Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Beef Sales: ୧ କୁଇଣ୍ଟାଲ ଗୋ-ମାଂସ ଜବତ, ଜଣେ ଗିରଫ

ଜୟପୁର: କୋରାପୁଟ ଜିଲ୍ଲାରେ ଏକ କ୍ବିଣ୍ଟାଲର ଗୋ-ମାଂସ ଜବତ ହୋଇଛି । ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି । ଗିରଫ ଅଭିଯୁକ୍ତ ଜଣକ ଶବସାନ କୁଲଦୀପ ତାର ଘର କେବଡ଼ି ଗାଁରେ ବୋଲି ଜଣାପଡିଛି । ସେ ଆଜି ଗୋ ମାଂସ ବିକ୍ରି କରିବାକୁ ପୁଟରା ଗାଁକୁ ଯାଇଥିଲା । ଗୋ ମାଂସ ବିକ୍ରି…

Uttarakhand Green Cess: ଉତ୍ତରାଖଣ୍ଡରେ ବୁଲିବା ଏବେ ମହଙ୍ଗା ହେବ! ବାହାର ରାଜ୍ୟ ଗାଡି ଉପରେ ଲାଗୁ ହେବ…

ଡେରାଡୁନ: ରାଜ୍ୟ ପ୍ରତିଷ୍ଠାର ୨୫ ବର୍ଷ ପୂରଣ ଅବସରରେ, ଉତ୍ତରାଖଣ୍ଡ ପରିବହନ ବିଭାଗ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି । ଉତ୍ତରାଖଣ୍ଡ ସରକାର ବାହାର ରାଜ୍ୟରୁ ଯାଉଥିବା ଗାଡ଼ିରେ ଗ୍ରୀନ ଟ୍ୟାକ୍ସ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ବ୍ୟବସ୍ଥା ଡିସେମ୍ବର ମାସରୁ ଲାଗୁ ହେବ । ଏହି…

Maoists Surrender: ଅସ୍ତ୍ରଶସ୍ତ୍ର ସହ ୨୧ ନକ୍ସଲଙ୍କ ଆତ୍ମସମର୍ପଣ

ନବରଙ୍ଗପୁର:ଜିଲ୍ଲା ସୀମାନ୍ତ ଛତିଶଗଡ଼ ଅନ୍ତର୍ଗତ କାଙ୍କେର ଜିଲ୍ଲାରେ ନକ୍ସଲ ପୁନର୍ବାସ ନୀତି ପୁଣିଥରେ ସେମାନଙ୍କର ପ୍ରଭାବଶାଳୀତା ଦେଖାଇଛି। ଏଥର ୨୧ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୧୩ ଜଣ ମହିଳା ଏବଂ ୮ ଜଣ ପୁରୁଷ କ୍ୟାଡର ଅଛନ୍ତି । ୧୮ ଟି ଅସ୍ତ୍ରଶସ୍ତ୍ର ସହିତ…

Air Pollution: ଜହର ପାଲଟିଛି ଦିଲ୍ଲୀ ବାୟୁ, ଅଣନିଶ୍ୱାସୀ ରାଜଧାନୀବାସୀ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ଥଣ୍ଡା ବୃଦ୍ଧି ପାଇବା ସହିତ ବାୟୁ ଗୁଣବତ୍ତା କ୍ରମଶଃ ବିଷାକ୍ତ ହେବାରେ ଲାଗିଛି। ଦିଲ୍ଲୀରେ ଅନେକ ସ୍ଥାନରେ ଏକ୍ୟୁଆଇ ସ୍ତର ୪୦୦ ଅତିକ୍ରମ କରିଛି। ରବିବାର ସକାଳେ ଆନନ୍ଦ ବିହାରରେ ଏକ୍ୟୁଆଇ ୪୩୦ ରେକର୍ଡ କରାଯାଇଛି। ସେହିପରି ୱାଜିରପୁରରେ ଏହା ୪୦୬ ରହିଛି।…

Liquor Factory Seized: ନକଲି ବିଦେଶୀ ମଦ କାରଖାନା ଠାବ, ଲକ୍ଷାଧିକ ଟଙ୍କାର ମଦ ଜବତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ଲକ୍ଷାଧିକ ଟଙ୍କାର ବିଦେଶୀ ମଦ କାରଖାନା ଠାବ ହୋଇଛି । ଏଥିରେ ସମ୍ପୃକ୍ତ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ କନ୍ଦରସିଂହା ପଞ୍ଚାୟତ ଅନ୍ତର୍ଗତ କଟରାପଡ଼ା ଗାଁର ପଦ୍ମିନୀ ନାଏକ । ଏଥିରେ ଜଡିତ ପଦ୍ମିନୀ ନାଏକଙ୍କ ସ୍ବାମୀ ଫେରାର ହୋଇଯାଇଛି…

