Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୨୫୦ ନୂଆ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କମ୍ ସମୟରେ ରୋଗୀଙ୍କୁ ହସ୍ପିଟାଲ ପହଞ୍ଚାଇବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କଳିଙ୍ଗ ଷ୍ଟାଡିୟମ ଠାରେ ଦ୍ବିତୀୟ ପର୍ଯ୍ୟାୟରେ ୨୫୦ଟି ନୂଆ ଆମ୍ବୁଲାନସର ଶୁଭାରମ୍ଭ କରିଛନ୍ତି। ରାଜ୍ୟବାସୀଙ୍କୁ ଜରୁରୀକାଳୀନ ଚିକିତ୍ସା ସୁବିଧା ସମୟ ମଧ୍ୟରେ ପହଞ୍ଚାଇବା…

No Confidence Motion Against Om Birla: ବାଚସ୍ପତି ଓମ୍ ବିର୍ଲାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଲା…

ନୂଆଦିଲ୍ଲୀ: କଂଗ୍ରେସ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛି। ଦଳ ଲୋକସଭା ମହାସଚିବଙ୍କୁ ନୋଟିସ୍ ଦାଖଲ କରିଛି। ଏଥିରେ ୧୧୮ ଜଣ ସାଂସଦଙ୍କ ଦସ୍ତଖତ ଅଛି। କଂଗ୍ରେସ ନିୟମ 94C ଅନୁଯାୟୀ ଏହି ପ୍ରସ୍ତାବ ଆଗତ କରିଛି। ଭାରତୀୟ ଇତିହାସରେ ତିନୋଟି ଘଟଣା…

ଏସସିବି ମେଡିକାଲ ଆଇସିୟୁରେ ଅଭାବନୀୟ ଦୃଶ୍ୟ, ବେଡ ବାଡ ଭାଙ୍ଗି ଗଳିପଡିଲେ ରୋଗୀ

କଟକ: କଟକ ଏସସିବି ମେଡିକାଲରୁ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଆଇସିୟୁ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଚିକିତ୍ସା ଚାଲିଥିବା ସମୟରେ ଜଣେ ମହିଳା ରୋଗୀ ବେଡ୍ ରୁ ବାଡା ଭାଙ୍ଗି ତଳକୁ ଖସିପଡିଥିବା ସୂଚନା ରହିଛି । ଆଇସିୟୁ ଭିତରେ ରୋଗୀ ମାନଙ୍କୁ କେମିତି ଅବହେଳା କରାଯାଉଛି ତାର…

ଫେବୃଆରୀ ୧୨ ତାରିଖରେ ଧର୍ମଘଟ ଡାକରା ଦେଇଛି ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ ମିଳିତ ମଞ୍ଚ

ଭୁବନେଶ୍ବର: ଆସନ୍ତା ୧୨ ତାରିଖରେ ଧର୍ମଘଟ ଡାକରା ଦେଇଛି ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ ମିଳିତ ମଞ୍ଚ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବିଦ୍ୟାଳୟରେ ଯେପରି ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାର ବିକଳ୍ପ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ…

Heatwave Alert: ମୁଣ୍ଡ ଫଟା ଖରାରେ ଆଉଟୁ ପାଉଟୁ ହେବ ଦେଶ! AL Nina ନେଇ ଜାରି ହେଲା ଆଲର୍ଟ…ଏହି ବର୍ଷ…

ନୂଆଦିଲ୍ଲୀ: ଶୀତ ବିଦାୟ ନେବାକୁ ଯାଉଛି। ଏବର୍ଷର ଶୀତ ଅନେକ ରେକର୍ଡ ଭାଙ୍ଗିଥିବା ବେଳେ ଏବେ ଆସୁଥିବା ଗ୍ରୀଷ୍ମ ଋତୁ ଚିନ୍ତା ବଢାଇଲାଣି। ରାଜଧାନୀ ଦିଲ୍ଲୀର ତାପମାତ୍ରା, ଯାହା ଫେବୃଆରୀ ଦ୍ୱିତୀୟ ସପ୍ତାହରେ ୨୬ ଡିଗ୍ରୀ ଥାଏ, ମାସ ଶେଷ ସୁଦ୍ଧା ୩୦ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିପାରେ। ଟିକେ…

