍ବାଦିକ, YouTuber, ଏପରିକି ସାଧାରଣ ନାଗରିକ ହୁଅନ୍ତୁ ନା କାହିଁକି ଏବେଠାରୁ ସରକାରୀ ସ୍କୁଲରେ ପ୍ରବେଶ କରିପାରିବେ ନାହିଁ। ଏନେଇ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶର…

ଛାତ୍ରଛାତ୍ରୀଙ୍କୁ ସୋସିଆଲ ମିଡିଆରେ ଅଧିକ ସମୟ ନଷ୍ଟ ନକରିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ; ଗୁରୁ ଦିବସରେ ଶିକ୍ଷକ…

ଭୁବନେଶ୍ୱର:ସୋସିଆଲ ମିଡିଆରେ ଅଧିକ ସମୟ ନଷ୍ଟ ନକରିବାକୁ, ଅପପ୍ରଚାରର ବଶବର୍ତ୍ତୀ ନହୋଇ ଏକମନ ଓ ଏକପ୍ରାଣ ହୋଇ ପାଠ ପଢ଼ିବାକୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁ ଦିବସ ଅବସରରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। କଟକସ୍ଥିତ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲଠାରେ ଆୟୋଜିତ ଗୁରୁ…

ଚୀନ୍ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟକୁ ନେଇ ବଡ଼ ଖୁଲାସା: ସି ଜିନପିଙ୍ଗଙ୍କୁ ଆସିଛି ଦୁଇଟି ହାର୍ଟ ଆଟାକ୍!

ନୂଆଦିଲ୍ଲୀ: ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସ୍ୱାସ୍ଥ୍ୟାବସ୍ଥା ଏବଂ ତାଙ୍କ ଉତ୍ତରାଧିକାରୀଙ୍କୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ଜୋର ଧରିଛି । ତିବ୍ବତର ନିର୍ବାସିତ ସରକାରଙ୍କ ପୂର୍ବତନ ପ୍ରଧାନମନ୍ତ୍ରୀ ଲୋବସାଙ୍ଗ ସାଙ୍ଗେ ଏକ ବଡ଼ ଖୁଲାସା କରିଛନ୍ତି । ତାଙ୍କ ଦାବି ଅନୁଯାୟୀ, କାମର…

ଗୁରୁଦିବସରେ ଆନ୍ଦୋଳନ: ମନ୍ତ୍ରୀଙ୍କ ଆଶ୍ୱାସନା ସତ୍ତ୍ୱେ ବି ଆନ୍ଦୋଳନରେ ଶିକ୍ଷକ

ଭୁବନେଶ୍ୱର: ଆଜି ସାରା ଦେଶ ପାଳୁଛି ଗୁରୁଦିବସ। ଗୁରୁ ନଥିଲେ ଶିଷ୍ୟ ନାହିଁ ଏବଂ ଶିଷ୍ୟ ନଥିଲେ ଗୁରୁ ନାହିଁ। ଗୋଟିଏ ପଟେ ସାରା ଦେଶ ଗୁରୁଦିବସ ପାଳନ ପାଇଁ ସଜେଇ ହେଉଛି, ଅନ୍ୟପଟେ ନିଜ ହକ୍ ପାଇଁ ରାଜଧାନୀ ରାଜରାସ୍ତାରେ ବସିଛନ୍ତି ଶିକ୍ଷକ। ଭୁବନେଶ୍ୱର ଗାନ୍ଧୀମାର୍ଗରେ ଦୀର୍ଘଦିନ ଧରି…

IAF issues NOTAM:ଭାରତୀୟ ବାୟୁସେନା ଦ୍ୱାରା NOTAM ଜାରି;ପାକିସ୍ତାନରେ ହଇଚଇ ସୃଷ୍ଟି…ଜରୁରୀକାଳୀନ ବୈଠକ…

ନୂଆଦିଲ୍ଲୀ:ଭାରତୀୟ ବାୟୁସେନା ଏକ ବଡ ସ୍ତରର ସାମରିକ ଅଭ୍ୟାସ ଆୟୋଜନ କରିବାକୁ ଯାଉଛି। ସୂଚନାନୁଯାୟୀ, ବାୟୁସେନା ସେପ୍ଟେମ୍ବର ୨୧ ରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ୧୭ ଦିନିଆ ଅଭ୍ୟାସ କରିବ। ଏହି ଅଭ୍ୟାସ ଜୈସଲମେର-ବାଡମେର-ଫଲୋଦି-ଯୋଧପୁର ସେକ୍ଟରରେ ଅନୁଷ୍ଠିତ ହେବ। ଏହା ବ୍ୟତୀତ, ନାଲ୍-ବିକାନେର…

ଅସାଧାରଣ ସାହାସ: କାମୁଡିଥିବା ବିଷାକ୍ତ ସାପକୁ ଧରି ମେଡିକାଲ ପହଞ୍ଚିଲେ ଯୁବକ

ଉଦଳା: ସାପ କାମୁଡ଼ିବା ପରେ ଭୟଭୀତ ନହୋଇ ସାପଟିକୁ ଧରି ମେଡିକାଲରେ ପହଞ୍ଚିଲେ ଯୁବକ। ଯୁବକଙ୍କ ସତର୍କତା ଓ ସାହସ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଏଭଳି ଏକ ଘଟଣା ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ଘଟିଛି। ମୋଚିରାମ ଟୁଡୁ ଏକ ସରକାରୀ କାର୍ଯ୍ୟାଳୟରେ କାମ କରନ୍ତି। ରାତିରେ ସେ ଅଫିସ୍‌ ରୁମ୍‌…