Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Fishermen Arrested: ୨ଟି ଟ୍ରଲର ଜବତ, ୧୯ ମସ୍ୟଜୀବୀ ଗିରଫ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥା ସାମୁଦ୍ରିକ ନିଷିଦ୍ଧ ଅଞ୍ଚଳରୁ ୨ଟି ଟ୍ରଲର ଜବତ କରିବା ସହ ଏଥିରେ ଥିବା ୧୯ ଜଣ ମସ୍ୟଜୀବୀକୁ ଗିରଫ କରିଛି ବନ ବିଭାଗର ପାଟ୍ରୋଲିଂ ଟିମ୍‌ । ଗହୀରମଥା ସାମୁଦ୍ରିକ ନିଷିଦ୍ଧ ଅଞ୍ଚଳରେ ବେଆଇନ ଭାବେ ମାଛ ମାରୁଥିବା ବେଳେ ଏମାନଙ୍କୁ ଗିରଫ…

ଭେଣ୍ଟିଲେଟରରେ ଗାୟକ ହ୍ୟୁମାନ୍‌ ସାଗର, ଏମ୍ସର ସ୍ଵାସ୍ଥ୍ୟ ଅପଡେଟ ଜାରି

ଭୁବନେଶ୍ବର: ଭୁବନେଶ୍ୱରର ଏମ୍ସ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ଲୋକପ୍ରିୟ ଓଡ଼ିଆ ଗାୟକ ହ୍ୟୁମାନ୍ ସାଗର। ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ହସ୍ପିଟାଲ ପକ୍ଷରୁ ଅପଡେଟ ଜାରି କରାଯାଇଛି। ଯାହାକୁ ନେଇ ଚିନ୍ତାରେ ପରିବାର ଓ ଫ୍ୟାନ୍ସ। ପ୍ରାଥମିକ ଚେକଅପ ପରେ ତାଙ୍କ…

Maoists Surrender: ବହୁ ଅସ୍ତ୍ରଶସ୍ତ୍ର ସହିତ ୮ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ଷ୍ଟେଟ କମିଟିର ଦୁଇ ଦୁର୍ଦାନ୍ତ ମାଓ ନେତା ସମେତ ୮ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ମାଓବାଦୀମାନେ ନିଜର ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଥିବା ସୂଚନା ରହିଛି । ଆତ୍ମସମର୍ପଣ କରିଥିବା ଦୁଇ ଜଣ ଦୁର୍ଦାନ୍ତ ନକ୍ସଲ ମଧ୍ୟରୁ…

Loans against Silver Jewellery: ଏବେ ରୂପା ଉପରେ ମଧ୍ୟ ଋଣ ପାଇପାରିବେ;ଜାଣନ୍ତୁ ଏହା କେବେ ଲାଗୁ ହେବ

ନୂଆଦିଲ୍ଲୀ:ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଲୋକମାନେ ବର୍ତ୍ତମାନ ସୁନା ଉପରେ ଯେପରି ଋଣ ନିଅନ୍ତି, ସେହିପରି ଏବେ ରୂପା ଉପରେ ଋଣ (Silver Loan)ନେଇପାରିବେ। ଆରବିଆଇ 'ସୁନା ଏବଂ ରୂପା (ଋଣ) ନିର୍ଦ୍ଦେଶାବଳୀ, ୨୦୨୫ ' ଜାରି କରିଛି, ଯାହା ୧…

୪୪୩୩ଟି ନୂଆ ନର୍ସିଙ୍ଗ ଅଫିସର ପଦ ସୃଷ୍ଟି କଲେ ରାଜ୍ୟ ସରକାର 

ଭୁବନେଶ୍ଵର: ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାକୁ ଅଧିକ ସରଳ, ଶୃଙ୍ଖଳିତ ଏବଂ ଲୋକାଭିମୁଖୀ କରିବା ପାଇଁ ୪୪୩୩ଟି ନୂଆ ‘ନର୍ସିଙ୍ଗ ଅଫିସର’ ପଦବୀ ସୃଷ୍ଟି କରିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଅନୁମୋଦନ ପରେ ଓଡିଶା ନର୍ସିଙ୍ଗ ସେବା କ୍ୟାଡରର ଏହି ପଦ…

