Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଗୋଷ୍ଠୀ କନ୍ଦଳକୁ ନେଇ ଫୁଟିଲା ବୋମା, ଛିଡିଗଲା ହାତ ପାପୁଲି…

ଭୁବନେଶ୍ବର: ରାଜଧାନୀର ମାଉସୀ ମା' ଛକରେ ଫୁଟିଲା ବୋମା । ହାତରେ ବୋମା ଫୁଟିବାରୁ ଛିଣ୍ଡି ଗଲା ଯୁବକଙ୍କ ପାପୁଲି । ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୋଷ୍ଠୀ ସଂଘର୍ଷ କାରଣରୁ ଏପରି ପରିସ୍ଥିତି ଉପୁଯିଥିବା କୁହାଯାଉଛି । ଖବର ମୁତାବକ, ଚିନ୍ତାମଣିଶ୍ୱର…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଏବେ ସହଜରେ ଚିହ୍ନଟ କରାଯାଇପାରିବ ଆଣ୍ଟିବାୟୋଟିକ, ପ୍ୟାକେଜିଂରେ ରହିବ…

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଣ୍ଟିବାୟୋଟିକର ଅତ୍ୟଧିକ ଏବଂ ଅପବ୍ୟବହାରକୁ ରୋକିବା ପାଇଁ ଏକ ବଡ଼ ପଦକ୍ଷେପ ନେଉଛନ୍ତି। ସରକାର ବଜାରରେ ଆଣ୍ଟିବାୟୋଟିକ ଚିହ୍ନଟ ପାଇଁ ଏକ ବ୍ୟବସ୍ଥା ପ୍ରଚଳନ କରିବାକୁ ଯୋଜନା କରୁଛନ୍ତି ଯାହା ଦ୍ୱାରା ଜନସାଧାରଣ ସହଜରେ ବୁଝିପାରିବେ ଯେ ଲେଖୁଥିବା ଔଷଧ…

ଭକ୍ତନିବାସରେ ରହିବା ହେଲା ମହଙ୍ଗା; ବଢ଼ିଲା ପାର୍କିଂ ଫି

ପୁରୀ: ପୁରୀ ଭକ୍ତନିବାସରେ ରହିବା ହେଲା ମହଙ୍ଗା। ପୁରୀ ଶ୍ରୀମନ୍ଦିର ପ୍ରଶାସନ ଅଧିନରେ ଥିବା ଭକ୍ତନିବାସର ପାର୍କିଂ ଫି ବଢିଲା। ଏବେ ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ଥିବା ଭକ୍ତ ନିବାସଗୁଡ଼ିକରେ ରହିବା ପୂର୍ବ ଅପେକ୍ଷା ମହଙ୍ଗା ହୋଇଛି । ପ୍ରଶାସନ ପକ୍ଷରୁ ଭକ୍ତ ନିବାସରେ ଗାଡ଼ି ପାର୍କିଂ…

Fraud Government Jobs: ଚାକିରି ଦେବା ନାଁରେ ଠକ ଗ୍ୟାଙ୍ଗକୁ ଧରିବାକୁ ଦେଶସାରା ଚଢାଉ

ନୂଆଦିଲ୍ଲୀ: ଚାକିରି ଦେବା ନାଁରେ ଠକ ଗ୍ୟାଙ୍ଗକୁ ଧରିବାକୁ ଦେଶସାରା ଚଢାଉ। ଭାରତର ବିଭିନ୍ନ ରାଜ୍ୟ ସମେତ ୧୫ଟି ସ୍ଥାନରେ ତଲାସୀ ଜୋରଦାର। ବିହାରର ୩ଟି, ପଶ୍ଚିମବଙ୍ଗର ୨ଟି, କେରଳର ୪ଟି ସ୍ଥାନରେ ଚାଲିଛି ରେଡ୍। ସେହିପରି ଉତ୍ତର ପ୍ରଦେଶର ୪ଟି ଏବଂ ତାମିଲନାଡୁ ଓ ଗୁଜରାଟରେ ଚଢାଉ ଜାରି…

Trump Tariff on Russian Oil: ରୁଷୀୟ ତୈଳ ଉପରେ ୫୦୦% ଟାରିଫ୍ ଲଗାଇବ ଟ୍ରମ୍ପଙ୍କ ନୂତନ ବିଲ୍!

