Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଦକ୍ଷିଣ ଲେବାନନରେ ଇସ୍ରାଏଲ ‘ହଳଦିଆ ରେଖା’ ଟାଣିଛି, ଯୁଦ୍ଧବିରତି ସତ୍ତ୍ୱେ ଲକ୍ଷ୍ୟସ୍ଥଳ ଉପରେ କଲା…

ଜେରୁଜେଲମ: ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଆରମ୍ଭ ହୋଇଥିବା ଅସ୍ତ୍ରବିରତିର ଉଲ୍ଲଂଘନ ମଧ୍ୟରେ ଇସ୍ରାଏଲୀ ସେନା ଲେବାନନରେ ଏକ ନୂତନ ୟେଲୋ ସୀମା ରେଖା ଟାଣିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ରବିବାର ଇସ୍ରାଏଲ ଦୁଇଟି ବିମାନ ଆକ୍ରମଣ କରିଛି । ଅନେକ ଗ୍ରାମ ଉପରେ ଲଗାତାର ତୋପ ଏବଂ ମେସିନ ଗନ୍…

Heatwave Alert: ଆକାଶରୁ ନିଆଁ ବର୍ଷୁଛି, ଆସନ୍ତା ୨୩ ତାରିଖ ଯାଏଁ ଛୁଟି ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ବିଭିନ୍ନ ଜିଲ୍ଲାରେ ସର୍ତ୍ତକତାମୂଳକ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ କରିଦିଆଯାଉଛି। ଏହି ସମୟରେ ବଢୁଥିବା ତାପମାତ୍ରା ଏବଂ ତୀବ୍ର ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ ଦୃଷ୍ଟିରେ ରଖି, ଖୋର୍ଦ୍ଧା ଜିଲ୍ଲାର…

ତହସିଲଦାରଙ୍କୁ ହତ୍ୟା ଉଦ୍ୟମ ଘଟଣା, ୭ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲଦାରଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ୭ ଜଣଙ୍କୁ ଗିରଫ କରିଛି କୋରେଇ ପୋଲିସ । ଏହାସହ ୫ ଟ୍ରାକ୍ଟର ଏବଂ ୨ଟି ଜେସିବି ମେସିନ ଜବତ କରାଯାଇଛି । ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା । ବେଆଇନ…

Heat Wave Alert: ଆଗକୁ ଆହୁରି ସ୍ଥିତି ଅସମ୍ଭାଳ; ୨୨ ଯାଏଁ ଗ୍ରୀଷ୍ମପ୍ରବାହରୁ ତ୍ରାହି ନାହିଁ

ଭୁବନେଶ୍ବର: ପ୍ରବଳ ତାତିରେ ଅସ୍ତବ୍ୟସ୍ତ ଓଡିଶାବାସୀ । ସକାଳ ୯ରୁ ଅସହ୍ୟ ଖରାରେ ସିଝୁଛନ୍ତି ଲୋକେ । ଆଜି ମଧ୍ୟ ରାଜ୍ୟରେ ପ୍ରବଳ ଖରା ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି । ଆସନ୍ତା ୫ଦିନ ଯାଏ ତାତିରୁ ନାହିଁ ତ୍ରାହି । ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ଗରମ ସହ ହିଟ୍ ୱେଭ ୱାର୍ଣ୍ଣିଂ ଦେଇଛି…

Women reservation bill: ସଂସଦରେ ବାସ୍ତବରେ ବିରୋଧୀ ପରାସ୍ତ କଲେ ନା ଜାଣିଶୁଣି ହାରିଲେ ମୋଦି ସରକାର?

ନୂଆଦିଲ୍ଲୀ: ୨୦୧୪ ପରେ ପ୍ରଥମ ଥର ପାଇଁ, ମୋଦି ସରକାର କୌଣସି ବିଲ୍ ଉପରେ ସ୍ପଷ୍ଟ ବହୁମତ ହାସଲ କରିବାରେ ବିଫଳ ହୋଇଛି। ଯାହାକୁ ନେଇ ମହିଳାଙ୍କ ପ୍ରତି ଅପମାନ କହି ବିରୋଧୀଙ୍କ ଉପରେ ଖୁବ୍ ବର୍ଷିଛନ୍ତି ମୋଦି ସରକାର। କିନ୍ତୁ ଏହାକୁ ନେଇ ଏବେ, ବଡ଼ ପ୍ରଶ୍ନ ହେଉଛି ଏହା କେବଳ ଏକ ପରାଜୟ ନା…

