Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Farmers request: ଧାନ ବିକ୍ରି ପାଇଁ ଜିଲ୍ଲାପାଳଙ୍କୁ ମୁଣ୍ଡିଆ ମାରି ନେହୁରା ହେଲେ ଚାଷୀ

ବରଗଡ଼: ବରଗଡ଼ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ସ୍ବାଭାବିକ ହୋଇ ପାରି ନାହିଁ । ଏବେ ଚିନ୍ତାରେ ଚାଷୀ । ଶେଷରେ ବରଗଡ଼ ଜିଲ୍ଲାପାଳଙ୍କୁ ମୁଣ୍ଡିଆ ମାରି ନେହୁରା ହେଲେ ପଦ୍ମପୁର ଚାଷୀ । ସରକାରୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପଦ୍ମପୁର ଗଲାବେଳେ ନେହୁରା ହେଲେ ଚାଷୀ । ରାଜବୋଡାସମ୍ବର କୃଷକ…

Naveen Patnaik Writes to CM: ମୋର ବର୍ଦ୍ଧିତ ଦରମା ଗରିବଙ୍କ ପାଇଁ: ନବୀନ ପଟ୍ଟନାୟକ

ଭୁବନେଶ୍ବର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବଡ଼ ଘୋଷଣା । ତାଙ୍କର ବର୍ଦ୍ଧିତ ଦରମା ଗରିବଙ୍କ ପାଇଁ ବିନିଯୋଗ କରିବାକୁ ଚିଠିରେ ଲେଖିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ ବର୍ଦ୍ଧିତ ଦରମା ନନେବାକୁ ନିଷ୍ପତ୍ତି ନେଇଛନ୍ତି । ନିଜର ବର୍ଦ୍ଧିତ ଦରମାକୁ…

ଏଆଇ କ୍ୟାମେରା ସାହାଯ୍ୟରେ ୩ ଶିକାରୀ ଗିରଫ, ୫ ବନ୍ଧୁକ ଜବତ

ନୀଳଗିରି: ପୁଣି ଶିକାରୀଙ୍କୁ ଧରାଇ ଦେଲା ଏଆଇ କ୍ୟାମେରା । ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା କୁଳଡିହା ଅଭୟାରଣ୍ୟବେତେଇ ଜଙ୍ଗଲରେ ବନବିଭାଗ ପକ୍ଷରୁ ଗଛ ଉପରେ ଏଆଇ କ୍ୟାମେରା ଲଗାଯାଇଥିଲା । ଶିକାର କରିବାକୁ ୩ ଜଣ ଶିକାରୀ ଯାଇଥିବାବେଳେ, ସେମାନଙ୍କୁ କ୍ୟାମେରା ସାହାଯ୍ୟରେ ଗିରଫ…

ବଡ଼ବିଲରେ ନବ ନିର୍ମିତ ୧୦ ଏମଭିଏ ଯୁକ୍ତ ସବଷ୍ଟେସନର ଉଦଘାଟିତ

ବାଲେଶ୍ଵର: ଟିପିଏନଓଡିଏଲ୍ ପକ୍ଷରୁ ଯୋଡ଼ାରେ ଏଚଟି ଓ ଇଏଚ୍‌ଟିର ପ୍ରମୁଖ ଉପଭୋକ୍ତାମାନଙ୍କୁ ନେଇ ଏକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଟିପିଏନଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଗଜାନନ କାଲେ, ବାଣିଜ୍ୟ ଓ ବିଇ ମୁଖ୍ୟ ଜୟଦୀପ ରୟ, ପରିଚାଳନା ମୁଖ୍ୟ ନିଲେଶ…

ମାଲକାନଗିରିରେ ଇଣ୍ଟରନେଟ୍ କଟକଣା ଆଉ ୩୬ ଘଣ୍ଟା ବୃଦ୍ଧି, ହଟିଲା BNSS ୧୬୩

ମାଲକାନଗିରି: ଏମଭି ୨୬ ଗାଁରେ ଧିରେ ଧିରେ ଶାନ୍ତି ଫେରୁଛି। ଜିଲ୍ଲା ପ୍ରଶାସନ ତରଫରୁ କ୍ଷତିଗ୍ରସ୍ତ ଲୋକଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଥିବା ବେଳେ ରନ୍ଧା ଖାଦ୍ୟ ମଧ୍ୟ ବଣ୍ଟନ କରାଯାଇଛି। ଗାଁରେ ବିଦ୍ୟୁତ ସଂଯୋଗ କରିବା ପାଇଁ ବିଦ୍ୟୁତ ବିଭାଗ ଓ ପାଣି ପାଇପ ମରାମତି କରିବା ପାଇଁ…

