Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

‘ଅଙ୍ଗନବାଡ଼ିରୁ ବାଲ୍ ବାଟିକା: ‘ଆରୋହଣ’ ମାଧ୍ୟମରେ ସୁଦୃଢ଼ ହେବ ରାଜ୍ୟର ପ୍ରାକ୍-ପ୍ରାଥମିକ ଶିକ୍ଷା…

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଇସିଡବ୍ଲୁଏସ (ICWS) ପରିସରରେ ଅଭିନବ କାର୍ଯ୍ୟକ୍ରମ ‘ଆରୋହଣ’ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି…

ପ୍ରାୟ ୪୦ ମିନିଟ୍ ଧରି କଥା ହେଲେ ମୋଦି-ଟ୍ରମ୍ପ, ହର୍ମୁଜକୁ ନେଇ କଲେ ଗୁରୁତ୍ବପୂର୍ଣ୍ଣ ଆଲୋଚନା…

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଉତ୍ତେଜନା ଏବଂ ଆମେରିକା ଦ୍ୱାରା ହର୍ମୁଜ୍ ପ୍ରଣାଳୀ ଅବରୋଧ ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନରେ କଥା ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଉଭୟଙ୍କ ମଧ୍ୟରେ ଦୀର୍ଘ ୪୦ ମିନିଟ୍ ଧରି ଆଲୋଚନା ହୋଇଛି । ଏହା ଦ୍ୱିତୀୟ ଥର…

ନୂଆ ହିତାଧିକାରୀଙ୍କ ପାଇଁ ଖୁସି ଖବର; ଆଉ ୫ ଦିନ ବଢିବ ସୁଭଦ୍ରା ଆବେଦନ ଅବଧି

ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ବଡ ଅପଡେଟ୍ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ ଆଜି ଗଣମାଧ୍ୟମ କହିଛନ୍ତି ଯେ, ‘ସୁଭଦ୍ରା’ ନୂଆ ହିତାଧିକାରୀଙ୍କ ପାଇଁ ଖୁସି ଖବର । ଆହୁରି ୫ ଦିନ ବଢିପାରେ ସୁଭଦ୍ରା ପଞ୍ଚିକରଣର ଅବଧି । ଏପ୍ରିଲ ୧ ରୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ନୂଆ…

ପୁଣି ଆମେରିକା-ଇରାନ ମଧ୍ୟରେ ଇସଲାମାବାଦରେ ହେବ ବୈଠକ

ନୂଆଦିଲ୍ଲୀ: ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ବିଫଳ ହୋଇଛି । ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଯୁଦ୍ଧ ପୁଣି ଥରେ ଆରମ୍ଭ ହେବ କି ନାହିଁ । ଏହା ଅସମ୍ଭବ ମନେ ହେଉଛି, କାରଣ ଅସ୍ତ୍ରବିରତି ଏପ୍ରିଲ ୨୧ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଶା କରାଯାଉଛି ଏବଂ ପାକିସ୍ତାନ…

ସୁନ୍ଦର ହେବା ସତ୍ତ୍ୱେ ଝିଅଙ୍କୁ ମିଳୁନି ବର, ଏହି ଦେଶରେ ଭଡାରେ ଯାଆନ୍ତି ପୁରୁଷ

ନୂଆଦିଲ୍ଲୀ: ଏକ ଛୋଟ ୟୁରୋପୀୟ ଦେଶ ବର୍ତ୍ତମାନ ଏହାର ଅନନ୍ୟ ସାମାଜିକ ପରିସ୍ଥିତି ଯୋଗୁଁ ଚର୍ଚ୍ଚାରେ ଅଛି। ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଶାନ୍ତ ଉପତ୍ୟକା ପାଇଁ ପ୍ରସିଦ୍ଧ ଲାଟଭିଆ ଏକ ଅକଳ୍ପନୀୟ ଚ୍ୟାଲେଞ୍ଜ ସହିତ ସଂଘର୍ଷ କରୁଛି। ଉପଯୁକ୍ତ ଜୀବନସାଥୀ ଖୋଜିବା ଏଠାରେ ମହିଳାମାନଙ୍କ ପାଇଁ ଏକ…

ପ୍ରାଥମିକ ଶିକ୍ଷକ ବଦଳି ନେଇ ବିଜ୍ଞପ୍ତି ପ୍ରକାଶ: ଯୋଗ୍ୟପ୍ରାର୍ଥୀ ଏହି ସମୟ ଅବଧି ଭିତରେ କରିପାରିବେ ଆବେଦନ

