Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Odisha Cold Wave: ରାଜଧାନୀରେ ହାଡ଼ ଭଙ୍ଗା ଜାଡ଼, ସବୁଠି ପାରଦ ତଳମୁହାଁ

ଭୁବନେଶ୍ୱର: ରାଜଧାନୀରେ ହାଡ଼ ଭଙ୍ଗା ଜାଡ। ଭୁବନେଶ୍ୱରରେ ୭ ଡିଗ୍ରୀ ତଳକୁ ଖସିଲା ପାରଦ। ସକାଳ ୫ଟା ୩୦ରେ ୭.୨ ଡିଗ୍ରୀ ରହିଛି ତାପମାତ୍ରା। ଜାଡ଼ରେ ଥରୁଛି ସାରା ଓଡ଼ିଶା । ସବୁଠି ପାରଦ ତଳମୁହାଁ । ଝାରସୁଗୁଡ଼ାରେ ୭୨ ବର୍ଷର ରେକର୍ଡ ଭାଙ୍ଗିଛି ଶୀତ । ଝାରସୁଗୁଡ଼ାରେ ୫.୧ ଡିଗ୍ରୀ ଓ…

Bulldozer Action: ମଧ୍ୟରାତ୍ରିରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ, ପଥର ମାଡରେ ୫ ପୋଲିସ କର୍ମଚାରୀ ଆହତ

ନୂଆଦିଲ୍ଲୀ: ରାଷ୍ଟୟୀୟ ରାଜଧାନୀ ନୂଆଦିଲ୍ଲୀର ତୁର୍କମାନ ଗେଟ୍ ଅଞ୍ଚଳର ରାମଲୀଳା ମଇଦାନ ନିକଟରେ ଫୈଜ-ଏ-ଇଲାହି ମସଜିଦ ପାଖରେ ମଧ୍ୟରାତ୍ରିରେ ବେଆଇନ ଜବରଦଖଲ ହଟାଇ ଦିଆଯାଇଛି। ଜାନୁଆରୀ ୭ ତାରିଖ ମଧ୍ୟରାତ୍ରିରେ ୧୦ଟି ବୁଲଡୋଜର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା, ଯାହା ଫଳରେ ସେଠାରେ…

Flights Cancelled: କୁହୁଡ଼ି ଯୋଗୁଁ ଦିଲ୍ଲୀରେ ୬ଟି ବିମାନ ଉଡ଼ାଣ ବାତିଲ

ନୂଆଦିଲ୍ଲୀ: ଭୀଷଣ ଶୀତ ଏବଂ ଘନ କୁହୁଡ଼ି ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ବିମାନ ଚଳାଚଳରେ ବାଧା ସୃଷ୍ଟି କରିଛି। ଆଜି ସକାଳେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୃଶ୍ୟମାନତା ଅତ୍ୟନ୍ତ କମ୍ ରେକର୍ଡ କରାଯାଇଥିଲା, ଯାହା ଫଳରେ ବିମାନ ଚଳାଚଳରେ ଗୁରୁତର ବାଧା ସୃଷ୍ଟି…

ଡାକ୍ତରଙ୍କ ଆନ୍ଦୋଳନ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ, ଏସ୍‌ମା ଲାଗୁ କଲେ

ଭୁବନେଶ୍ୱର: ସାରା ଓଡ଼ିଶାରେ ଡାକ୍ତରମାନେ ପ୍ରତିଦିନ ଦୁଇ ଘଣ୍ଟା ଧରି ଓପିଡିରେ ବସୁନଥିବାରୁ ଅତ୍ୟାବଶ୍ୟକ ସେବା (ରକ୍ଷଣାବେକ୍ଷଣ) ଆଇନ, ୧୯୮୮ (ଏସ୍‌ମା) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତେବେ ଏହି ନିୟମ ଅନୁଯାୟୀ ଛଅ ମାସ ପାଇଁ ରାଜ୍ୟର ସମସ୍ତ ସରକାରୀ ଏବଂ…

ପ୍ରଦୂଷଣ ପାଇଁ ଟ୍ୱିନସିଟିରେ କଟକଣା; ସନ୍ଧ୍ୟା ୬ରୁ ନିର୍ମାଣ କାମ ବନ୍ଦ

ଭୁବନେଶ୍ୱର: ନବ ବର୍ଷର ଆରମ୍ଭରେ ହିଁ ଭୁବନେଶ୍ୱର ଓ କଟକ ଭଳି ସହରର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) 'ଗମ୍ଭୀର' ବର୍ଗକୁ ବୃଦ୍ଧି ପାଇଥିବାରୁ ସରକାର କଠୋର କଟକଣା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନବବର୍ଷ ସକାଳେ ହିଁ ଭୁବନେଶ୍ୱରରେ ଏକ୍ୟୁଆଇ ୩୫୨ ଏବଂ କଟକରେ ୩୦୯ ରେକର୍ଡ…