ଡିଜିଟାଲ ଆରେଷ୍ଟ ରୋକିବାକୁ ସାରା ଭାରତରେ ଏସଓପି ଲାଗୁ କରିବା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଡିଜିଟାଲ ଆରେଷ୍ଟ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଜାରି କରି କେନ୍ଦ୍ର ସରକାରଙ୍କୁ ସାରା ଭାରତରେ SOP ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ୍ ଏନଭି ଅଞ୍ଜରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ…

IND vs PAK: ପୁଣି ମୁଣ୍ଡ ନୁଆଁଇଲେ ଶାହବାଜ ସରକାର, ଭାରତ ସାଙ୍ଗରେ ଖେଳିବ ପାକିସ୍ତାନ ଟିମ୍…ସରକାର ବଖାଣିଲେ…

ନୂଆଦିଲ୍ଲୀ: ପୁଣି ଥରେ ନିଜ ନିଷ୍ପତ୍ତିରୁ ଓହରି ଯାଇଛନ୍ତି ଶାହବାଜ ସରକାର। ବହୁତ ଦିନ ଧରି, ପାକିସ୍ତାନ ସରକାର ଏବଂ କ୍ରିକେଟ ବୋର୍ଡ ICC T20 ବିଶ୍ୱକପ୍ ୨୦୨୬ ରେ ଭାରତ ବିପକ୍ଷରେ ଖେଳିବାକୁ ମନା କରି ଆସୁଥିଲେ। ଏବେ, ପାକିସ୍ତାନୀ କ୍ରିକେଟ ବୋର୍ଡ ଏବଂ ଏହାର ସରକାର ସେମାନଙ୍କର…

ରାହୁଲ ଗାନ୍ଧୀଙ୍କ ହାତରେ କିପରି ଲାଗିଲା ନରୱଣେଙ୍କ ଅପ୍ରକାଶିତ ପୁସ୍ତକ “ଫୋର ଷ୍ଟାର୍‌ସ ଅଫ୍ ଡେଷ୍ଟିନି?

ନୂଆଦିଲ୍ଲୀ: ବଜେଟ ଅଧିବେଶନ ସମୟରେ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପୂର୍ବତନ ସେନା ମୁଖ୍ୟ ଜେନେରାଲ ମୁକୁନ୍ଦ ନରୱଣେଙ୍କ ପୁସ୍ତକ ଉପରେ ନିଜର ମତ ପ୍ରକାଶ କରିବାକୁ ବାରମ୍ବାର ଚେଷ୍ଟା କରିଥିଲେ। ଏହି ପୁସ୍ତକଟି ବହୁତ ଦିନ ଧରି ଆଲୋଚନାର ବିଷୟ ହୋଇ ରହିଛି। ପୁସ୍ତକ “ଫୋର…

ଓମ୍‌ ବିର୍ଲାଙ୍କୁ ବିଜେପି ମହିଳା ସାଂସଦମାନଙ୍କ ଚିଠି: ବିରୋଧୀ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ବିଜେପି ମହିଳା ସାଂସଦମାନଙ୍କ ଚିଠି। ବିରୋଧୀ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଲେଖିଲେ ଚିଠି। ୪ ତାରିଖ ବିଶୃଙ୍ଖଳିତ ଆଚରଣ ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କଲେ ସମସ୍ତ ବିଜେପି ମହିଳା ସାଂସଦ। ଚିଠିରେ ଉଲ୍ଲେଖ ରହିଛି…

୧୪ ବର୍ଷୀୟା ନାବାଳିକାକୁ ୫୯ ବର୍ଷୀୟ ବ୍ୟକ୍ତି ଦୁଷ୍କର୍ମ ଅଭିଯୋଗ

ଦେବଗଡ: ଜଣେ ୧୪ ବର୍ଷୀୟା ନାବାଳିକାକୁ ୫୯ ବର୍ଷୀୟ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି। ଅଭିଯୋଗ ଆଧାରରେ ଦେବଗଡ ଥାନା ପୋଲିସ ଖୁଂଟିଆପାଲି ଗ୍ରାମର ଗୌରହରୀ ବିଶ୍ୱାଳ(୫୯) ନାମକ ଜଣେ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି। ମାତ୍ର ଅଦାଲତରେ ଜାମିନ ଆବେଦନ ଖାରଜ ହେବାରୁ ତାକୁ…