Kharge slams PM’s address: ଭାଷଣରେ କଂଗ୍ରେସ ବେଶୀ, ମହିଳାଙ୍କ ଆଲୋଚନା କମ୍…ପ୍ରଧାନମନ୍ତ୍ରୀଙ୍କୁ…

ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗ, ଏବେ ଦେଶରେ ରାଜନୈତିକ ଝଡ଼ ସୃଷ୍ଟି କରିଛି। ଲୋକସଭାରେ ବିଲ୍ ବିଫଳ ହେବ ପରେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବତନ୍ତ୍ର ଭାବେ ଦେଶକୁ ସମ୍ବୋଧିତ କରିଛନ୍ତି। ଯାହାକୁ କଟାକ୍ଷ କରୁଛନ୍ତି ବିରୋଧୀ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ…

ବିରୋଧୀମାନେ ନାରୀଙ୍କ ସ୍ବପ୍ନକୁ ପୂରଣ ହେବାକୁ ଦେଲେନାହିଁ, ଏହାର ପରିଣାମ ନିଶ୍ଚୟ ଭୋଗିବେ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଶୁକ୍ରବାର ରାତିରେ ଲୋକସଭାରେ ମହିଳା ସଂରକ୍ଷଣ ସମ୍ବନ୍ଧିତ ସମ୍ବିଧାନ ସଂଶୋନ ବିଧେୟକ କାଟ୍ ଖାଇଛି । ଯାହାକୁ ନେଇ ଆଜି ଶନିବାର ରାତିରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ସେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ନାରୀଶକ୍ତିକୁ…

ହର୍ମୁଜରେ ଭାରତୀୟ ଟ୍ୟାଙ୍କର୍ ଉପରେ ଗୁଳିଚାଳନା; କଡ଼ା କାର୍ଯ୍ୟାନୁଷ୍ଠାନ ନେଲା ଏମଇଏ

ନୂଆଦିଲ୍ଲୀ: ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ଦୁଇଟି ବାଣିଜ୍ୟ ଜାହାଜ ଉପରେ ଗୁଳିଚାଳନା ହୋଇଛି । ଇରାନୀ ନୌସେନା ଗୁଳିଚାଳନା କରିଥିଲା, ଯାହା ଏକ ଭାରତୀୟ ଜାହାଜକୁ ଟାର୍ଗେଟ କରିଥିଲା । ଏହି ସମସ୍ୟାର ସମାଧାନ ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ଇରାନୀ ରାଷ୍ଟ୍ରଦୂତଙ୍କୁ ସମନ…

ବଦଳିଲା ରାଜ୍ୟ ଯୋଜନା ବୋର୍ଡ, ମୁଖ୍ୟମନ୍ତ୍ରୀ ରହିବେ ଗଭର୍ଣ୍ଣିଂ କାଉନ୍‌ସିଲ୍‌ର ଅଧ୍ୟକ୍ଷ

ଭୁବନେଶ୍ୱର: ରାଜ୍ୟ ସରକାର ଖୁବ୍ ଶୀଘ୍ର ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଫର ଟ୍ରାନ୍ସଫର୍ମେଟିଭ୍ ଇନିସିଏଟିଭ୍ସ ବା SITI ଓଡିଶା ପ୍ରତିଷ୍ଠା କରିବେ । ଏହା ରାଜ୍ୟ ସରକାରଙ୍କ ଏକ ଥିଙ୍କ ଟ୍ୟାଙ୍କ ବା ଏକ ଶୀର୍ଷସ୍ତରୀୟ ରଣନୈତିକ ପରାମର୍ଶଦାତା ସଂସ୍ଥା ଭାବେ କାର୍ଯ୍ୟ କରିବ । ସମୃଦ୍ଧ ଓଡ଼ିଶା ୨୦୩୬…

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ; ନୂଆପଡ଼ା ଜିଲ୍ଲାରେ ୩ ଦିନ ସ୍କୁଲ ଛୁଟି ଘୋଷଣା

ନୂଆପଡା: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ନୂଆପଡା ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଜିଲ୍ଲାରେ ୩ ଦିନ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଆସନ୍ତା…