Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

India vs Australia T20: ଭାରତ-ଅଷ୍ଟ୍ରେଲିଆ ପ୍ରଥମ T20 ବାତିଲ୍

କାନବେରା: ଭାରତ-ଅଷ୍ଟ୍ରେଲିଆ ପ୍ରଥମ T20 ବାତିଲ୍। ବର୍ଷାରେ ଧୋଇଗଲା ମାନୁକା ଓଭାଲର ମ୍ୟାଚ। ଭାରତ ୯୭/୧ ଥିବା ବେଳେ ବର୍ଷା ପାଇଁ ବନ୍ଦ ରହିଥିଲା ମ୍ୟାଚ। ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଥିଲା। ବର୍ଷା ଯୋଗୁଁ ମ୍ୟାଚ୍ ଆରମ୍ଭରୁ ଦୁଇଥର ପ୍ରଭାବିତ…

Maoist leaders join mainstream: ଆତ୍ମସମର୍ପଣ କଲେ ୨ ମାଓ ନେତା;ମୁଣ୍ଡରେ ଥିଲା ଦେଢ କୋଟିରୁ ଅଧିକ ଟଙ୍କା

ମାଲକାନଗିରି:ମାଓ ସଂଗଠନକୁ ଆଉ ଏକ ବଡ଼ ଧକ୍କା । ତେଲେଙ୍ଗାନାରେ ଆତ୍ମସମର୍ପଣ କଲେ ୨ ମାଓ ନେତା । ୨ ମାଓ ନେତାଙ୍କ ନାଁରେ ଦେଢ କୋଟିରୁ ଅଧିକ ଟଙ୍କାର ପୁରସ୍କାର ଥିଲା । ମାଓ ସଙ୍ଗଠନର ସେଣ୍ଟ୍ରାଲ କମିଟି ମେମ୍ବର ପୁଲୁରି ପ୍ରସାଦ ରାଓ ଓରଫ ଚନ୍ଦ୍ରନ୍ନା, ଷ୍ଟେଟ କମିଟି ସଦସ୍ୟ ବି.ପ୍ରକାଶ…

Nuapada Bypoll: ନୂଆପଡ଼ା ଉପନିର୍ବାଚନ: ମଇଦାନକୁ ଓହ୍ଲାଇବେ ନବୀନ, ସ୍ନେହାଙ୍ଗିନୀଙ୍କ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର: ପାଖେଇ ଆସିଲାଣି ନୂଆପଡ଼ା ଉପନିର୍ବାଚନ ତାରିଖ। ଏଥିପାଇ କମ୍ପୁଛି ପ୍ରଚାର-ପ୍ରସାର। ମଇଦାନକୁ ଓହ୍ଲାଇଛନ୍ତି ସମସ୍ତ ଦଳୀୟ ନେତା। ଏହେ ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ହେଉଛି। ନଭେମ୍ବର ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ନବୀନ…

ତାଳ ଗଛରେ କାହିଁକି ଅଧିକ ବିଜୁଳି ପଡେ ଜାଣନ୍ତୁ

ଭୁବନେଶ୍ୱର: ବର୍ଷା ଘଡଘଡି ମାରିଲେ ମନରେ ଭୟ ସୃଷ୍ଟି ହୁଏ । ବର୍ଷା ଯେତିକି ଡରାଏ ନାହିଁ ଘଡଘଡି ବହୁତ ଭୟଭୀତ କରିଥାଏ । ତେବେ ଏହି ଘଡଘଡି ଅଧିକାଂଶ ସମୟରେ କୌଣସି ନା କୌଣସି ଗଛରେ ପଡିଥାଏ । ଯଦି ରିପୋର୍ଟକୁ ଦେଖିବା ତେବେ ଅଧିକାଂଶ ତାଳଗଛରେ ହିଁ ଘଡଘଡି ପଡିଥାଏ । ତେବେ ତାଳ ଗଛରେ…

Cyclone Montha; ବାତ୍ୟା ପାଇଁ ଯୁକ୍ତ ୨ ଫର୍ମ ପୂରଣ ଅବଧି ବୃଦ୍ଧି

ଭୁବନେଶ୍ୱର: ବାତ୍ୟା ମୋନ୍ଥା ଯୋଗୁଁ ସୃଷ୍ଟି ହୋଇଥିବା ସ୍ଥିତିକୁ ଦେଖି ଯୁକ୍ତ ୨ ପରୀକ୍ଷା ୨୦୨୬ ପାଇଁ ଫର୍ମ ପୂରଣର ଶେଷ ତାରିଖକୁ ନଭେମ୍ବର ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଓଡ଼ିଶାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପୂର୍ବରୁ ଆବେଦନ ଫର୍ମ ଦାଖଲର ଶେଷ ତାରିଖ ଅକ୍ଟୋବର ୨୮…

