Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Jaundice In Cuttack: କଟକରେ ୧୫ରୁ ଅଧିକ ଜଣ୍ଡିସ୍‌ରେ ଆକ୍ରାନ୍ତ..

କଟକ: କଟକରେ ଜଣ୍ଡିସ ବ୍ୟାପିବାରେ ଲାଗିଛି । ୧୫ରୁ ଅଧିକ ଜଣ ଏଥିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବାବେଳେ, ୨ ଜଣଙ୍କ ଅବସ୍ଥା ଗୁରୁତର ମଧ୍ୟ ରହିଛି । ଦୂଷିତ ଜଳ ବ୍ୟବହାର କାରଣରୁ ଏତେ ସଂଖ୍ୟାରେ ଲୋକେ ଜଣ୍ଡିସ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ବିଶେଷ କରି କଟକର କଦମ ଏ ରସୁଲର…

Odisha Eco Retreat:ବିଳାସପୂର୍ଣ୍ଣ କଟେଜରୁ ପ୍ରକୃତିର ମଜା…ରାଜ୍ୟର ୬ଟି ସ୍ଥାନରେ ଇକୋ ରିଟ୍ରିଟ ଆରମ୍ଭ

ଭୁବନେଶ୍ବର: ଖୋଲିଲା ଇକୋ ରିଟ୍ରିଟ । ଗତକାଲି ରାଜ୍ୟରେ ୬ଟି ଇକୋ ରିଟ୍ରିଟକୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଭିଡିଓ କନଫରେନ୍ସ ମାଧ୍ୟମରେ ଶୁଭ ଉଦଘାଟନ କରିଛନ୍ତି । ପର୍ଯ୍ୟଟକଙ୍କୁ ନିଆରା ଅନୁଭୂତି ଦେବାକୁ ହୀରାକୁଦ, ସାତକୋଶିଆ, ସୁନାପୁର (ଗଞ୍ଜାମ), ଦାରିଙ୍ଗିବାଡି,…

ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି, ଡାକ୍ତର ସ୍ବାମୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ପତ୍ନୀ

କଟକ: ଜଣେ ଯୁବ ଡାକ୍ତର ତାଙ୍କ ପତ୍ନୀଙ୍କୁ ୧୦ ଦିନରୁ ଅଧିକ ହେବ ଘରେ ବନ୍ଦ କରିବା ସହ ମାନସିକ ଯନ୍ତ୍ରଣା ଦେଉଛନ୍ତି, ଏହା ସହ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଉଥିବା ଅଭିଯୋଗ ହୋଇଛି । ଏନେଇ ନିଜେ ଖୋଦ ଡାକ୍ତରଙ୍କ ପତ୍ନୀ ଅଭିଯୋଗ ଆଣିଛନ୍ତି । ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି କଟକ…

Russia Ukraine War: ରୁଷ-ୟୁକ୍ରେନ ମଧ୍ୟରେ ହେବାକୁ ଯାଉଛି ଏକ ବଡ଼ ଚୁକ୍ତି, ନିଜେ ଘୋଷଣା କଲେ ରାଷ୍ଟ୍ରପତି…

କିଭ୍: ୟୁକ୍ରେନ୍ ଏବଂ ରୁଷ ମଧ୍ୟରେ ଏକ ବଡ଼ ଚୁକ୍ତି ଖୁବ୍ ଶୀଘ୍ର ହେବାକୁ ଯାଉଛି । ୟୁକ୍ରେନ୍ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନ୍ସକି ରବିବାର ଏହା ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ୟୁକ୍ରେନ୍ ଏବଂ ରୁଷ ଯୁଦ୍ଧବନ୍ଦୀ ବିନିମୟ ପ୍ରକ୍ରିୟାକୁ ପୁନଃଆରମ୍ଭ କରିବା ପାଇଁ ସକ୍ରିୟ ଭାବରେ…

Gold Mine: ଗୋଟିଏ ବର୍ଷ ମଧ୍ୟରେ ଚୀନରେ ପୁଣି ମିଳିଲା ତୃତୀୟ ସୁନା ଭଣ୍ଡାର

ବେଜିଂ: ଚୀନ୍ ରେ ମାଟି ତଳୁ ମିଳିଛି ବିଶାଳ ସୁନା ଭଣ୍ଡାର । ଚୀନ୍ ବୈଜ୍ଞାନିକମାନେ ଏହି ବିଶାଳ ସୁନା ଭଣ୍ଡାର ଆବିଷ୍କାର କରିଛନ୍ତି । ପ୍ରାରମ୍ଭିକ ଆକଳନ ଅନୁଯାୟୀ, ଏହି ବିଶାଳ ସୁନା ଭଣ୍ଡାରର ପରିମାଣ ୧ ହଜାର ଟନ୍ ରୁ ଅଧିକ ହୋଇପାରେ । ଜିନଜିଆଙ୍ଗ ଉଇଗୁର ସ୍ୱୟଂଶାସିତ ଅଞ୍ଚଳର ପଶ୍ଚିମ…

Weather update: ଆସନ୍ତା ୩୦ ତାରିଖରୁ ଆହୁରି ବଢିବ ଶୀତର ପ୍ରକୋପ !

