Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଓମ୍‌ ବିର୍ଲାଙ୍କୁ ବିଜେପି ମହିଳା ସାଂସଦମାନଙ୍କ ଚିଠି: ବିରୋଧୀ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ବିଜେପି ମହିଳା ସାଂସଦମାନଙ୍କ ଚିଠି। ବିରୋଧୀ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଲେଖିଲେ ଚିଠି। ୪ ତାରିଖ ବିଶୃଙ୍ଖଳିତ ଆଚରଣ ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କଲେ ସମସ୍ତ ବିଜେପି ମହିଳା ସାଂସଦ। ଚିଠିରେ ଉଲ୍ଲେଖ ରହିଛି…

୧୪ ବର୍ଷୀୟା ନାବାଳିକାକୁ ୫୯ ବର୍ଷୀୟ ବ୍ୟକ୍ତି ଦୁଷ୍କର୍ମ ଅଭିଯୋଗ

ଦେବଗଡ: ଜଣେ ୧୪ ବର୍ଷୀୟା ନାବାଳିକାକୁ ୫୯ ବର୍ଷୀୟ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି। ଅଭିଯୋଗ ଆଧାରରେ ଦେବଗଡ ଥାନା ପୋଲିସ ଖୁଂଟିଆପାଲି ଗ୍ରାମର ଗୌରହରୀ ବିଶ୍ୱାଳ(୫୯) ନାମକ ଜଣେ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି। ମାତ୍ର ଅଦାଲତରେ ଜାମିନ ଆବେଦନ ଖାରଜ ହେବାରୁ ତାକୁ…

କଟକରେ ଆଉ ରହିବନି ଟ୍ରାଫିକ୍‌ ସମସ୍ୟା: ନିର୍ମାଣ ହେବ ଆଉଟର ରିଙ୍ଗ୍‌ରୋଡ୍‌

କଟକ: ଏଣିକି କଟକରେ ଆଉ ରହିବନି ଟ୍ରାଫିକ୍‌ ସମସ୍ୟା। ଏହାର ସମଧାନ ପାଇଁ ନିର୍ମାଣ ହେବ ଆଉଟର ରିଙ୍ଗ୍‌ରୋଡ୍‌। ଏନନେଇ ଚାଲିଛି ବଡ଼ ଯୋଜନା। ଭୁବନେଶ୍ୱର ସହର ପରିବର୍ଦ୍ଧିତ ଯୋଜନା ପରି କଟକରେ ରିଙ୍ଗ୍‌ରୋଡ୍‌ ନିର୍ମାଣ ନେଇ ସରକାର ଯୋଜନା କରିଛନ୍ତି। ଏଥିସହ କଟକ-ସମ୍ବଲପୁର ଜାତୀୟ ରାଜପଥ-୫୫…

ମାଟ୍ରିକ୍‌ ପରୀକ୍ଷା ପାଇଁ ଜୋରଦାର ପ୍ରସ୍ତୁତି: ଆଜିଠୁ ନୋଡାଲ୍ ସେଣ୍ଟର ଯିବ ପ୍ରଶ୍ନପତ୍ର

ଭୁବନେଶ୍ୱର: ଆସନ୍ତା ୧୯ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦଶମ ଶ୍ରେଣୀ ପରୀକ୍ଷା। ଏହା ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ମାଟ୍ରିକ୍‌ ପରୀକ୍ଷା ସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା(ଓପନ ସ୍କୁଲ) ମଧ୍ୟ ସମାନ ଦିନରେ ହେବ । ଏଥର ରାଜ୍ୟର ୩୦୮୨ ସେଣ୍ଟରରେ ହେବ…

Chandrayaan: ଚନ୍ଦ୍ରଯାନ-୪: ଲ୍ୟାଣ୍ଡିଂ ପାଇଁ ସ୍ଥାନ ଚିହ୍ନଟ କଲା ISRO

ଶ୍ରୀହରିକୋଟା: ଚନ୍ଦ୍ରଯାନ-୪ ର ଅବତରଣ ପାଇଁ ସ୍ଥାନ ଚିହ୍ନଟ କଲା ଇସ୍ରୋ। ଚନ୍ଦ୍ରର ଦକ୍ଷିଣ ମେରୁ ମୋନ୍ସ ମାଉଣ୍ଟେନରେ ହେବ ଲ୍ୟାଣ୍ଡିଂ। ୧ ବର୍ଗ କିଲୋମିଟର ପରିମିତ ଭୂମି ସୁରକ୍ଷିତ ସ୍ଥାନ ଚିହ୍ନଟ। ଚନ୍ଦ୍ରରୁ ମାଟି ଏବଂ ପଥର ସଂଗ୍ରହ କରି ପୃଥିବୀକୁ ଆଣିବାକୁ ଲକ୍ଷ୍ୟ। ୨୦୨୮ ମସିହାରେ…

