Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କାହିଁକି ଓଡ଼ିଶା ମୁହାଁ ହେଉନାହିଁନ୍ତି ପର୍ଯ୍ୟଟକ! ଦେଶର ଶ୍ରେଷ୍ଠ ୧୦ ପର୍ଯ୍ୟଟନ କ୍ଷେତ୍ର ତାଲିକାରେ ନାହିଁ ଓଡିଶାର…

ଭୁବନେଶ୍ୱର: ପର୍ଯ୍ୟଟନ କ୍ଷେତ୍ରରେ ପଛେଇଛି ଓଡିଶା । ବିଶ୍ୱ ପର୍ଯ୍ୟଟନ ଦିବସରେ ପ୍ରକାଶିତ ଭାରତୀୟ ପର୍ଯ୍ୟଟନ ତଥ୍ୟଭିତ୍ତିକ ବାର୍ଷିକ ରିପୋର୍ଟ-୨୦୨୫ ଅନୁଯାୟୀ, ଉଭୟ ଘରୋଇ ଓ ବିଦେଶୀ ପର୍ଯ୍ୟଟକ ତାଲିକାରେ ଶ୍ରେଷ୍ଠ ୫ରୁ ୧୦ ରାଜ୍ୟ ମଧ୍ୟରେ ଓଡିଶାର ସ୍ଥାନ ନାହିଁ । ୨୦୨୪ରେ ଓଡ଼ିଶାକୁ ମାତ୍ର…

AI-generated content: ନିର୍ବାଚନ ଆୟୋଗର ନିର୍ଦ୍ଦେଶାବଳୀ ଜାରି; କୃତ୍ରିମ ବୁଦ୍ଧିମତ୍ତା ସାହାଯ୍ୟରେ ଉତ୍ପନ୍ନ…

ଭୁବନେଶ୍ୱର: ରାଜନୈତିକ ନେତାମାନଙ୍କୁ ନିର୍ବାଚନ ସମ୍ବନ୍ଧୀୟ ବାର୍ତ୍ତା ଦେଉଥିବା ଦର୍ଶାଇ କୃତ୍ରିମ ଭାବରେ ଉତ୍ପନ୍ନ ସୂଚନାର ଅପବ୍ୟବହାର ହେଉଛି, ଯାହା ନିର୍ବାଚନ ସମୟରେ ରାଜନୈତିକ ଅଭିଯାନର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଥିବା ନୀତିନିୟମର ଉଲ୍ଲଂଘନ କରିବା ସହ ସମସ୍ତ ରାଜନୈତିକ…

ସମ୍ଭାବ୍ୟ ବାତ୍ୟା ପାଇଁ ବାଲେଶ୍ବର ଓ ଗଞ୍ଜାମରେ ଛୁଟି ବାତିଲ୍

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ପାଇଁ ବାଲେଶ୍ବର ଓ ଗଞ୍ଜାମରେ କର୍ମଚାରୀଙ୍କ ଛୁଟି ବାତିଲ୍ ହୋଇଛି। ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରିଛନ୍ତି ଜିଲ୍ଲାପାଳ। ପରିସ୍ଥିତି ନିୟନ୍ତ୍ରଣାଧୀନ ହେବା ପର୍ଯ୍ୟନ୍ତ ଛୁଟି ବାତିଲ୍ ରହିବ। ଏପରିକି ଛୁଟିରେ ଥିବା କର୍ମଚାରୀଙ୍କୁ ତୁରନ୍ତ…

Iskander-M ballistic missile: ୟୁକ୍ରେନ ଉପରେ ରୁଷର ବଡ ଆକ୍ରମଣ, ମାଡ କଲା ଇସ୍କନ୍ଦର କ୍ଷେପଣାସ୍ତ୍ର…

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧର ତୃତୀୟ ବର୍ଷରେ ଉତ୍ତେଜନା କମିବ କ’ଣ ଏବେ ବଢି ବଢି ଚାଲିଛି । ରୁଷ ସେନା ଶୁକ୍ରବାର ରାତିରେ ଇସ୍କନ୍ଦର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସାହାଯ୍ୟରେ ୟୁକ୍ରେନର ରାଜଧାନୀ କିଭ୍‌ ଉପରେ ଏକ ବଡ଼ ଆକ୍ରମଣ କରିଥିଲା, ଯାହା ସହରର ଶକ୍ତି ଭିତ୍ତିଭୂମି ଏବଂ ରେଳ…

ବାତ୍ୟା ମୋନ୍ଥା ପାଇଁ ପାରାଦୀପରେ ସତର୍କ ସୂଚନା

ପାରାଦୀପ: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅବପାତ ସୃଷ୍ଟି ହୋଇ ଆନ୍ଧ୍ର ଉପକୂଳ ମୁହାଁ ହୋଇଛି ସମ୍ଭାବ୍ୟ ବାତ୍ୟା ମନ୍ଥା । ଏହା ଏବେ ବିଶାଖାପାଟନମ୍ ଠାରୁ ୯୯୦ ଏବଂ ଗୋପାଳପୁର ଠାରୁ ୧୦୪୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ୨୭ ତାରିଖରୁ ୨୯ ତାରିଖ ଯାଏ ଓଡ଼ିଶାର ବିଭିନ୍ନ ସ୍ଥାନରେ…

Crude Oil Imports: ରୁଷୀୟ ତୈଳ କମ୍ପାନୀ ଉପରେ ଆମେରିକାର ପ୍ରତିବନ୍ଧକ, ଏବେ କେଉଁଠାରୁ ଅଶୋଧିତ ତେଲ କିଣିବ ଭାରତ?

