Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପାଲଲହଡ଼ାରେ ଡରାଉଛି ସ୍କ୍ରବ ଟାଇଫସ୍: ଦୁଇ ଦିନରେ ୧୯ ଆକ୍ରାନ୍ତ, ଜଣଙ୍କର ମୃତ୍ୟୁ

ପାଲଲହଡ଼ା: ଅନୁଗୋଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଅଞ୍ଚଳରେ ଏବେ ମାରାତ୍ମକ ସ୍କ୍ରବ ଟାଇଫସ୍ ରୋଗର ଆତଙ୍କ ଦେଖାଦେଇଛି । ବିଶେଷ କରି ସାନବାଗଦରୀ ଗାଁରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ସ୍ଥାନୀୟ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ଦୁଇ ଦିନ…

କଂଗ୍ରେସର ଭବିଷ୍ୟତ ଅନ୍ଧକାର’: ନୂଆ ଦଳ ‘ଓଜେସି’ର ମଙ୍ଗ ଧରିବେ କଟକ-ବାରବାଟୀ ବିଧାୟିକା ସୋଫିଆ!

କଟକ: କଟକ-ବାରବାଟୀର କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଆଗାମୀ ଦିନରେ କଂଗ୍ରେସ ଛାଡ଼ିବେ ଏବଂ ୨୦୨୯ ବିଧାନସଭା ନିର୍ବାଚନରେ ଏକ ନୂଆ ମଞ୍ଚରୁ ରାଜନୈତିକ ଲଢ଼େଇ ଲଢ଼ିବେ । ଏଭଳି ଏକ ବଡ଼ ରାଜନୈତିକ ଘୋଷଣା କରିଛନ୍ତି ତାଙ୍କ ବାପା ତଥା ସଦ୍ୟ ଗଠିତ 'ଓଡ଼ିଶା ଜନତା କଂଗ୍ରେସ' (ଓଜେସି)ର…

ଏମଏମଡିଆର ବିଲ୍ ଉପରେ ସରଗରମ ରାଜନୀତି: ନବୀନଙ୍କୁ ସିଧାସଳଖ କାଉଣ୍ଟର କଲେ ମନମୋହନ ସାମଲ

ଭୁବନେଶ୍ୱର: ସଦ୍ୟ ଗୃହିତ ହୋଇଥିବା ଏମଏମଡିଆର ବା ଖଣି ଏବଂ ଖଣିଜ ଦ୍ରବ୍ୟ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ବିଲ୍‌-୨୦୨୬କୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି । ଏହି ବିଲକୁ ରାଜ୍ୟର ସ୍ୱାର୍ଥ ବିରୋଧୀ ଦର୍ଶାଇ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓଡ଼ିଶାର…

Rourkela Circuit House Gun Case:ସର୍କିଟ ହାଉସରୁ ବନ୍ଧୁକ ଜବତ ଘଟଣା;କେନ୍ଦ୍ରମନ୍ତ୍ରୀ ଜୁଏଲଙ୍କ ଇସ୍ତଫା ଦାବି କରି…

ରାଉରକେଲା: ରାଉରକେଲା ସର୍କିଟ ହାଉସ ବନ୍ଧୁକ ଜବତ ଘଟଣା । ମାଷ୍ଟର୍‌ମାଇଣ୍ଡ୍‌ ପ୍ରକାଶ ପାଶୱାନକୁ ବିହାରର ସମସ୍ତିପୁର ଅଞ୍ଚଳରୁ ଗିରଫ ପରେ ରାଉରକେଲା ଆଣିଛି ପୋଲିସ । ଗିରଫ ପ୍ରକାଶ ରାଉରକେଲାରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ । ଗତ କିଛି ଦିନ…

ବୈଭବ ସୂର୍ଯ୍ୟବଂଶୀ ହେଲେ ଇଷ୍ଟ ଜୋନ୍‌ର ଅଧିନାୟକ

ଭୁବନେଶ୍ୱର : ଦୁଲୀପ ଟ୍ରଫି ୨୦୨୬ର ସେମିଫାଇନାଲ ମ୍ୟାଚ୍ ବେଳେ ଇଷ୍ଟ ଜୋନ୍ ଦଳରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ଦଳର ନିୟମିତ ଅଧିନାୟକ ଇଶାନ କିଷାନ ଆହାତ ହୋଇ ଥିବା କାରଣରୁ ୧୫ ବର୍ଷୀୟ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ହଠାତ୍ ଇଷ୍ଟ ଜୋନ୍‌ର ଅଧିନାୟକତ୍ୱ ଭାର ପ୍ରଦାନ…

ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ମାଝୀଙ୍କ ଦେହାନ୍ତ

ଭୁବନେଶ୍ୱର: ନବରଙ୍ଗପୁର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲର ଇଣ୍ଟେନସିଭ୍ କେୟାର ୟୁନିଟ୍ (ICU)ରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ସକାଳେ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ମାଝୀ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ଦୀର୍ଘ ବର୍ଷ…

କେବିକେ ଅଞ୍ଚଳର ଭିତ୍ତିଭୂମି ବିକାଶ ପାଇଁ ୧୩୦ କୋଟି

ଭୁବନେଶ୍ୱର: କେବିକେ ଅଞ୍ଚଳରେ ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଭିତ୍ତିଭୂମି ବିକାଶ ପାଣ୍ଠି (ଇନ୍‌ଫ୍ରାଷ୍ଟ୍ରକ୍ଚର ଡେଭେଲପମେଣ୍ଟ ଫଣ୍ଡ-ଆଇଡିଏଫ୍‌)ରେ ୧୩୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହି ପାଣ୍ଠିରେ ଜଳସେଚନ, ଆନ୍ତଃଜିଲ୍ଲା ରାସ୍ତା,…

Wife’s Maintenance: ସିଧା ସ୍ତ୍ରୀଙ୍କ ଆକାଉଣ୍ଟକୁ ଯିବ ଆପଣଙ୍କ ଦରମାର ଅଧା ଟଙ୍କା…ଛାଡପତ୍ର ପରେ ଭରଣାପୋଷଣା ନେଇ…

ଭୁବନେଶ୍ବର: ଏଣିକି ଦରମାରୁ ସିଧା କଟିବ ଟଙ୍କା…କିଛି ଆପଣଙ୍କ ଆକାଉଣ୍ଟକୁ, ଆଉ କିଛି ପାଇବେ ଆପଣଙ୍କ ପୂର୍ବତନ ସ୍ତ୍ରୀ…ମୁଖ୍ୟମନ୍ତ୍ରୀ ଦେଲେ ବଡ ନିର୍ଦ୍ଦେଶ । କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ପତ୍ନୀ କିମ୍ବା ପିଲାଙ୍କୁ ଭରଣପୋଷଣ ଟଙ୍କା ଦେଉନଥିବା ସରକାରୀ କର୍ମଚାରୀଙ୍କ ପାଇଁ ଏଣିକି କଠୋର…

Nepal Flood: ନେପାଳରେ ଭୟଙ୍କର ବନ୍ୟା; ମୃତ୍ୟୁ ସଂଖ୍ୟା ୬୮୨କୁ ବୃଦ୍ଧି, ୩୦୦୦ ନିଖୋଜ

କାଠମାଣ୍ଡୁ: ନେପାଳର ଭୟଙ୍କର ବନ୍ୟାରେ ମୃତ୍ୟୁ ସଂଖ୍ୟା ୬୮୨ ରେ ପହଞ୍ଚିଛି। ଏଥିସହିତ ୩୦୦୦ରୁ ଅଧିକ ନିଖୋଜ ଥିବା ଜଣାପଡ଼ିଛି। ରବିବାର ୫ମ ଦିନରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଉଦ୍ଧାରକାରୀମାନେ ଭଗ୍ନାବଶେଷ ଏବଂ ବଢ଼ୁଥିବା ପାଣିରେ ସଂଘର୍ଷ କରି ଶହ ଶହ ଲୋକଙ୍କୁ ଖୋଜୁଛନ୍ତି।…

ଆମେ ଆତ୍ମସମର୍ପଣ କରିବୁ ନାହିଁ : ଇରାନ ରାଷ୍ଟ୍ରପତି

ତେହେରାନ: ପଶ୍ଚିମ ଏସିଆରେ ବୃଦ୍ଧି ପାଉଥିବା ଆଞ୍ଚଳିକ ଉତ୍ତେଜନା ମଧ୍ୟରେ ଇରାନ ରାଷ୍ଟ୍ରପତି ମସୁଦ ପେଜେସକିଆନ୍ ଆମେରିକା ସହ ହୋଇଥିବା ଶାନ୍ତି ବୁଝାମଣା ପତ୍ରକୁ ଦୃଢ଼ ଭାବରେ ସମର୍ଥନ କରିଛନ୍ତି। ତେହେରାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ସ୍ପଷ୍ଟ କରିଛନ୍ତି ଯେ ଏହି ଚୁକ୍ତି ଇରାନର…