Indian Economy: ଚଳିତ ବର୍ଷ ଭାରତୀୟ ଅର୍ଥନୀତି ୬.୬ ପ୍ରତିଶତ ବଢ଼ିବ ଜିଡିପି: ଆଇଏମ୍ଏଫ୍

ନୂଆଦିଲ୍ଲୀ: ଚଳିତ ଆର୍ଥିକବର୍ଷ ଭାରତୀୟ ଅର୍ଥନୀତି ୬.୬% ହାରରେ ବଢ଼ିବ। ଏଥିସହିତ ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ଭାବେ ଏହାର ମାନ୍ୟତା ବଜାୟ ରଖିବ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ଏହାର ୱାର୍ଲଡ ଇକୋନୋମିକ୍‌ ଆଉଟ୍‌ଲୁକ୍‌(ଡବ୍ଲ୍ୟୁଇଓ) ରିପୋର୍ଟରେ…

Daringbadi Eco Retreat: ନଭେମ୍ବର ୧୫ରୁ ଓଡ଼ିଶାର କଶ୍ମୀରରେ ଇକୋ ରିଟ୍ରିଟର ମଜା ନେବେ ପର୍ଯ୍ୟଟକ

କନ୍ଧମାଳ: ଆସୁଛି ଶୀତ ଋୁତୁ ବା ପର୍ଯ୍ୟଟନ ଋତୁ । ଏହି ସମୟରେ ରାଜ୍ୟବାସୀଙ୍କୁ ଓଡ଼ିଶାର କଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିର ମଜା ଦେବାକୁ ଚଳିତ ବର୍ଷ ମଧ୍ୟ ରାଜ୍ୟସରକାରଙ୍କ ଅନୁଦାନରେ ଦାରିଙ୍ଗବାଡ଼ିରେ ଇକୋ ରିଟ୍ରିଟ ପ୍ରକଳ୍ପର ଚାଲିଛି ପ୍ରସ୍ତୁତି । ଆସନ୍ତା ନଭେମ୍ବର ୧୫ ତାରିଖରେ ଆରମ୍ଭ…

Cyclone Montha:ବାତ୍ୟା ପ୍ରଭାବିତ ଅଞ୍ଚଳରେ ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର:ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:ଆସୁଛି ବାତ୍ୟା ‘ମୋନ୍ଥା’ (Cyclone Montha) । ପ୍ରଶାସନ ଆଗୁଆ ସଜାଗ ରହିଛି । ତେବେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର (Anganwadi centers) । ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏଥିସହ ଗର୍ଭବତୀ ମହିଳାଙ୍କୁ ତୁରନ୍ତ…

କନଷ୍ଟେବଳ ଶୁଭମିତ୍ରା ହତ୍ୟାକାଣ୍ଡ ମାମଲା: ପୋଲିସ ହାତରେ ଲାଗିଲା ଅଭିଯୁକ୍ତ ଦୀପକର ବ୍ୟାଙ୍କ ଟ୍ରାଞ୍ଜାକସନ

ଭୁବନେଶ୍ବର: ମହିଳା ଟ୍ରାଫିକ୍ କନଷ୍ଟେବଳ ଶୁଭମିତ୍ରା ହତ୍ୟାକାଣ୍ଡ ମାମଲା । ପୋଲିସ ହାତରେ ଲାଗିଲା ଆଉ ଏକ ସୁରାଗ । ଅଭିଯୁକ୍ତ ଦୀପକ କୁମାର ରାଉତର ଦୁଇଟି ସରକାରୀ ବ୍ୟାଙ୍କ ଆକାଉଣ୍ଟର ଖୋଳତାଡ଼ ପାଇଁ ପୂର୍ବରୁ ପୋଲିସ ଚିଠି ଲେଖିଥିବାବେଳେ, ଏବେ ପୋଲିସ ହାତରେ ହଜାରେ ପୃଷ୍ଠାର ବ୍ୟାଙ୍କ…

ଡରାଉଛି ବାତ୍ୟା ମନ୍ଥା; ୨୮ ତାରିଖ ପର୍ଯ୍ୟନ୍ତ ଚିଲିକାରେ ଡଙ୍ଗା ସମ୍ପୂର୍ଣ୍ଣ ବାରଣ

ଖୋର୍ଦ୍ଧା: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ସୃଷ୍ଟି ସୁଦୃଶ ଲଘୁଚାପ ଶନିବାର ପୂର୍ବାହ୍‌ଣରେ ଅବପାତର ରୂପ ନେଇଛି। ଶନିବାର ସକାଳ ସାଢ଼େ ୫ଟା ସମୟରେ ଏହି ଅବପାତ ସୃଷ୍ଟି ହୋଇଛି। ଅକ୍ଟୋବର ୨୭ ତାରିଖରେ ଏହା ବାତ୍ୟାର ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ପୂର୍ବାନୁମାନ…