Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Dahi Bara: ଦହିବରା ଖାଇ ୫୦ରୁ ଊର୍ଦ୍ଧ୍ବ ଅସୁସ୍ଥ

ପୁରୀ: ଦହିବରା ଖାଇ ୫୦ରୁ ଊର୍ଦ୍ଧ୍ବ ଲୋକ ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ପୁରୀ ଜିଲ୍ଲା କାକଟପୁର ବ୍ଲକ୍ ବାଙ୍ଗୁରିଗାଁ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିଆ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ମଙ୍ଗଳବାର ସକାଳେ ବୁଲା ଦହିବରା ବିକାଳିଙ୍କ ଠାରୁ ଖାଇଥିଲେ ଦହିବରା।…

ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି, EPFO ଦରମା ସୀମା ୧୫ ହଜାର ଟଙ୍କାରୁ ୨୫ ହଜାର ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ: ଆଗକୁ ଆସୁଛି ବିଶ୍ୱକର୍ମା ପୂଜା। ଆଉ ଏଥିପାଇଁ ଦେଶବ୍ୟାପୀ ଶିଳ୍ପରେ କାର୍ଯ୍ୟରତ କର୍ମଚାରୀଙ୍କ ଏବଂ ଶ୍ରମିକମାନଙ୍କ ପାଇଁ ସାମାଜିକ ସୁରକ୍ଷା ବ୍ୟାପକ କରିବାକୁ ବଡ଼ ନିଷ୍ପତ୍ତି ନେଇଛନ୍ତି ମୋଦି ସରକାର। EPFO ଦରମା ସୀମା ୧୫ ହଜାର ଟଙ୍କାରୁ ୨୫ ହଜାର ଟଙ୍କାକୁ ବୃଦ୍ଧି…

ଜନ୍ମଦିନ ପାଳିବ ସୁଭଦ୍ରା, ଘରେ ଘରେ ଦୀପ ଜାଳିବେ ମହିଳା

ଭୁବନେଶ୍ୱର: ଆସନ୍ତାକାଲି ସୁଭଦ୍ରାକୁ ପୂରିବ ୨ ବର୍ଷ। ଜନ୍ମଦିନ ପାଳିବ ସୁଭଦ୍ରା। ଏହି ଅବସରରେ ଦୀପ ଜାଳିବାକୁ ମହିଳାଙ୍କୁ ଆହ୍ୱାନ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସନ୍ଧ୍ୟା ୬ଟାରୁ ୭ଟା ପର୍ଯ୍ୟନ୍ତ ଘରେ ଘରେ ଦୀପ ଜାଳିବେ ମହିଳା । ୩୩୮ ଜାଗାରେ ହେବ ପ୍ରତିଯୋଗିତା ଓ…

ଏଥର ଆଗୁଆ ମିଳିବ ପାଣିପାଗ ସୂଚନା, ଉଦ୍‌ଘାଟନ ହେଲା ଡପଲର ୱେଦର ରାଡାର କେନ୍ଦ୍ର

ସମ୍ବଲପୁର: ପାଣିପାଗ ଆକଳନରେ ଆହୁରି ସଶକ୍ତ ହେଲା ଓଡି଼ଶା। ଆଜି ସମ୍ବଲପୁରରେ ଉଦଘାଟିତ ହେଲା ଅତ୍ୟାଧୁନିକ ଡପଲର ୱେଦର ରାଡାର ସିଷ୍ଟମ। ମୁଖ୍ୟମନ୍ତ୍ରୀ ଜମାଦାରପାଲି ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ଯୋଗୀପାଲି ଯାଇ ଡପଲର ରାଡାର ସିଷ୍ଟମର ଉଦ୍ଘାଟନ କରିଛନ୍ତି। ସମ୍ବଲପୁରର ଜମାଦାରପାଲି ଠାରେ…

ଶ୍ମଶାନକୁ ନାହିଁ ରାସ୍ତା;ଶବ ସତ୍କାର ପାଇଁ ଉଛୁଳା ନଦୀ ପାର ହେଉଛନ୍ତି ସମ୍ପର୍କୀୟ

ନନ୍ଦପୁର:ଶ୍ମଶାନ ଯିବାକୁ କୌଣସି ରାସ୍ତା ନଥିବାରୁ ବାଧ୍ୟ ହୋଇ ସମ୍ପର୍କୀୟମାନଙ୍କୁ ଗାଁ ପାଖ ଦେଇ ଯାଇଥିବା ବାସୁକି ନଦୀକୁ ବିପଦପୂର୍ଣ୍ଣ ଭାବେ ପାର ହୋଇ ଶବ ସତ୍କାର କରିବାକୁ ଯିବାକୁ ପଡ଼ିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ରାଇସିଂ ପଞ୍ଚାୟତର…

