Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Six Maoists Died: ୬ କ୍ୟାଡର ମାଓବାଦୀ ନିହତ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଏନକାଉଣ୍ଟର । ମାଓବାଦୀ ଏବଂ ପୋଲିସ ମଧ୍ୟରେ ଗୁଳିବିନିମୟ ଘଟି ୬ ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ତେବେ ଏହି ୬ ମୃତକଙ୍କ ମଧ୍ୟରେ ରହିଛନ୍ତି…

ଡିସେମ୍ବର ୧୭ ତାରିଖରେ ଓଟିଇଟି ପରୀକ୍ଷା

ଭୁବନେଶ୍ବର: ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)-୨୦୨୫ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ଡିସେମ୍ବର ୧୭ ତାରିଖରେ ଓଟିଇଟି-୨୦୨୫ ପରୀକ୍ଷା ପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଦୁଇଟି ସିଟିଂରେ ପରୀକ୍ଷା କରାଯିବ ।…

ଇସଲାମାବାଦ ଜିଲ୍ଲା କୋର୍ଟ ବାହାରେ କାରରେ ବିସ୍ଫୋରଣ, ୧୨ ମୃତ

ଇସଲାମବାଦ: ପାକିସ୍ତାନରେ ବଡ ଧରଣର ବିସ୍ଫୋରଣ । ପାକିସ୍ତାନର ଇସଲାମାବାଦରେ ଜିଲ୍ଲା କୋର୍ଟ ବାହାରେ ଏକ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣ ଏକ କାରରେ ହୋଇଥିଲା । ଏଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପାକିସ୍ତାନରେ ବିସ୍ଫୋରଣ ଅସାଧାରଣ ନୁହେଁ । ସେଠାରେ ବିସ୍ଫୋରଣ…

ଏସଆଇ ନିଯୁକ୍ତି ଦୁର୍ନୀତି ମାମଲା; ତଦନ୍ତ କରିବ ସିବିଆଇ

ଭୁବନେଶ୍ୱର: ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ତଦନ୍ତ ସିବିଆଇ ଦ୍ବାରା କରାଯିବ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅକ୍ଟୋବର ୨୨ରେ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ। ଯାହାକୁ ବର୍ତ୍ତମାନ୍ ଅନୁମୋଦନ ମିଳିଥିବା ନେଇ ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି। ସୂଚନାଯୋଗ୍ୟ ଯେ,…

ଦିଲ୍ଲୀ ବିମାନବନ୍ଦରରେ ନିଶାଦ୍ରବ୍ୟ ଚୋରା ଚାଲାଣ ଉଦ୍ୟମ ପଣ୍ଡ, ୧୧ କିଲୋଗ୍ରାମ ଡ୍ରଗ୍ ଜବତ, ଜଣେ ଗିରଫ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଜଣେ ନକଲି NIA (ଜାତୀୟ ତଦନ୍ତ ସଂସ୍ଥା) ଅଧିକାରୀଙ୍କ ସମ୍ପୃକ୍ତି ଥିବା ଡ୍ରଗ୍ସ ଚାଲାଣ ମାମଲା ସାମ୍ନାକୁ ଆସିଛି । କଷ୍ଟମ୍ସ ଅଧିକାରୀମାନେ ବିମାନବନ୍ଦରରେ ଜଣେ ମହିଳାଙ୍କୁ ଗିରଫ କରିବା ସହିତ 11,350 କିଲୋ ହାଇଡ୍ରୋପୋନିକ୍ ବିଡ୍ ଜବତ କରିଛନ୍ତି ।…

ନୂଆପଡା ଉପନିର୍ବାଚନ; ଦିନ ୩ଟା ସୁଦ୍ଧା ୬୫.୨୦% ମତଦାନ

ନୂଆପଡା: ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଆର ଏସ ଗୋପାଳନଙ୍କ କାର୍ଯ୍ୟାଳୟ ଅନୁଯାୟୀ, ମଙ୍ଗଳବାର ଅପରାହ୍ନ ୩ଟା ସୁଦ୍ଧା ନୂଆପଡା ବିଧାନସଭା ଉପନିର୍ବାଚନରେ ପ୍ରଭାବଶାଳୀ ୬୫.୨୦% ମତଦାନ ହୋଇଛି। "ସମ୍ବେଦନଶୀଳ ଏବଂ ସଖୀ ବୁଥ୍ ସମେତ ସମଗ୍ର ନିର୍ବାଚନମଣ୍ଡଳୀରେ ମତଦାନ ସୁଗମ ଏବଂ…