୪୦ କୋଟି ଟଙ୍କାର ରାସାୟନିକ ପଦାର୍ଥ ଜବତ, ମାଷ୍ଟରମାଇଣ୍ଡ ସହ ଅନ୍ୟ ୪ ଗିରଫ

ଜୟପୁର: ଡ୍ରଗ୍ସ ବିରୋଧରେ ମୋଦୀ ସରକାରଙ୍କ ଶୂନ୍ୟ ସହନଶୀଳତା ଆଭିମୁଖ୍ୟ ଦିଗରେ ଏକ ପ୍ରମୁଖ ପଦକ୍ଷେପ । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବଂ ରାଜସ୍ଥାନ ପୋଲିସ ରାଜସ୍ଥାନର ସିରୋହି ଜିଲ୍ଲାର ଏକ ଦୁର୍ଗମ ଗ୍ରାମରେ ଏକ ଗୁପ୍ତ ପରୀକ୍ଷାଗାର ଠାବ କରିଛନ୍ତି । ଶହ ଶହ କିଲୋଗ୍ରାମ…

ପୋଲିସ କନେଷ୍ଟବଳଙ୍କୁ ବୀଭତ୍ସ ହତ୍ୟା, ଜଣେ ଅଟକ

ବୌଦ୍ଧ: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଯାଜପୁର ଗ୍ରାମର ବାଲିସାହିରେ ପୋଲିସ କନେଷ୍ଟବଳଙ୍କୁ ବୀଭତ୍ସ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ମୃତ କନେଷ୍ଟବଳ ଜଣକ ହେଲେ ଉଦୟ ରଞ୍ଜନ ପଟ୍ଟନାୟକ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ହତ୍ୟା…

Delhi Bomb Blast: ଦିଲ୍ଲୀ କାର ବିସ୍ଫୋରଣର NIA ତଦନ୍ତ..ବିସ୍ଫୋରଣ ପୂର୍ବରୁ ଡାକ୍ତର ଉମର କାହିଁକି ୱାଜିରପୁର…

ନୂଆଦିଲ୍ଲୀ: ଲାଲକିଲ୍ଲା ବିସ୍ଫୋରଣର ତଦନ୍ତ ଚାଲିଛି । ତେବେ ଜାତୀୟ ତଦନ୍ତ ସଂସ୍ଥା (NIA) ଏବଂ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର କର୍ମଚାରୀମାନେ ଶନିବାର ଉତ୍ତର-ପଶ୍ଚିମ ଦିଲ୍ଲୀର ୱାଜିରପୁର ଶିଳ୍ପାଞ୍ଚଳରେ ପହଞ୍ଚିଥିଲେ । ତଦନ୍ତକାରୀ ସଂସ୍ଥାଗୁଡ଼ିକ ଜାଣିବାକୁ ପାଇଛନ୍ତି ଯେ ମୁଖ୍ୟ ସନ୍ଦିଗ୍ଧ…

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଆଜି ୮ ଜଣ ଅଭିଯୁକ୍ତଙ୍କର ଟିଆଇ ପରେଡ୍‌ ଶେଷ ହୋଇଛି । ଏନେଇ ଏସଡିଜେଏମ୍ କୋର୍ଟରେ ଆବେଦନ କରିଥିଲା ପୋଲିସ । କୋର୍ଟଙ୍କ ଅର୍ଡର ମିଳିବା ପରେ ଅପରାହ୍ଣରେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଅଭିଯୁକ୍ତଙ୍କ ଟିଆଇ ପରେଡ୍ କରାଯାଇଛି ।…

ଭୟଙ୍କର ଅଗ୍ନିକାଣ୍ଡ: ଜିଅନ୍ତା ଜଳିଗଲେ ଗୋଟିଏ ପରିବାରର ୫ ସଦସ୍ୟ, ୫ ଗୁରୁତର

ପାଟନା: ବିହାର ମୁଜାଫରପୁରର ମୋତିପୁର ଥାନା ଅଞ୍ଚଳରେ ଗୋଟିଏ ଘରେ ନିଆଁ ଲାଗି ଯିବା ଫଳରେ ପାଞ୍ଚ ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଛି । ଏହି ଅଗ୍ନିକାଣ୍ଡରେ ଅନ୍ୟ ୫ ଜଣ ସଦସ୍ୟ ପୋଡ଼ି ଆହତ ହୋଇଛନ୍ତି ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୋତିପୁର ଥାନା ଅଞ୍ଚଳର…