Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଗୋଟିଏ ଦିନରେ ୧୦ ଲକ୍ଷ ଫଲୋଅର୍ସ ହରାଇଲେ ରାଘବ ଚଢା

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଆପ) ଛାଡି ରାଘବ ଚଢା ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି। ଯାହାର ପ୍ରଭାବ ସୋସିଆଲ ମିଡିଆରେ ଦେଖାଯାଇଛି। କାରଣ ମାତ୍ର ୨୪ ଘଣ୍ଟା ମଧ୍ୟରେ ସେ ପ୍ରାୟ ୧୦ ଲକ୍ଷ ଫଲୋଅର୍ସ ହରାଇଛନ୍ତି। ଯାହାଙ୍କ ମଧ୍ୟରୁ ଅଧିକାଂଶ ଯୁବପିଢ଼ି (ଜେନ ଜେଡ) ଥିଲେ।…

ମେ’ ୧ରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

କେନ୍ଦ୍ରାପଡା: ଆରମ୍ଭ ହୋଇଛି କୁମ୍ଭୀର ପ୍ରଜନନ ଋତୁ । ଏହି ସମୟରେ ବଉଳା କୁମ୍ଭୀର ମାନେ ହିଂସ୍ର ହୋଇଥାନ୍ତି । ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମେ ମାସ ୧ ତାରିଖରୁ ଜୁଲାଇ ୩୧ ତାରିଖ ଯାଏଁ ଭିତରକନିକାକୁ ବନ୍ଦ ରଖାଯିବ । ତେବେ ୩ ମାସ ପାଇଁ ଭିତରକନିକା ବନ୍ଦ ରଖାଯିବ ବୋଲି…

ସମୁଦ୍ର ପଥରେ ଆସିପାରୁନି ତେଲ; ଓଡ଼ିଶାରେ ଲାଗୁ ହେଲା କଟକଣା, ନମାନିଲେ ଆକ୍ସନ୍

ଭୁବନେଶ୍ଵର: ମଧ୍ୟପ୍ରାଚ୍ୟରେ ଜାରି ରହିଛି ଯୁଦ୍ଧ । ଏହି ସମୟ ଭିତରେ ତୈଳ ସଙ୍କଟ ଦେଖାଦେଇଛି । ହର୍ମୁଜ୍ ପଥ ଦେଇ ତେଲ ଆସି ପାରୁନଥିବାରୁ ଭାରତରେ ଏହାର ପ୍ରଭାବ ପରିଲିକ୍ଷିତ ହେଉଛି । ଯାହାକୁ ନେଇ ଓଡିଶା ସରକାର ଆଜି ନୂଆ ନିୟମ ଆଣିଛନ୍ତି । ଏଣିକି ସରକାରୀ ତୈଳ କମ୍ପାନୀ ଗୁଡ଼ିକ ଥରକେ ୫୦…

କଭରେଜ୍ ସମୟରେ ସାମ୍ବାଦିକଙ୍କୁ ଗାଳିଗୁଲଜ, ମାରିଦେବାକୁ ଧମକ 

ସମ୍ୱଲପୁର: ସମ୍ୱଲପୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ସହ ମାରିଦେବାକୁ ଦିଆଗଲା ଧମକ। ସମ୍ବଲପୁର ଜିଲ୍ଲାରେ ଏକ ଧାର୍ମିକ କାର୍ଯ୍ୟକ୍ରମ କଭରେଜ୍ କରିବା ସମୟରେ ଜଣେ ସାମ୍ବାଦିକଙ୍କୁ ହଇରାଣ କରାଯିବ ସହ ତାଙ୍କୁ ହତ୍ୟା ଧମକର ଦିଆଯାଇଛି।…

କେଉଁ ଦେଶରେ ସର୍ବାଧିକ ଦେଖାଯାଏ ପର୍ଣ୍ଣ, ଭାରତର ସ୍ଥାନ କେତେ?

ନୂଆଦିଲ୍ଲୀ: ବିହାରର ପୂର୍ଣ୍ଣିଆର ନିର୍ଦଳୀୟ ସାଂସଦ ପପ୍ପୁ ଯାଦବ ଏକ ଏପରି ବୟାନ ଦେଇଛନ୍ତି ଯାହା ସାରା ଦେଶରେ ରାଜନୈତିକ ପରିବେଶକୁ ସରଗରମ କରିଛି। ମହିଳାଙ୍କ ପାଇଁ ସଂରକ୍ଷଣ ବିଲ୍ ପ୍ରସଙ୍ଗରେ ଆଲୋଚନା କରିବା ସମୟରେ ସେ କିଛି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ଦେଶର ପ୍ରାୟ…

କେଜ୍ରିୱାଲ ହେଉଛନ୍ତି ଦିଲ୍ଲୀର ‘ରେହମାନ ଡକୈତ୍’: ବିଜେପି ଜାରି କଲା ଦ୍ୱିତୀୟ ‘ଶୀଶମହଲ’…

ନୂଆଦିଲ୍ଲୀ: ଦିଲ୍ଲୀ ମନ୍ତ୍ରୀ ତଥା ବିଜେପି ନେତା ପରବେଶ ବର୍ମା ଶନିବାର ଦିନ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ଉପରେ ତୀବ୍ର ଆକ୍ରମଣ କରି ତାଙ୍କୁ "ଦିଲ୍ଲୀର ରେହମାନ ଡକୈତ" ବୋଲି ଅଭିହିତ କରିଛନ୍ତି। ଏହାସହ ଅଭିଯୋଗ କରିଛନ୍ତି ଯେ ସେ ଦ୍ୱିତୀୟ "ଶୀଶ ମହଲ" ନିର୍ମାଣ କରିଛନ୍ତି। ବର୍ମା…

ଝିଅଙ୍କ ଭବିଷ୍ୟତ ସୁରକ୍ଷିତ କରୁଛି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା: ଜାଣନ୍ତୁ ଆବେଦନ ପ୍ରକ୍ରିୟା ଓ ଆବଶ୍ୟକୀୟ…

ନୂଆଦିଲ୍ଲୀ: କନ୍ୟା ସନ୍ତାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ, ଉଚ୍ଚ ଶିକ୍ଷା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକଗୁଡ଼ିଏ କଲ୍ୟାଣକାରୀ ଯୋଜନା ଚଲାଯାଉଛି। ବିଶେଷ କରି ମଧ୍ୟବିତ୍ତ ଏବଂ ଗାଁରେ ବସବାସ କରୁଥିବା ପରିବାରଗୁଡ଼ିକ ପାଇଁ ଏହି ଯୋଜନାଗୁଡ଼ିକ ବେଶ୍…

Iran’s Shocking Claims: “ଏପର୍ଯ୍ୟନ୍ତ ବ୍ଯବହାର କରିନୁ ଆମର କ୍ଷେପଣାସ୍ତ୍ର କ୍ଷମତା…”,…

ନୂଆଦିଲ୍ଲୀ: ଆମେରିକା ସହିତ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନାର ସମ୍ଭାବନା ମଧ୍ୟରେ ଇରାନ ଏକ ବଡ଼ ବୟାନ ଦେଉଛି। ଯାହା ଆମେରିକା ଏବଂ ଇସ୍ରାଏଲକୁ ଚକିତ କରିଛି। ଇରାନ ସେନା ଦାବି କରିଛି ଯେ ଇସ୍ରାଏଲ ଏବଂ ଆମେରିକା ବିରୁଦ୍ଧରେ ଯୁଦ୍ଧରେ ସେ ଏପର୍ଯ୍ୟନ୍ତ ଏହାର ପ୍ରମୁଖ କ୍ଷେପଣାସ୍ତ୍ର…

ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର

ଭୁବନେଶ୍ୱର: ମେଟ୍ରୋ, ସିଜିମାଳୀ ପରେ ଏବେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ଙ୍କ ନିର୍ଦ୍ଦେଶନାମାକୁ ନେଇ ବର୍ଷିଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ମହାନଦୀ ଜଳ ବିବାଦ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ସସ୍ମିତ ପାତ୍ର । ଏନେଇ ସେ ଏକ ଭିଡିଓ ବାର୍ତ୍ତା…

Early monsoon alert: ତାତିରୁ ଜଲଦି ମିଳିବ ତ୍ରାହି! ଏଥର ଶୀଘ୍ର ଆସିପାରେ ମୌସୁମୀ…ଜାଣନ୍ତୁ କେଉଁଠି ହେବ…

ନୂଆଦିଲ୍ଲୀ: ତତଲା କଡେଇରେ ଭାଜି ହେଉଛି ଦେଶର ବିଭିନ୍ନ ଅଞ୍ଚଳ। ଦେଶର ଅନେକ ସ୍ଥାନରେ ପାରଦ ୪୪ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି। ଦାହ ଡହ ଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ଲୋକେ। କିନ୍ତୁ ଏହି ପ୍ରବଳ ଗରମ ମଧ୍ୟରେ, କିଛି ଭଲ ଖବର ଆସିଛି। ୟୁରୋପୀୟ ମଧ୍ୟମ-ପରିସର ପାଣିପାଗ ପୂର୍ବାନୁମାନ…