Delhi Blast: “ପହଲଗାମ ପରେ ଏବେ ଦିଲ୍ଲୀ…୭ ମାସ ମଧ୍ୟରେ ୪୧ ଜଣ ଭାରତୀୟଙ୍କ ମୃତ୍ୟୁ, କିଏ…

ନୂଆଦିଲ୍ଲୀ: ଦିଲ୍ଲୀରେ ବିସ୍ଫୋରଣ ପରେ, ବିରୋଧୀ ଦଳ ସରକାରଙ୍କ ଉପରେ ଆକ୍ରମଣ କରୁଛନ୍ତି। କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ଗୃହମନ୍ତ୍ରୀ ଅମିତ ଶାହଙ୍କଠାରୁ ଉତ୍ତର ମାଗୁଛନ୍ତି। କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନାଟ କହିଛନ୍ତି ଯେ ଅମିତ ଶାହ ଜଣେ ବିଫଳ ଗୃହମନ୍ତ୍ରୀ। ୭ ମାସରେ ୪୧ ଜଣ…

ଦିଲ୍ଲୀ ବିସ୍ଫୋରଣ: ସାମ୍ନାକୁ ଆସିଲା ଫରିଦାବାଦରୁ ଗିରଫ ହୋଇଥିବା ଡାକ୍ତର ଶାହିନ ଶାହିଦଙ୍କ ପ୍ରଥମ ଫଟୋ

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରୁ ଅନେକ ଡାକ୍ତରଙ୍କୁ ଗିରଫ କରାଯାଇଥିଲା । ଏହା ମଧ୍ୟ କୁହାଯାଉଛି ଯେ, ଡାକ୍ତର ଉମର ଦିଲ୍ଲୀ ବିସ୍ଫୋରଣରେ ସାମିଲ ଥିଲେ । ଏହି ସମୟରେ, ଫରିଦାବାଦରେ ଜଣେ ମହିଳା ଡାକ୍ତର ଶାହିନ ଶାହିଦଙ୍କୁ ସନ୍ଦିଗ୍ଧ ଆତଙ୍କବାଦୀ କାର୍ଯ୍ୟକଳାପ…

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ହାଇକୋର୍ଟରେ କ୍ଷମା ମାଗିଲେ ବ୍ରହ୍ମପୁର ଏସପି

କଟକ: ଆଇନଜୀବୀ ତଥା ପିତବାସ ହତ୍ୟା ମାମଲାରେ ବିବାଦୀୟ ବୟାନ ଦେଇଥିବାରୁ ଆଜି ହାଇକୋର୍ଟରେ ହାଜର ହୋଇ କ୍ଷମା ମାଗିଲେ ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ୍ । ମାମଲାର ପର୍ଦ୍ଦାଫସ୍ ବେଳେ ବିବାଦୀୟ ବୟାନ ଦେଇଥିଲେ ଏସପି । ଅଦାଲତ ଅବମାନନା ମାମଲା ନଚଳାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି…

Bihar Election: ଦ୍ୱିତୀୟ ପର୍ଯ୍ୟାୟରେ ବି ରେକର୍ଡ ଭାଙ୍ଗିଲା ବିହାର ବିଧାନସଭା ନିର୍ବାଚନ, ଅପରାହ୍ନ ୩ଟା ସୁଦ୍ଧା…

ପାଟନା: ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟିଂ ଚାଲିଛି । ୨୦ ଟି ଜିଲ୍ଲାର ୧୨୨ ଟି ଆସନ ପାଇଁ ସକାଳ ୭ ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଭୋଟିଂ କରାଯିବ। ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂରେ ମଧ୍ୟ ରେକର୍ଡ ଭାଙ୍ଗିଲା। ସୂଚନା ଅନୁଯାୟୀ, ଅପରାହ୍ନ ୩ ଟା ସୁଦ୍ଧା ୬୦.୪୦%…