ନୂଆଦିଲ୍ଲୀ: ଆମେରିକା ଦୁଇଟି ରୁଷୀୟ ତୈଳ ଉତ୍ପାଦନକାରୀ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇବା ପରେ, ଭାରତୀୟ ରିଫାଇନାରୀ କମ୍ପାନୀଗୁଡ଼ିକ ରୁଷରୁ ଅଶୋଧିତ ତେଲ ଆମଦାନୀ ହ୍ରାସ ପାଇଁ ପଶ୍ଚିମ ଏସିଆ, ଲାଟିନ୍ ଆମେରିକା ଏବଂ ଆମେରିକାରୁ ଅଶୋଧିତ ତେଲ କ୍ରୟ ବୃଦ୍ଧି କରିପାରନ୍ତି। ଅକ୍ଟୋବର ୨୨…

Cyclone ‘Montha’: ଆସୁଛି ବାତ୍ୟା ‘ମୋନ୍ଥା’… କେତେ ବିପଦରେ ଓଡିଶା… ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଲେ…

ଭୁବନେଶ୍ବର: ଅକ୍ଟୋବର ଆସିଲେ ରାଜ୍ୟକୁ ବାତ୍ୟା ଭୟ ଘାରେ । ଏବର୍ଷ ବା ସେଥିରୁ ବାଦ୍ ପଡିବ କିପରି । ପାଣିପାଗ ବିଭାଗର ଆକଳନ ଅନୁସାରେ ମାସ ଶେଷ ବେଳକୁ ପୁଣି ଥରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ବାତ୍ୟା । ଯାହାର ନାମ ‘ମୋନ୍ଥା’ ରଖାଯାଇଛି । ଯାହା ଅକ୍ଟୋବର ୨୭ରେ ବାତ୍ୟାର…

Silver Gold Rates: ରୂପା ମୂଲ୍ୟ ରେକର୍ଡ ସର୍ବୋଚ୍ଚରୁ ୨୧% ହ୍ରାସ, ସୁନା ବି ୭.୬୪% ତଳକୁ ଖସିଲା: ଜାଣନ୍ତୁ ଏବେ…

ନୂଆଦିଲ୍ଲୀ: ରେକର୍ଡ ସର୍ବୋଚ୍ଚରେ ପହଞ୍ଚିବା ପରେ, ରୂପା ମୂଲ୍ୟରେ ୨୧% ହ୍ରାସ ଘଟିଛି । ଶୁକ୍ରବାର, ରୂପା ମୂଲ୍ୟ ସେମାନଙ୍କର ରେକର୍ଡ ସର୍ବୋଚ୍ଚରୁ ପ୍ରାୟ ୩୧,୦୦୦ ଟଙ୍କା ହ୍ରାସ ପାଇ ୧.୪୭ ଲକ୍ଷ ଟଙ୍କା ପ୍ରତି କିଲୋଗ୍ରାମ ହୋଇଛି। ରୂପାର ବିଶ୍ୱ ବାଣିଜ୍ୟ କେନ୍ଦ୍ର ଲଣ୍ଡନରେ ଉନ୍ନତ ବିତରଣ…

ବିକ୍ରି ହୋଇଯାଇଥିଲେ ପରଭେଜ୍ ମୁଶାରଫ୍!, ଭାରତ-ପାକିସ୍ତାନ ଯୁଦ୍ଧ ଏବଂ ପରମାଣୁ ନେଇ ଚାଞ୍ଚଲ୍ୟକର ଖୁଲାସା କଲେ ପୂର୍ବତନ…

ନୂଆଦିଲ୍ଲୀ: ପୂର୍ବ ଆମେରିକୀୟ ସିଆଇଏ ଅଧିକାରୀ ଜନ୍ କିରିଆକୋ ଏକ ସାକ୍ଷାତକାରରେ ଅନେକ ଚାଞ୍ଚଲ୍ୟକର ପ୍ରକାଶ କରିଛନ୍ତି। ସେ ଆମେରିକା ଏବଂ ଭାରତ-ପାକିସ୍ତାନ ସମ୍ପର୍କ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିବରଣୀ ପ୍ରକାଶ କରିଛନ୍ତି। ସେ କହିଥିଲେ ଯେ ଆମେରିକାର ଗୁଇନ୍ଦା ସମ୍ପ୍ରଦାୟ ଥରେ…