Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଜଳଭଣ୍ଡାରରେ ବୁଡ଼ି ମହାବିଦ୍ୟାଳୟର ଦୁଇ ଛାତ୍ରଙ୍କ ମୃତ୍ୟୁ…

ଗଞ୍ଜାମ:ଭଞ୍ଜନଗର ଜଳଭଣ୍ଡାରରେ ବୁଡ଼ି ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଯୁକ୍ତ ଦୁଇର ଦୁଇଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ଭଞ୍ଜନଗର ଥାନା ଅଧିନ ଲାଲସିଂ ଗ୍ରାମର କାହ୍ନା ପ୍ରଧାନ ଓ ଆଶୁତୋଷ ଭୂୟାଁ। ଏହି ଘଟଣାରେ ଆଉ ୪ ଜଣ ଛାତ୍ର ଅଳ୍ପକେ ବର୍ତ୍ତି…

ଇଟାଲୀର ଏକ ଗୁରୁଦ୍ୱାର ବାହାରେ ଦୁଇ ଭାରତୀୟଙ୍କୁ ଗୁଳି କରି ହତ୍ୟା; ଆକ୍ରମଣକାରୀ ଫେରାର

ନୂଆଦିଲ୍ଲୀ:ଇଟାଲୀରେ ଦୁଇ ଜଣ ଭାରତୀୟଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣା ଶୁକ୍ରବାର ବିଳମ୍ବିତ ରାତିରେ ଉତ୍ତର ଇଟାଲୀର କୋଭୋ ସହରରେ ଘଟିଛି। ଇଟାଲୀର ଏକ ଗୁରୁଦ୍ୱାରରୁ ବାହାରିବା ସମୟରେ ଦୁଇଜଣ ଭାରତୀୟଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଇଟାଲୀର ବର୍ଗାମୋ ପ୍ରଦେଶର କୋଭୋ ସହରରେ…

୨.୮୦ କୋଟିର ଗଞ୍ଜେଇ ଜବତ;ଓଡ଼ିଶାରୁ ଉତ୍ତରାଖଣ୍ଡ ଆସୁଥିଲା…

ଭୁବନେଶ୍ବର: ଉତ୍ତରାଖଣ୍ଡ ଉଧମ ସିଂହ ନଗର ପୋଲିସ ନିଶା ଚୋରା ଚାଲାଣକାରୀଙ୍କ ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ ସଫଳତା ହାସଲ କରିଛି। ଏହି ଅପରେସନରେ, ତିନି ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯାଇଛି । ସେମାନେ ଓଡ଼ିଶାରୁ ଗଞ୍ଜେଇ ଆଣି ଉତ୍ତରାଖଣ୍ଡରେ ଯୋଗାଣ କରିବାକୁ ଯୋଜନା କରୁଥିଲେ।…

ସ୍ମାର୍ଟଫୋନରେ ଆଧାର ଆପ୍ ବାଧ୍ୟତାମୂଳକ ପ୍ରସ୍ତାବକୁ ପ୍ରତ୍ୟାହାର କଲେ ସରକାର

ନୂଆଦିଲ୍ଲୀ: ଭାରତରେ ବିକ୍ରି ହେଉଥିବା ସ୍ମାର୍ଟଫୋନରେ ଆଧାର ଆପ୍ ପ୍ରି-ଇନଷ୍ଟଲେସନ୍ ବାଧ୍ୟତାମୂଳକ କରିବା ପାଇଁ ଏକ ପ୍ରସ୍ତାବ କିମ୍ବା ଯୋଜନାକୁ କେନ୍ଦ୍ର ସରକାର ବାତିଲ କରିଦେଇଛନ୍ତି । ଭାରତ ସରକାର ପୂର୍ବରୁ ପ୍ରତ୍ୟେକ ଫୋନରେ ଆଧାର ଆପ୍ ପ୍ରି-ଇନଷ୍ଟଲେସନ୍ କରିବାକୁ ଯୋଜନା କରିଥିଲେ ।…

Americans detained at Srinagar: ବିମାନବନ୍ଦରରେ ଲଗେଜରୁ ମିଳିଲା ସାଟେଲାଇଟ୍ ଫୋନ୍; ୨ ଆମେରିକୀୟ ଅଟକ

ଶ୍ରୀନଗର:ଶ୍ରୀନଗର ବିମାନବନ୍ଦରରେ ଦୁଇଜଣ ଆମେରିକୀୟ ନାଗରିକଙ୍କୁ ଅଟକ ରଖାଯାଇଛି। ବିମାନବନ୍ଦର ସୁରକ୍ଷା କର୍ମଚାରୀମାନେ ନିୟମିତ ଯାଞ୍ଚ ସମୟରେ ସେମାନଙ୍କ ଲଗେଜରୁ ଏକ ନିଷିଦ୍ଧ ଗାର୍ମିନ୍(Garmin) ସାଟେଲାଇଟ୍ ଫୋନ୍/ଟ୍ରାକର ପାଇଥିଲେ। ଜଣେ ନାଗରିକଙ୍କୁ ଜେଫ୍ରି ସ୍କଟ୍ ପ୍ରାଥର ଭାବରେ…