ଶଙ୍ଖ ନଦୀରେ ଆଗ ପଛ ହୋଇ ବୁଡ଼ିଗଲେ ୬ ନାବାଳିକା,ଚାଲିଗଲା ୩ ଜୀବନ

ବୀରମିତ୍ରପୁର:ଶଙ୍ଖ ନଦୀରେ ବଡ଼ ଅଘଟଣ । ଗାଧୋଇଲା ବେଳେ ଶଙ୍ଖ ନ‌ଦୀରେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ । ବୁଧବାର ସକାଳେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ରାଇବାଗା ଥାନା ଦଲକି ଗାଁରେ। ସୁନ୍ଦରଗଡ଼ ଜିଲ୍ଲା ରାଇବାଗା ଥାନା ଦଲକି ଗାଁ କିଛି ନାବାଳିକା କରମା ପୂଜା ପାଇଁ…

Odisha Inflation: ଦେଶରେ କମ୍, ରାଜ୍ୟରେ ଅଧିକ; ପକେଟକୁ ଭାରୀ ବାଧୁଛି…ଓଡିଶା ରୋଷେଇ ଘରକୁ ମହଙ୍ଗା ଚଡକ…

ଭୁବନେଶ୍ୱର: ପର୍ବପର୍ବାଣୀ ପୂର୍ବରୁ ଓଡ଼ିଶାର ଘରୋଇ ବଜେଟ୍‌ ଉପରେ ବଢ଼ିଲା ଚାପ। ରୋଷେଇ ଘରର ଖର୍ଚ୍ଚ ବଢ଼ିବା ସହ ଅଗଷ୍ଟରେ ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ବା ରିଟେଲ୍ ଇନ୍‌ଫ୍ଲେସନ୍‌ ୫.୫୨ ପ୍ରତିଶତରେ ପହଞ୍ଚିଛି। ଜୁଲାଇରେ ଏହା ୪.୮୩ ପ୍ରତିଶତ ଥିଲା। ଅର୍ଥାତ୍‌ ମାତ୍ର ଗୋଟିଏ ମାସରେ…

ସେନା ମେଡାଲ୍‌ ବିଜେତାଙ୍କୁ ଆଜୀବନ ଟ୍ରେନ୍‌ ଯାତ୍ରା ମାଗଣା

ନୂଆଦିଲ୍ଲୀ: ଦେଶର ସାହସୀ ସୈନିକ ଏବଂ ସେମାନଙ୍କ ପରିବାରକୁ ସମ୍ମାନିତ କରିବା ପାଇଁ ଭାରତ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସେନା ପଦକ, ନୌସେନା ପଦକ ଏବଂ ବାୟୁସେନା ପଦକ ପାଇଥିବା ସୈନିକମାନେ, ସେମାନଙ୍କ ଯୋଗ୍ୟ ପରିବାର ସଦସ୍ୟଙ୍କ ସହିତ ଏବେ ଭାରତୀୟ ରେଳରେ…

UPI vs Cash: କେଉଁଟି ଅଧିକ ଟଙ୍କା ସଞ୍ଚୟ ହୁଏ?

ନୂଆଦିଲ୍ଲୀ: ଆଜିକାଲି ଭାରତୀୟ ଡିଜିଟାଲ ଅର୍ଥନୀତିରେ UPI ସମ୍ପର୍କରେ ଏକ ନୂତନ ବିତର୍କ ଏବଂ ବିବାଦ ଦେଖାଦେଇଛି। କେନ୍ଦ୍ର ସରକାର ଏବଂ NPCI ଦ୍ୱାରା ₹୨୦୦୦ ରୁ ଅଧିକ ବାଣିଜ୍ୟ କାରବାର ଉପରେ ୦.୪% ବାଣିଜ୍ୟ ରିହାତି ହାର ଲାଗୁ କରିବାର ଏକ ନୂତନ ବିଜ୍ଞପ୍ତି ଚିନ୍ତା ସୃଷ୍ଟି କରିଛି। ଯଦିଓ…

ଫେସବୁକ୍-ଇନଷ୍ଟାଗ୍ରାମରେ ଚାଲିଛି ଶିଶୁ ଯୌନ ଶୋଷଣ ବିଜ୍ଞାପନ! କେନ୍ଦ୍ର ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକରେ ୟୁଜରଙ୍କ ସୁରକ୍ଷାକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଥିବା ବେଳେ ଏବେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି । ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଭଳି ଲୋକପ୍ରିୟ ପ୍ଲାଟଫର୍ମ ଚଳାଉଥିବା କମ୍ପାନୀ 'ମେଟା'ର ନେଟୱର୍କରେ…