Maoists surrender: ୨ ହାର୍ଡକୋର ନକ୍ସଲଙ୍କ ଆତ୍ମସମର୍ପଣ;୨୦ବର୍ଷ ଧରି ସଂଗଠନରେ ଥିଲେ ସକ୍ରିୟ

ରାୟପୁର: ଛତିଶଗଡ଼ରେ ନକ୍ସଲମାନେ କ୍ରମାଗତଭାବେ ଆତ୍ମସମର୍ପଣ କରୁଛନ୍ତି। ଶନିବାର ଦିନ ଗରିଆବନ୍ଦରେ ଜଣେ ମହିଳା ଏବଂ ଜଣେ ପୁରୁଷ ସମେତ ଦୁଇଜଣ ନକ୍ସଲ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତକୁ ଫେରିଛନ୍ତି । ଉଭୟ ନକ୍ସଲଙ୍କ ମୁଣ୍ଡ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ଥିଲା। ଉଭୟ ୨୦ ବର୍ଷରୁ ଅଧିକ ସମୟ…

ISIର ଟାର୍ଗେଟରେ ଅଛନ୍ତି କି ଶିବରାଜ ସିଂହ ଚୌହାନ? ବଢ଼ାଇ ଦିଆଯାଇଛି ମନ୍ତ୍ରୀଙ୍କ ସୁରକ୍ଷା

ନୂଆଦିଲ୍ଲୀ: ISIର ଟାର୍ଗେଟରେ ଅଛନ୍ତି କି ଶିବରାଜ ସିଂହ ଚୌହାନ?  କାରଣ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ଗୃହ ମନ୍ତ୍ରଣାଳୟର ସୂଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏମପି ଡିଜିପିଙ୍କୁ ଏକ ଚିଠି ପଠାଇ କହିଛି ଯେ…

ଜାନୁଆରୀ ୬ ରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବେ ଡିକେ ଶିବକୁମାର: କଂଗ୍ରେସ ବିଧାୟକଙ୍କ ବଡ଼ ଦାବି

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ ସରକାର ଭିତରେ କ୍ଷମତା ସଂଘର୍ଷର ପରିବର୍ତ୍ତନ ଚର୍ଚ୍ଚା ରାଜନୈତିକ ପାରା ବଢ଼ାଇ ଦେଇଛି। ଏହି ସମୟରେ ପୁଣି ଏକ ବୟାନ ସାମ୍ନାକୁ ଆସିଛି। ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ନେଇ ଏମିତି ଏକ ବୟାନ ଆସିଛି ଯାହା ପୂରା ବିବାଦକୁ ନୂଆ ମୋଡ଼ ଦେଇଛି।…

Book Festival: ୭ମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ: ପାଠକଙ୍କ ମନ କିଣୁଛି ଲାଇଭ୍ ସ୍କେଚିଙ୍ଗ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ହେଉଛି ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ। ଭୁବନେଶ୍ୱର ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବର ଆୟୋଜନ କରାଯାଉଛି। ତେବେ ରାଜ୍ୟର ସର୍ବବୃହତ ପୁସ୍ତକ ମହୋତ୍ସବକୁ ସରିବାକୁ…

Police SI Job Scam: ଆଉ ଜଣଙ୍କୁ ଗିରଫ କଲା ସିବିଆଇ

ଭୁବନେଶ୍ବର: ପୋଲିସ ଏସଆଇ ପରୀକ୍ଷା ଜାଲିଆତି ମାମଲାରେ ଆଉ ଜଣଙ୍କୁ ଗିରଫ କଲା ସିବିଆଇ । ଗୁଜୁରାଟ ବଡୋଦ୍ରାରୁ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣଙ୍କ ପରିଚୟ ହେଉଛି ନିତୁ ଆରୋରା । ଗୁଜୁରାଟରୁ ଗିରଫ ପରେ ଟ୍ରାନଜିଟ ରିମାଣ୍ଡରେ ଆଣିଛି ସିବିଆଇ‌ । ନିତୁ ଆରୋରା ପୋଲିସ ଏସ…