ମମତା ବାନାର୍ଜୀଙ୍କ ପୂର୍ବତନ ମନ୍ତ୍ରୀ ଦିନେଶ ତ୍ରିବେଦୀ ହେବେ ବାଂଲାଦେଶର ନୂଆ ହାଇକମିଶନର

ନୂଆଦିଲ୍ଲୀ: ଭାରତ ସରକାର ଦିନେଶ ତ୍ରିବେଦୀଙ୍କୁ ବାଂଲାଦେଶର ନୂତନ ହାଇକମିଶନର ଭାବରେ ନିଯୁକ୍ତ କରିଛନ୍ତି । ଏହି ନିଷ୍ପତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଭାରତ ଏବଂ ବାଂଲାଦେଶ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି ଏବଂ ଉଭୟ ଦେଶ ଏକ ସନ୍ତୁଳିତ ଏବଂ ଦୃଢ଼ ସମ୍ପର୍କ…

ହିମାଚଳ ବିଧାନସଭାରେ ମହିଳା ବିଧାୟକଙ୍କ ସମ୍ପର୍କରେ କଙ୍ଗନାଙ୍କ ବୟାନକୁ ନେଇ ବିବାଦ, ହାସ୍ୟସ୍ପଦ ଓ ଭିତ୍ତିହୀନ…

ସିମଲା: ମଣ୍ଡିର ବିଜେପି ସାଂସଦ କଙ୍ଗନା ରାଣାୱତଙ୍କ ସଂସଦରେ ମହିଳା ସଶକ୍ତିକରଣ ଉପରେ ଏକ ବିବୃତ୍ତି ବିବାଦ ସୃଷ୍ଟି କରିଛି । ଲୋକ ନିର୍ମାଣ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂହ ତାଙ୍କ ବିବୃତ୍ତି ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଏହାକୁ ତଥ୍ୟହୀନ ଏବଂ "ହାସ୍ୟାସ୍ପଦ" ବୋଲି କହିଛନ୍ତି ।…

ଇସ୍ରାଏଲର ଏହି ନିଷ୍ପତ୍ତି ଉପରେ ଅସନ୍ତୋଷ ପ୍ରକାଶ କଲେ ସାଉଦି ଆରବ ଏବଂ ମିଶର ସମେତ ୧୬ ଦେଶ

ଜେରୁଜେଲମ: ଇସ୍ରାଏଲର ସୋମାଲିଲ୍ୟାଣ୍ଡରେ କୂଟନୈତିକ ପ୍ରତିନିଧି ନିଯୁକ୍ତ କରିବା ନିଷ୍ପତ୍ତି ଉପରେ ସାଉଦି ଆରବ ସମେତ ଅନେକ ଆରବ ଏବଂ ମୁସଲିମ ଦେଶ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସେମାନେ ଇସ୍ରାଏଲର ସୋମାଲିଲ୍ୟାଣ୍ଡରେ କୂଟନୈତିକ ପ୍ରତିନିଧି ନିଯୁକ୍ତ କରିବା ନିଷ୍ପତ୍ତିକୁ "ଭୁଲ"…

ଅସହ୍ୟ ଖରା; ଦେବଗଡ଼ରେ ସ୍କୁଲ ଛୁଟି ଘୋଷଣା, ୨୦ରୁ ୨୩ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ଦେବଗଡ଼: ରାଜ୍ୟରେ କଲବଲ କରୁଛି ତାତି । ଅସହ୍ୟ ଖରାକୁ ନଜରରେ ରଖି ଦେବଗଡ଼ ଜିଲ୍ଲାରେ ମଧ୍ୟ ୨୦ ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍, କଲେଜ ଛୁଟି ଘୋଷଣା । ଅଙ୍ଗନବାଡ଼ି କେନ୍ଦ୍ର ଓ ବୈଷୟିକ ଶିକ୍ଷାନୁଷ୍ଠାନ ବନ୍ଦ ନିର୍ଦ୍ଦେଶ । ଏଥିସହ ଦେବଗଡ଼ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ମିଳିଥିବାରୁ ଛୁଟି ଘୋଷଣା…

3D Glass Solution ପ୍ରକଳ୍ପର ଶିଳାନ୍ୟାସ; ରାଜ୍ୟରେ ୨,୫୦୦ ନିଯୁକ୍ତି ସୃଷ୍ଟି କରିବ ଏହି ପ୍ରକଳ୍ପ

ଭୁବନେଶ୍ୱର: ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆଉ ଏକ ପାଦେ ଆଗେଇଛି ଓଡ଼ିଶା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଢ଼ ଆତ୍ମବିଶ୍ୱାସ ଏବଂ ଇଚ୍ଛାଶକ୍ତି ବଳରେ ଆଜି ଓଡ଼ିଶାର ଶିଳ୍ପ ବିପ୍ଳବ ଯାତ୍ରାରେ ଆଜି ଆଉ ଏକ ଐତିହାସିକ ଅଧ୍ୟାୟ ଯୋଡ଼ା ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ…