Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

OTET exam time: ଆସନ୍ତାକାଲି OTET ପରୀକ୍ଷା;ଘୁଞ୍ଚିଲା ପରୀକ୍ଷା ସମୟ

ଭୁବନେଶ୍ବର: ଆସନ୍ତା ୧୭ରେ ସାରା ରାଜ୍ୟରେ ଓଟିଇଟି ପରୀକ୍ଷା ଅନୁଷ୍ଠିତ ହେବ । ତେବେ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)ର ସମୟରେ ପରିବର୍ତ୍ତନ କରାଯାଇଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ଜାରି ହୋଇଥିବା ସଦ୍ୟ ବିଜ୍ଞପ୍ତି ଅନୁଯାୟୀ, OTETର ପେପର-୨ ପରୀକ୍ଷା…

ପ୍ରଭାତ ଓ ବିରଞ୍ଚିଙ୍କୁ ଓଡ଼ିଆ ଭାଷାର ଶ୍ରେଷ୍ଠ ପ୍ରୁଫ୍-ସଂଶୋଧକ ଭାବେ ସମ୍ମାନିତ

କଟକ: ପ୍ରଯୁକ୍ତିବିଦ୍ୟାର ଦ୍ରୁତ ବିକାଶ ସତ୍ତ୍ବେ ପ୍ରୁଫ୍-ସଂଶୋଧନ ଉପରେ ଗୁରୁତ୍ୱ ଦିଆଯାଉ ନଥିବାରୁ ଓଡ଼ିଆ ଭାଷାରେ ନିର୍ଭୁଲ ଭାବରେ ପ୍ରକାଶିତ ପୁସ୍ତକ ଦୃଷ୍ଟିଗୋଚର ହେଉନାହିଁ। ବ୍ୟବସାୟ ପ୍ରତିଷ୍ଠାନରେ ଲାଗିଥିବା ନାମଫଳକ ଏବଂ ସଭା ଓ ଶୋଭାଯାତ୍ରାରେ ବ୍ୟବହୃତ ବ୍ୟାନରରେ ମଧ୍ୟ…

ବଢ଼ିଲା କୃଷି ବିଦ୍ୟାନିଧି ଯୋଜନାରେ ଆବେଦନ ଅବଧି, ଜାଣନ୍ତୁ କେବେ ରହିଛି ଆବେଦନର ଶେଷ ତାରିଖ

ଭୁବନେଶ୍ୱର: ବଢ଼ିଲା କୃଷି ବିଦ୍ୟାନିଧି ଯୋଜନାରେ ଆବେଦନ ଅବଧି। କୃଷି ବିଦ୍ୟାନିଧି ଯୋଜନା ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ଛାତ୍ରବୃତ୍ତି ଯୋଜନା ଅଟେ। ଓଡ଼ିଶା ସରକାରଙ୍କ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ସିଏମ୍-କିସାନ୍ ଯୋଜନା ଅଧୀନରେ ଥିବା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ…

ବାଜିଲା ବିଏମସି ନିର୍ବାଚନ ବିଗୁଲ, କେଉଁଦିନ ହେବ ଭୋଟିଂ ଓ କାଉଣ୍ଟିଂ ଜାଣନ୍ତୁ…

ନୂଆଦିଲ୍ଲୀ: ମୁମ୍ୱାଇ ନଗର ନିଗମ ନିର୍ବାଚନକୁ ନେଇ ରାଜ୍ୟ ନିର୍ବାଚନ ଆୟୋଗ ସୋମବାର ଏକ ବଡ଼ ଘୋଷଣା କରିଛନ୍ତି। ମୁମ୍ୱାଇ ନଗର ନିଗମ (ବିଏମସି) ଓ ଆଉ ୨୮ଟି ନଗର ନିଗମର ନିର୍ବାଚନ ୧୫ ଜାନୁଆରୀ ୨୦୨୬ରେ ଅନୁଷ୍ଠିତ ହେବ ଏବଂ ଭୋଟ ଗଣନା ୧୬ ଜାନୁଆରୀ ୨୦୨୬ରେ ହେବ। ରାଜ୍ୟ ନିର୍ବାଚନ ଆୟୋଗ…

ନୀତିନ ନବୀନଙ୍କୁ କାହିଁକି ଏତେ ବଡ଼ ଦାୟିତ୍ୱ ଦେଲା ବିଜେପି?