ଭୁବନେଶ୍ବର:ପାରଦ ଖସୁଛି, ଶୀତ ବଢୁଛି। ଉପକୂଳ, ପଶ୍ଚିମ, ଦକ୍ଷିଣ ଓଡ଼ିଶା ସବୁଠି ବଢିଲାଣି ଥଣ୍ଡା । କନ୍ଧମାଳ ଜିଲ୍ଲାରେ ୧୦ ଡିଗ୍ରୀ ତଳେ ପାରଦ ରହୁଛି । ଘନ କୁହୁଡି ସକାଳ ୯ଟା ପର୍ଯ୍ୟନ୍ତ ରହୁଛି । ତେବେ ରାଜ୍ୟବାସୀଙ୍କୁ ଆଗୁଆ ସତର୍କ କରାଇଛନ୍ତି ବରିଷ୍ଠ ପାଣିପାଗ ବିଜ୍ଞାନୀ ଶରତ ଚନ୍ଦ୍ର…

Delhi Blast: ଦିଲ୍ଲୀ ବିସ୍ଫୋରଣ ମାମଲା: ଆତଙ୍କବାଦୀ ଡାକ୍ତର ଉମରଙ୍କ ସହଯୋଗୀ ଆମିର ରସିଦ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀରେ ଲାଲକିଲ୍ଲା କାର ବିସ୍ଫୋରଣ ମାମଲାରେ NIA ଏକ ବଡ଼ ସଫଳତା ହାସଲ କରିଛି । ଆତ୍ମଘାତୀ ବିସ୍ଫୋରଣକାରୀର ସହଯୋଗୀ ଆମିର ରସିଦ ଅଲିଙ୍କୁ ଦିଲ୍ଲୀରେ ଗିରଫ କରାଯାଇଛି । ଜମ୍ମୁ ଓ କାଶ୍ମୀରର ସାମ୍ବୋରା (ପାମ୍ପୋର)ର ବାସିନ୍ଦା ଆମିର ଉନ୍ ନବିଙ୍କ ସହ ଷଡ଼ଯନ୍ତ୍ର କରିଥିଲେ ।…

ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ ବଡ଼ ଆଶ୍ୱସ୍ତି, ଜରିମାନା ୫୦% ହ୍ରାସ କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ଓଡ଼ିଶା ସରକାର ମୋଟର ଯାନ ଆଇନ, ୧୯୮୮ ଅନୁଯାୟୀ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଯାନବାହାନ ମାଲିକ ଏବଂ ଡ୍ରାଇଭରମାନଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହି ସୁବିଧା ଜୁଲାଇ ୩୧, ୨୦୨୫ ପର୍ଯ୍ୟନ୍ତ ଉପଲବ୍ଧ ରହିବ।…

ମହାପ୍ରଭୁଙ୍କର ପଇତାଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ମାର୍ଗଶିର କୃଷ୍ଣ ତ୍ରୟୋଦଶୀ ତିଥି ଅର୍ଥାତ୍ ଆସନ୍ତା କାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ। ଏହି ନୀତି ଅପରାହ୍‌ଣରେ ହେବ ‌ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ମହାପ୍ରଭୁଙ୍କର ପଇତାଲାଗି ନୀତି ଅବସରରେ ୫ ଘଣ୍ଟା ପର୍ଯ୍ୟନ୍ତ ସାଧାରଣ…

ପୋଲିସ ଓ ବିଏସଏଫକୁ ଆଉ ଏକ ସଫଳତା, ଗୁମ୍ଫାରୁ ମାଓବାଦୀ ଲୁଚାଇଥିବା ବିସ୍ଫୋରକ ଜବତ

ମାଲକାନଗିରି: ପୋଲିସ ଓ BSFକୁ ମିଳିଛି ଆଉ ଏକ ସଫଳତା। ଏକ ଗୁମ୍ଫାରୁ ମାଓବାଦୀ ଲୁଚାଇଥିବା ବିସ୍ଫୋରକ ଜବତ ହୋଇଛି। କାଲିମେଳା ଥାନା ଦୁଲାଗୁଣ୍ଡି ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଏହି ବିସ୍ଫୋରକକୁ ଜବତ କରିଛନ୍ତି ପୋଲିସ ଓ ବିଏସଏଫ। ଜବତ ହୋଇଥିବା ବିସ୍ଫୋରକ ମଧ୍ୟରେ ରହିଛି ଗୋଟିଏ ବନ୍ଧୁକ,…