Government new rules ସାବଧାନ!ରାସ୍ତାରେ ପାନ ଛେପ ପକାଇଲେ ୫୦୦ ଟଙ୍କା ଜରିମାନା

ବିହାର: ରାସ୍ତାଘାଟରେ ଏଣେତେଣେ ପାନ ଛେପ ପକାଉଛନ୍ତି କି ସାବଧାନ! ନହେଲେ ଦେବାକୁ ପଡ଼ିବ ଫାଇନ । ସହରକୁ ସୌନ୍ଦର୍ଯ୍ୟ କରି ରଖିବା ଦିଗରେ ସରକାର ନେଇଛନ୍ତି ପଦକ୍ଷେପ । ପାନ କିମ୍ବା ଗୁଟଖା ଖାଇବା ପରେ ଆପଣ ଖୋଲାରେ ଛେପ ପକାଇଥିବା ଲୋକଙ୍କ ବିରୁଦ୍ଧରେ କଠୋର ହୋଇଛନ୍ତି ବିହାର…

ଆସନ୍ତାକାଲି ବନକଲାଗି ନୀତି: ୫ ଘଣ୍ଟା ବନ୍ଦ ରହିବ ଶ୍ରୀଜୀଉଙ୍କ ଦର୍ଶନ

ପୁରୀ: ଆସନ୍ତାକାଲି ମାଘ କୃଷ୍ଣ ଚତୁର୍ଥୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦତ୍ତ ମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଶୃଙ୍ଗାର କରିବେ। ଦ୍ବିତୀୟ ଭୋଗମଣ୍ଡପ ପରେ ଏହି ନୀତି ଆରମ୍ଭ ହେବ। ଏଥିପାଇଁ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର…

Demand For Ban Non-Hindus: କୁମ୍ଭମେଳା ଏରିଆରେ ନିଷେଧ ହେବ ଅଣହିନ୍ଦୁଙ୍କ ପ୍ରବେଶ, ମୁଖ୍ୟମନ୍ତ୍ରୀ ଧାମିଙ୍କ ଆଗରେ…

ଡେରାଡୁନ୍: ହରିଦ୍ୱାରରେ ଅଣହିନ୍ଦୁଙ୍କ ପାଇଁ କୁମ୍ଭମେଳା ନିଷେଧ କରିବା ଦାବି ଉତ୍ତରାଖଣ୍ଡର ରାଜନୈତିକ ଏବଂ ଧାର୍ମିକ ମହଲରେ ଏକ ନୂତନ ବିତର୍କ ସୃଷ୍ଟି କରିଛି। ତୀର୍ଥଯାତ୍ରୀ ଏବଂ ଶ୍ରୀ ଗଙ୍ଗା ସଭା ଏହି ଅଞ୍ଚଳକୁ "ସନାତନ ପବିତ୍ର ସହର" ଘୋଷଣା କରିବାକୁ ସମର୍ଥନ କରୁଥିବା ବେଳେ, ହରିଦ୍ୱାର…

Srimandir News: ପୁଣି ଶ୍ରୀମନ୍ଦିର ଭିତରେ ମିଳିଲା ବାହାର ଘିଅ, ୨ ସୁଆରଙ୍କୁ ନୋଟିସ ଜାରି

ପୁରୀ: ଅନେକ ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିରରେ ଘିଅ ବ୍ୟବହାର ନେଇ ବିବାଦ ଉପୁଜିଛି । ଶ୍ରୀମନ୍ଦିର ପରିସରରେ ଓମଫେଡ ଘିଅ ବଦଳରେ ବାହାରୁ ଅନ୍ୟ ଖୋଲା ଘିଅ ମିଳିଥିବାବେଳେ ଏହାକୁ ଜବତ କରିଛି ଶ୍ରୀମନ୍ଦିର ପ୍ରଶାସନ । ଏ ସମ୍ପର୍କରେ ସୁଆର ମହାସୁଆର ନିଯୋଗକୁ ସୂଚିତ କରିଛି ଶ୍ରୀମନ୍ଦିର…

ଜଣ୍ଡିସ ବ୍ୟାପିବା ଘଟଣାରେ ସ୍ଥିତି ପରିଖିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଖୋର୍ଦ୍ଧା: ଜଣ୍ଡିସ ବ୍ୟାପିବା ଘଟଣାରେ ସ୍ଥିତି ପରିଖିଛି କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ସାମ୍ପୁଲ୍ ସଂଗ୍ରହ କରାଯାଇଛି ଏବଂ ଏହି ମାମଲାରେ ଖୋର୍ଦ୍ଧା ଜିଲ୍ଲା ଟିମ୍ ଆକ୍ଟିଭ ଅଛି। ପ୍ରାୟ ହେପାଟାଇଟିସ A ବୋଲି ଜଣାପଡ଼ିଛି। ଏହା ଇଣ୍ଡେକ୍ସ କେସ୍‌ ଅନୁମାନ କରାଯାଉଛି। ଏହା ଜଳବାହିତ…