ବାତ୍ୟା ରାଜ୍ୟର ୩୩ ବ୍ଲକ ଓ ୧୧ ସହରାଞ୍ଚଳ ପ୍ରଭାବିତ: ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ମୋନ୍ଥାରେ ରାଜ୍ୟର ୩୩ ବ୍ଲକ ଓ ୧୧ ସହରାଞ୍ଚଳ ପ୍ରଭାବିତ ହୋଇଛି। କାଲିଠାରୁ କ୍ଷୟକ୍ଷତି ନେଇ ରିପୋର୍ଟ ସଂଗ୍ରହ କରିବେ ଜିଲ୍ଲାପାଳ। ଫସଲର କ୍ଷୟକ୍ଷତି ନେଇ ତଥ୍ୟ ସଂଗ୍ରହ କରିବେ ଅଧିକାରୀ। ସଠିକ ଆକଳନ କରି ୭୨ ଘଣ୍ଟାରେ ରିପୋର୍ଟ ଦେବେ ଜିଲ୍ଲାପ୍ରଶାସନ। ଏନେଇ ସୂଚନା…

Trump praises Modi: ମନାଉଛନ୍ତି ଟ୍ରମ୍ପ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଲେ ‘Nicest Looking Guy’,…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିଛନ୍ତି। ଦକ୍ଷିଣ କୋରିଆର ବୁସାନରେ ଅନୁଷ୍ଠିତ APEC ସିଇଓ ସମ୍ମିଳନୀକୁ ସମ୍ବୋଧିତ କରି ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ "ସର୍ବାଧିକ ସୁନ୍ଦର ଦେଖାଯାଉଥିବା ବ୍ୟକ୍ତି" ବୋଲି…

Kabul as India’s Puppet: ଔଷଧ ବଦଳରେ ତାଟିଆ କାମୁଡୁଛି ପାକିସ୍ତାନ

ନୂଆଦିଲ୍ଲୀ: ଇସ୍ତାନବୁଲରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ବହୁ ପ୍ରତୀକ୍ଷିତ ଶାନ୍ତି ଆଲୋଚନା ହଠାତ୍ ଏକ ନାଟକୀୟ ଢଙ୍ଗରେ ବିଫଳ ହୋଇଛି, ପୁଣି ଥରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି ଏବଂ ଏହାର ପରିଣାମ ଗମ୍ଭୀର ହୋଇପାରେ। କାତାର ଏବଂ ତୁର୍କୀ ଦୁଇ ଦେଶ ମଧ୍ୟରେ ଶାନ୍ତି…

Raid on Koida iron ore mine: କୋଇଡ଼ା ଲୌହ ଖଣିରେ ଚଢାଉ, ବେଆଇନ ଚାଲାଣରେ କୋଟି କୋଟି ଟଙ୍କାର ରାଜସ୍ୱ ହାନି ଅଭିଯୋଗ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୋଇଡା ମଣ୍ଡଳ ଅଧିନସ୍ଥ ଜିଭି ପିଆର ଲୁହା ଖଣିରେ ଖଣି ବିଭାଗର ରେଡ୍। ଖଣି ବିଭାଗର ୪ଜଣିଆ ଟିମ୍ କରୁଛନ୍ତି ଚଢ଼ାଉ। ଉଚ୍ଚମାନର ଲୌହ ଖଣିଜ ପଥରକୁ ନିମ୍ନମାନର ଦର୍ଶାଇ କରୁଥିଲେ ଚାଲାଣ। ବାହାର ରାଜ୍ୟକୁ ଲୁହା ପଥର ଚାଲାଣ କରୁଥିବା ଅଭିଯୋଗ ହେବା ପରେ ଏଠାରେ…

Diarrhea In Ravenshaw: ରେଭେନ୍ସା ଇଷ୍ଟ ହଷ୍ଟେଲରେ ଝାଡ଼ାବାନ୍ତି ଆତଙ୍କ: ୧୫ ଛାତ୍ର ଅସୁସ୍ଥ, ଏସ୍‌ସିବିରେ ଭର୍ତ୍ତି

କଟକ: ରେଭେନ୍ସା ବିଶ୍ଵବିଦ୍ୟାଳୟ ଇଷ୍ଟ ହଷ୍ଟେଲରେ ଝାଡ଼ାବାନ୍ତି ଆତଙ୍କ। ୧୫ରୁ ଉର୍ଦ୍ଧ୍ଵ ଛାତ୍ର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଏସସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କର ଚିକିତ୍ସା ଚାଲିଛି। ଏନେଇ ଖବର ପାଇବା ପରେ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗର ଏକ ଟିମ୍ ସ୍ଥିତି ଅନୁଧ୍ୟାନ ପାଇଁ…