ଡ୍ରାମା ଶେଷ! ନଇଁଲା ପାକିସ୍ତାନ; ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ଓହ୍ଲାଇବ ଦଳ

ମୁମ୍ବାଇ: କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ାଇ ଦେଇଛି ଏକ ବଡ଼ ଖବର! ପାକିସ୍ତାନ ଶେଷରେ ଭାରତ ବିପକ୍ଷରେ ଖେଳିବାକୁ ରାଜି ହୋଇଛି। ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୬ରେ ଏହି ମହାମୁକାବିଲା ଫେବୃଆରୀ ୧୫ରେ କୋଲମ୍ବୋରେ ହେବ। ପାକିସ୍ତାନ ସରକାରଙ୍କ ନିର୍ଦ୍ଦେଶ ପରେ ପାକିସ୍ତାନ…

ପ୍ରତି ଶୁକ୍ରବାର ସମସ୍ତ ଅଧିକାରୀ ଓ କର୍ମଚାରୀ ପିନ୍ଧିବେ ହସ୍ତତନ୍ତ ଲୁଗା:ଅରବିନ୍ଦ ପାଢ଼ୀ

ଭୁବନେଶ୍ବର: ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଡଃ ଅରବିନ୍ଦ କୁମାର ପାଢ଼ୀ ଦାୟିତ୍ବ ଗ୍ରହଣ କରିବା ପରେ ବିଭାଗର ରାଜ୍ୟ ମୁଖ୍ୟାଳୟ, ଜିଲ୍ଲା ଏବଂ ତହସିଲ୍ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ…

ଗଞ୍ଜେଇ ତେଲ ପ୍ରସ୍ତୁତ କାରଖାନା ଠାବ;୪ ଗିରଫ

ମାଲକାନଗିରି: ଗଞ୍ଜେଇ ତେଲ ପ୍ରସ୍ତୁତ କରାଯାଉଥିବା କାରଖାନା ଠାବ । ମାଲକାନଗିରିର ଚିତ୍ରକୋଣ୍ଡାର ବଡପଦର ଗାଁରେ କାରଖାନା ଠାବ ହୋଇଛି । ୪ଜଣ ଗଞ୍ଜେଇ ତେଲ ପ୍ରସ୍ତୁତକାରୀ ଗିରଫ ହୋଇଛନ୍ତି । ଏହି ଗଞ୍ଜେଇ ତେଲକୁ ରାଜ୍ୟ ସହ ରାଜ୍ୟ ବାହାରକୁ ଏବଂ ବିଦେଶକୁ ରପ୍ତାନୀ କରାଯାଉଥିଲା। ଜବତ…

ଆସନ୍ତା ଗୁରୁବାର ଭାରତ ବନ୍ଦ ଡାକରା; ସମର୍ଥନ ଜଣାଇଲା କଂଗ୍ରେସ

ଭୁବନେଶ୍ୱର: MGNREGA ର ନାଁ ପରିବର୍ତ୍ତନ, ନୂତନ ଶ୍ରମ କୋଡ୍, କିଛି ବଜେଟ୍ ଆବଣ୍ଟନ ଏବଂ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିନାମା ବିରୁଦ୍ଧରେ ଫେବୃଆରୀ ୧୨ରେ ବିଭିନ୍ନ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍ ପକ୍ଷରୁ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ଯାହାକୁ ଓଡ଼ିଶା କଂଗ୍ରେସ ସମର୍ଥନ କରୁଥିବା…

Khamenei breaks 37-year rule: ଇରାନକୁ ଟ୍ରମ୍ପ ଭୟ ? ୩୭ ବର୍ଷର ପରମ୍ପରା ଭାଙ୍ଗିଲେ ଖାମେନେଇ !

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ବଢୁଥିବା ତିକ୍ତତା ଭିତରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲି ଖାମେନେଇ(Ayatollah Ali Khamenei) ନିଜର ୩୭ ବର୍ଷର ପୁରୁଣା ପରମ୍ପରାକୁ ଭାଙ୍ଗିଛନ୍ତି। ୧୯୮୯ରେ ଶାସନ ଗାଦି ସମ୍ଭାଳିବା ପରଠାରୁ…