ନୂଆଦିଲ୍ଲୀ: ବିହାରର ଏନଡିଏ ସରକାରଙ୍କ ମନ୍ତ୍ରୀ ଏବଂ ଯୁବ ନେତା ନୀତିନ ନବୀନଙ୍କୁ ଜାତୀୟ କାର୍ଯ୍ୟକାରିଣୀ ସଭାପତି ଭାବରେ ବିଜେପି ନିଯୁକ୍ତ କରିଛି। ଏପରି ଜଣେ ଯୁବ ନେତାଙ୍କ ନିଯୁକ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ…

ଧନୀଲୋକ ବାୟୁ ପ୍ରଦୂଷଣ ସୃଷ୍ଟି କରନ୍ତି, ଗରିବ ପ୍ରଭାବିତ ହୁଅନ୍ତି: ଦିଲ୍ଲୀ ବିଷାକ୍ତ ବାୟୁକୁ ନେଇ ସିଜେଆଇଙ୍କ…

ନୂଆଦିଲ୍ଲୀ: ଦିଲ୍ଲୀ ଏନ୍ସିଆରରେ ବିପଦଜନକ ସ୍ତରରେ ବଢିବାରେ ଲାଗିଛି ବାୟୁ ପ୍ରଦୂଷଣ। ଦିଲ୍ଲୀରେ ପ୍ରଦୂଷଣ ଆହୁରି ଖରାପ ହେଉଛି, ରାଜଧାନୀର AQI ୬୦୦ ଅତିକ୍ରମ କରିଛି। ରାଜଧାନୀ ବାସିନ୍ଦା ଏହା ସହିତ ଜଡିତ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଚିନ୍ତିତ ଅଛନ୍ତି। ଗତ ଦୁଇ ମାସ ଧରି ଏହି ପରିସ୍ଥିତି…

ପୁଣି ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଅନୁଗୋଳ: ପୁଣି ଏକ ଦନ୍ତା ହାତୀର ମୃତ ଦେହ ଉଦ୍ଧାର କରିଛି ବନ ବିଭାଗ । ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶି ଠାରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ମିଳିଛି । ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।…

Sonia Gandhi Apology Demand: ପିଏମଙ୍କୁ ନେଇ ସଂସଦରେ ହଟ୍ଟଗୋଳ, ମୋଦିଙ୍କୁ ସୋନିଆ ଗାନ୍ଧୀ କ୍ଷମା ମାଗନ୍ତୁ ନାରାରେ…

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନର ଶେଷ ସପ୍ତାହ ଆଜି ଜୋରଦାର ହଟ୍ଟଗୋଳ ସହ ଆରମ୍ଭ ହେଲା। ଲୋକସଭା ଆରମ୍ଭ ହେବା ପରେ, ବାଚସ୍ପତି ଓମ୍ ବିର୍ଲା ପୂର୍ବତନ ଲୋକସଭା ସାଂସଦଙ୍କ ଦେହାନ୍ତ ପାଇଁ ଶୋକ ଶୋଭା କରିଥିଲେ। ସଂସଦ ସଦସ୍ୟମାନେ ସେମାନଙ୍କ ସମ୍ମାନାର୍ଥେ ଏକ ମୁହୂର୍ତ୍ତ ନୀରବତା ପାଳନ…

Dharmashala Incident: ଧର୍ମଶାଳା ଘଟଣାରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା: ରାଜନୀତିକରଣ କରିବା ଆବଶ୍ୟକ ନାହିଁ,…

ଭୁବନେଶ୍ୱର: ଯାଜପୁର ଧର୍ମଶାଳାର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗା ରୁଜା ଓ ସମର୍ଥକଙ୍କ ଉପରେ ଆକ୍ରମଣ ଘଟଣାରେ ବିଜେପି ବନାମ ବିଜେଡି। ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଆକ୍ରମଣ ଘଟଣାକୁ ନେଇ ରାଜ୍ୟ ରାଜନୀତି…

ସରକାରୀ ଆୟୁର୍ବେଦିକ୍ ଓ ହୋମିଓପାଥିକ୍ ମେଡିକାଲ କଲେଜରେ ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡରେ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ ଆୟୁର୍ବେଦିକ୍ ଓ ହୋମିଓପାଥିକ୍ କଲେଜ୍‌ରେ ପଢୁଥିବା ପିଜି ଛାତ୍ରଛାତ୍ରୀଙ୍କ ପାଇଁ ମିଳୁଥିବା ଷ୍ଟାଇପେଣ୍ଡରେ ବ୍ୟାପକ ବୃଦ୍ଧି କରିଛନ୍ତି । ଆୟୁର୍ବେଦ ଓ ହୋମିଓପାଥିକ୍ ଚିକିତ୍ସା କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କୁ…