ଭୁବନେଶ୍ୱର: ପ୍ରାଥମିକ ଶିକ୍ଷକଙ୍କ ପାଇଁ ବଦଳି ବିଜ୍ଞପ୍ତି ପ୍ରକାଶିତ ହୋଇଛି । ବଦଳି ପାଇଁ ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀମାନେ ଆସନ୍ତା ୧୫ରୁ ୩୦ ତାରିଖ ମଧ୍ୟରେ ଅନଲାଇନରେ ଆବେଦନ କରିପାରିବେ । ଜୁଲାଇ ୧୮ ସୁଦ୍ଧା ସମସ୍ତ ବଦଳି ପ୍ରକ୍ରିୟା ଶେଷ ହେବ । ଅଧିକ ଶିକ୍ଷକ ଥିବା ସ୍କୁଲରୁ…

ନୋଏଡା ହିଂସାରେ ପାକିସ୍ତାନ କନେକ୍ସନ, ୩୦୦ ଗିରଫ

ନୂଆଦିଲ୍ଲୀ: ସୋମବାର ଦିନ ନୋଏଡାରେ ଶ୍ରମିକଙ୍କ ପ୍ରତିବାଦ ଶାନ୍ତିପୂର୍ଣ୍ଣ ଭାବରେ ଆରମ୍ଭ ହୋଇଥିଲା, କିନ୍ତୁ ଏହା ଶୀଘ୍ର ହିଂସାତ୍ମକ ରୂପ ନେଇଥିଲା। ହିଂସା ପରେ ୩୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଥିଲା। ଶ୍ରମିକମାନେ ହରିୟାଣା ପରି ୩୫ ପ୍ରତିଶତ ମଜୁରୀ ବୃଦ୍ଧି ଦାବି କରୁଥିଲେ। କିନ୍ତୁ,…

ଆଜିଠୁ ପ୍ରଚଳିତ ହେଲା ନୂଆ ପାଞ୍ଜି, ୨୦୨୬-୨୭ ମସିହାରେ ମୋଟ କେତୋଟି ସୂର୍ଯ୍ୟ ପରାଗ ଓ ଗ୍ରହଣ…

ପୁରୀ: ଆଜି ମହାବିଷୁବ ସଂକ୍ରାନ୍ତି । ଓଡ଼ିଆ ନବ ବର୍ଷ । ଆଜିଠାରୁ ପ୍ରଚଳିତ ହେଲା ନୂଆ ପଞ୍ଜିକା । ନୂଆ ପାଞ୍ଜି ଆଜିଠାରୁ ପ୍ରଚଳିତ ହେବ । ବିବାହ, ବ୍ରତ, ଚନ୍ଦ୍ରଗ୍ରହଣ, ସୂର୍ଯ୍ୟପରାଗ ଆଦି ବିଷୟରେ ସୂଚନା ପାଇଁ ଓଡ଼ିଶାବାସୀ ପାଞ୍ଜି ଉପରେ ନିର୍ଭର କରନ୍ତି । ଆଜି ମହାବିଷୁବ ସଂକ୍ରାନ୍ତିରୁ…

ଲୋକସଭା ଆସନ ସଂଖ୍ୟା ୮୫୦କୁ ବୃଦ୍ଧି ପ୍ରସ୍ତାବ

ନୂଆଦିଲ୍ଲୀ: ଲୋକସଭା ଆସନ ସଂଖ୍ୟା ୮୫୦କୁ ବୃଦ୍ଧି ପ୍ରସ୍ତାବ। ରାଜ୍ୟମାନଙ୍କ ପାଇଁ ୮୧୫ ସିଟ୍‌ ନେଇ ପ୍ରସ୍ତାବ। କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୩୫ ସିଟ୍‌ ସଂରକ୍ଷିତ ରହିବ। ୨୦୨୯ ସାଧାରଣ ନିର୍ବାଚନ ବେଳକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟ। ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ଆସିଲା ଡ୍ରାଫ୍ଟ ବିଲ୍‌…

ଏହି ୟୁରୋପୀୟ ଦେଶରେ ସରକାର ପରିବର୍ତ୍ତନ ହେଲେ ଆମେରିକା, ରୁଷକୁ ଏବଂ ଭାରତକୁ ଲାଗିପାରେ ଝଟକା

ନୂଆଦିଲ୍ଲୀ: ହଙ୍ଗେରୀରେ ବହୁ ପ୍ରତୀକ୍ଷିତ କ୍ଷମତା ପରିବର୍ତ୍ତନ ହୋଇଛି। ସାଧାରଣ ନିର୍ବାଚନରେ, ପିଟର ମୈଗ୍ୟାରଙ୍କ ଟିସ୍ଜା ପାର୍ଟି ଭିକ୍ଟର ଅରବାନଙ୍କ ଫିଡେଜ୍ ପାର୍ଟିକୁ ପରାସ୍ତ କରିଛି। ମାଗ୍ୟାରଙ୍କ ଦଳ ଦୁଇ-ତୃତୀୟାଂଶ ବହୁମତ ହାସଲ କରିଛି। ହଙ୍ଗେରୀରେ ସରକାର ପରିବର୍ତ୍ତନ କେବଳ ଆମେରିକା…