Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Intelligence agencies warn: ହାଇ ଆଲର୍ଟରେ ଜମ୍ମୁ ଓ କାଶ୍ମୀର; ସୁରକ୍ଷା ବାହିନୀ ଉପରେ ସମ୍ଭାବ୍ୟ IED ଆକ୍ରମଣ ନେଇ…

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ପୁଣି ଥରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଗୁଇନ୍ଦା ସୂଚନା ଆଧାରରେ, ସମଗ୍ର କେନ୍ଦ୍ରଶାସିତ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି। ଏହି ଇନପୁଟ୍‌ଗୁଡ଼ିକ ସୂଚାଇ ଦେଉଛି ଯେ ଆତଙ୍କବାଦୀ ସଂଗଠନଗୁଡ଼ିକ IED (ଇମ୍ପ୍ରୋଭାଇଜଡ୍ ଏକ୍ସପ୍ଲୋସିଭ୍ ଡିଭାଇସ୍)…

ଜନଗଣନା ଲୋଗ ସହ ମାର୍କେଟକୁ ଆସିଲା ଓମଫେଡ ଦୁଗ୍ଧ ପ୍ୟାକେଟ୍

ଭୁବନେଶ୍ୱର: ନୂଆ ପ୍ୟାକେଟରେ ବଜାରକୁ ଆସିଲା ଓମଫେଡ ପ୍ରିମିୟମ ମିଲ୍କ । ବର୍ତ୍ତମାନ ଭାରତ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବା ଜନଗଣନା କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ସହଭାଗିତାର ହାତ ବଢାଇଛି ଓମଫେଡ । ‘ଜନ ଗଣନାରୁ ଜନ କଲ୍ୟାଣ’ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ଅଣ୍ଟା…

Film City In Delhi: ଏବେ ଦିଲ୍ଲୀରେ ନିଜର ମାୟାନଗରୀ, ଜମି ଯୋଗାଇବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ନୋଏଡା ଏବଂ ଗ୍ରେଟର ନୋଏଡା ପରେ, ଏବେ ଦିଲ୍ଲୀରେ ଗୋଟିଏ ଚଳଚ୍ଚିତ୍ର ନଗରୀ ନିର୍ମାଣ ହେବାକୁ ହେଉଛି। କେନ୍ଦ୍ର ସରକାର ଫିଲ୍ମ ସିଟି ନିର୍ମାଣ ପାଇଁ ଦିଲ୍ଲୀ ସରକାରଙ୍କୁ ପ୍ରାୟ ୪୮୬ ଏକର ଜମି ଯୋଗାଇବେ। ଶୁକ୍ରବାର ସନ୍ଧ୍ୟାରେ, ଅନ୍ତର୍ଜାତୀୟ ଚଳଚ୍ଚିତ୍ର…

ଏସ୍‌ଡିଓ ପଞ୍ଚୁ ବେହେରା ଭିଜିଲାନ୍ସ ଦ୍ବାରା ଗିରଫ

ଗଞ୍ଜାମ: ଭଞ୍ଜନଗର ସେଚ ଡିଭିଜନ୍‌ ଅଧୀନ ଡହ ମଧ୍ୟମ ଜଳସେଚନ ପ୍ରକଳ୍ପ ଏସ୍‌ଡିଓ ପଞ୍ଚୁ ବେହେରା ଭିଜିଲାନ୍ସ ଦ୍ବାରା ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ସକାଳୁ ତାଙ୍କ ସରକାରୀ କାର୍ଯ୍ୟାଳୟ ଓ ବାସଭବନ ସହ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ହୋଇଥିଲା। ସମାନ…

ଏକ୍ସସାଇଜ୍‌ ଡ୍ୟୁଟି ହ୍ରାସ୍‌ ପାଇଁ PMଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏକ୍ସସାଇଜ୍‌ ଡ୍ୟୁଟି ହ୍ରାସ୍‌ ପାଇଁ ପିଏମ ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ନିଷ୍ପତ୍ତି ଲୋକଙ୍କୁ ଆଶ୍ୱସ୍ତି ଦେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସ୍ଥିରତା ଓ ଜନ କଲ୍ୟାଣ ପାଇଁ ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ଏହା ସ୍ପଷ୍ଟ କରୁଛି। ଗୁଜବ…

ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ସୁବର୍ଣ୍ଣପୁର: ପିକଅପ ଭ୍ୟାନରେ ଚୋରା ଚାଲାଣ ବେଳେ ୧୮୭ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏହି ଗଞ୍ଜେଇ ଜବତ ହୋଇଛି । ଏହି ଘଟଣାରେ ଗାଡି ଡ୍ରାଇଭରକୁ ଗିରଫ କରାଯାଇଛି ।…

Ramlala ‘Surya Tilak’: ସୂର୍ଯ୍ୟଙ୍କ କିରଣରେ ହେଲା ପ୍ରଭୁ ରାମଲଲାଙ୍କ ଅଭିଷେକ

ଅଯୋଧ୍ୟା: ଚୈତ୍ର ଶୁକ୍ଳ ନବମୀର ପବିତ୍ର ଅବସରରେ ଶୁକ୍ରବାର ସାରା ଦେଶରେ ରାମ ନବମୀ ମହା ଆଡମ୍ବରରେ ପାଳନ କରାଯାଉଛି। ପ୍ରଭୁ ରାମଙ୍କ ଜନ୍ମବାର୍ଷିକୀର ଏହି ଦିନ ଅଯୋଧ୍ୟାରେ ମହା ପ୍ରସ୍ତୁତି କରାଯାଇଛି। ମଧ୍ୟାହ୍ନ ୧୨ଟାରେ, ରାମ ଲଲାଙ୍କ କପାଳରେ ଏକ ସ୍ୱତନ୍ତ୍ର ସୂର୍ଯ୍ୟ ତିଳକ (ସୂର୍ଯ୍ୟ…

ଡଲାର ତୁଳନାରେ ଦୁର୍ବଳ ହେଲା ଭାରତୀୟ ଟଙ୍କା

ନୂଆଦିଲ୍ଲୀ: ଡଲାର ତୁଳନାରେ ଦୁର୍ବଳ ହେଲା ଭାରତୀୟ ଟଙ୍କା। ୧ ଡଲାର ମୂଲ୍ୟ ୯୪ ଟଙ୍କା ୧୭ ପଇସା ହେଲା। ଡଲାର ତୁଳନାରେ ଟଙ୍କାର ସର୍ବକାଳୀନ ଅଧୋପତନ। ମହଙ୍ଗା ଡଲାର ଦେଶର ଦରଦାମ ସ୍ଥିତି ବିଗାଡ଼ିବା ଆଶଙ୍କା। ଗୋଟିଏ ପଟେ ଯୁଦ୍ଧ ବେଳେ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ହନ୍ତସନ୍ତ…

ହ୍ରାସ ପାଇବ ପେଟ୍ରୋଲ-ଡିଜେଲ ଦର !

ନୂଆଦିଲ୍ଲୀ: ଆମେରିକା-ଇରାନ ଯୁଦ୍ଧ ଯୋଗୁଁ ଦେଶବ୍ୟାପୀ ଇନ୍ଧନ ମୂଲ୍ୟ ବୃଦ୍ଧିର ଆଶଙ୍କାକୁ ଦୃଷ୍ଟିରେ ରଖି ଭାରତ ସରକାର ପେଟ୍ରୋଲ ଏବଂ ଡିଜେଲ ଉଭୟ ଉପରେ ଅତିରିକ୍ତ ଉତ୍ପାଦ ଶୁଳ୍କକୁ ଯଥେଷ୍ଟ ହ୍ରାସ କରିଛନ୍ତି। ଗୁରୁବାର ଜାରି ହୋଇଥିବା ଏକ ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ପେଟ୍ରୋଲ ଉପରେ…

ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ପୁଣି ଯୁଦ୍ଧ ଆରମ୍ଭ

ଇସଲାମାବାଦ: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଯୁଦ୍ଧ ପୁଣି ଆରମ୍ଭ ହୋଇଛି। ସ୍ଥାୟୀ ଯୁଦ୍ଧବିରତିର ଆଶା ଧୂଳିସାତ କରିଛି। ଇସଲାମାବାଦରେ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ତାହିର ଆନ୍ଦ୍ରାବି କହିଛନ୍ତି, "ମୁଁ ବିଶ୍ୱାସ କରୁଥିଲି ଯେ ୨୩ ରୁ ୨୪ ମାର୍ଚ୍ଚ ମଧ୍ୟରାତ୍ରି…