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଦ୍ୱିପାକ୍ଷିକ ପ୍ରତିବନ୍ଧକ ବିଲ୍ ପାଇଁ ସବୁଜ ଆମନ୍ତ୍ରଣ ଦେବା ପରେ ଭାରତ ଏବଂ ଚୀନ୍ ଉପରେ ଆମେରିକାର ଶୁଳ୍କ ଆସନ୍ତା ସପ୍ତାହରେ ୫୦୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଯାହା ୱାଶିଂଟନକୁ ଜାଣିଶୁଣି ରୁଷରୁ ତେଲ କ୍ରୟ କରୁଥିବା…

Opd Services: ସରକାରଙ୍କ ଏସମାକୁ ଫୁ’; ଆଜି ମଧ୍ୟ ୨ ଘଣ୍ଟିଆ ଓପିଡି ବନ୍ଦ

ଭୁବନେଶ୍ବର: ସରକାରଙ୍କ ଏସମାକୁ ଶୁଣୁନି ଓମସା । ନିଜ ଜିଦରେ ଅଟଳ ରହି ଆଜି ବି ଦୁଇ ଘଣ୍ଟା ଧରି ଓପିଡି ସେବା ବନ୍ଦ କରିଛି । ଚଳିତ ମାସ ୫ ତାରିଖରୁ ଏପରି ସ୍ଥିତି ଜାରି ରହିଛି । ସରକାର-ଡାକ୍ତରଙ୍କ କଳି ଭିତରେ ହଇରାଣ ହେଇ ପଡୁଛନ୍ତି ରୋଗୀମାନେ । ଚିକିତ୍ସା ପାଇଁ ରୋଗୀଙ୍କୁ ଘଣ୍ଟା ଘଣ୍ଟା…

Lingaraj Temple: ସୁରକ୍ଷା ବ୍ୟବସ୍ଥାରେ ଢିଲା! ଅଣହିନ୍ଦୁ ପଶିବାରୁ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବେଶ ଓ ଭୋଗ ମାରା

ଭୁବନେଶ୍ବର: ମାରା ହେଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବେଶ ଓ ଭୋଗ । ଜଣେ ଅଣହିନ୍ଦୁ ତଥା ଜାପାନ ନାଗରିକ ମନ୍ଦିର ଭିତରେ ପଶିଯିବାରୁ ବେଶ ଓ ଭୋଗ ମାରା ହୋଇଥିବା ସୂଚନା ରହିଛି । ବୁଧବାର ଦିନ ମହାପ୍ରଭୁଙ୍କ ଭୋଗମଣ୍ଡପ ସରି ସାହାଣମେଲା ଦର୍ଶନ ଚାଲିଥିଲା । ଏହି ସମୟରେ ଅଣହିନ୍ଦୁ ଜଣଙ୍କ…

Piyush Tripathi: ଅଭିନେତା ପିୟୁଷଙ୍କୁ ମଞ୍ଚ ଚଢ଼ିବା ମନା

ଭୁବନେଶ୍ବର: ଭୁବନେଶ୍ବର କୋର୍ଟରୁ ପୀୟୁଷଙ୍କୁ ଝଟକା। ଚର୍ଚ୍ଚିତ ଖଳନାୟକ ପୀୟୁଷ ତ୍ରିପାଠୀଙ୍କୁ ମଞ୍ଚ ମନା । ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପ ମାମଲାରେ ଲାଗିଲା ରୋକ୍। ଭୁବନେଶ୍ବର କୋର୍ଟରୁ ପୀୟୁଷଙ୍କୁ ଝଟକା ଲାଗିଛି। କୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମଞ୍ଚ ଚଢ଼ିବା ବାରଣ ।…

ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ପୁଅ ଅଗ୍ନିବେଶଙ୍କ ଦେହାନ୍ତ

ନୂଆଦିଲ୍ଲୀ: ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ପୁଅ ଅଗ୍ନିବେଶଙ୍କ ଦେହାନ୍ତ ହୋଇଛି। ଅନିଲ ଅଗ୍ରୱାଲ ନିଜେ ତାଙ୍କ ପୁଅର ମୃତ୍ୟୁ ଖବର ଘୋଷଣା କରିଛନ୍ତି। ଆମେରିକାରେ ଏକ ସ୍କିଇଂ ଦୁର୍ଘଟଣା ପରେ ସେ ନ୍ୟୁୟର୍କର ମାଉଣ୍ଟ ସିନାଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲା। ସେ ଧିରେ ଧିରେ…

Elephant Attack: ପୁଣି ଦନ୍ତା ଆତଙ୍କ: ରାତିକରେ ହାତୀ ନେଲାଣି ୬ ଜୀବନ

ରାଉରକେଲା: ଦନ୍ତା ଆତଙ୍କରେ ଥରହର ହେଉଛି ଓଡ଼ିଶା-ଝାଡ଼ଖଣ୍ଡ ସୀମା। ରାତିକରେ ହାତୀ ନେଲାଣି ୬ ଜୀବନ। ମୃତକଙ୍କ ମଧ୍ୟରେ ଅଛନ୍ତି ବାପା-ମାଆ, ପୁଅ-ଝିଅ। ଏହି ପରିବାର ବ୍ୟତୀତ ଅନ୍ୟ ଦୁଇଜଣଙ୍କର ଜୀବନ ଯାଇଛି। ଦନ୍ତା ଆକ୍ରମଣରେ ଅନ୍ୟ ୬ଜଣ ଲହୁଲୁହାଣ ହୋଇଛନ୍ତି। ସପ୍ତାହକ ମଧ୍ୟରେ ଉକ୍ତ ଗୋଠଛଡ଼ା…