Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କାର ରଖି ନଦୀକୁ ଡେଇଁଲେ ଯୁବକ;ଖୋଜାଖୋଜି ଜାରି

ରାଉରକେଲା:ବ୍ରାହ୍ମଣୀ ତରଙ୍ଗ ନୂଆବ୍ରାହ୍ମଣୀ ବ୍ରିଜରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ବ୍ରିଜ ଉପରେ କାର ରଖି ଜଣେ ଯୁବକ ନଦୀକୁ ଡେଇଁ ପଡିଥିଲେ। ନଦୀକୁ ଡେଇଁଥିବା ଯୁବକ ଜଣକ ସିଭିଲ ଟାଉନ୍ସିପ ଅଞ୍ଚଳର ବୋଲି ସୂଚନା ମିଳିଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି…

ରାଜ୍ୟସଭା ଭୋଟିଂ ବିବାଦ: ବାଚସ୍ପତିଙ୍କ ନିଷ୍ପତ୍ତିକୁ ହାଇକୋର୍ଟରେ ଚାଲେଞ୍ଜ କଲା ବିଜେଡି

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ସମୟରେ ଦଳୀୟ ନିର୍ଦ୍ଦେଶ ଉଲ୍ଲଂଘନ କରି କ୍ରସ୍ ଭୋଟିଂ କରିଥିବା ୮ ଜଣ ବିଧାୟକଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗ ଏବେ ହାଇକୋର୍ଟରେ ପହଞ୍ଚିଛି । ଏହି ମାମଲାରେ ବିଧାନସଭା ବାଚସ୍ପତିଙ୍କ ନିଷ୍ପତ୍ତିକୁ କଡ଼ା ଚାଲେଞ୍ଜ କରି ପ୍ରମୁଖ ବିରୋଧୀ ଦଳ ବିଜୁ ଜନତା ଦଳ…

ବାଲେଶ୍ୱରରେ ଅଭାବନୀୟ ଘଟଣା: ଜଳିଗଲା ୧୦୮ ଆମ୍ବୁଲାନ୍ସ, ଜୀବନ୍ତ ଦଗ୍ଧ ହେଲେ ରୋଗୀ

ବାଲେଶ୍ୱର: ରୋଗୀଙ୍କୁ ନେଇ ଯାଉଥିବା ଏକ ୧୦୮ ଆମ୍ବୁଲାନ୍ସରେ ହଠାତ୍ ନିଆଁ ଲାଗିଯିବାରୁ ଜଣେ ବ୍ୟକ୍ତିଙ୍କ କରୁଣ ମୃତ୍ୟୁ ଘଟିଛି। ଏଭଳି ଏକ ହୃଦୟ ବିଦାରକ ଦୁର୍ଘଟଣା ବାଲେଶ୍ୱର ଜିଲ୍ଲାର ଜଳଙ୍ଗା ଛକ ନିକଟରେ ଦେଖିବାକୁ ମିଳିଛି । ଡାକ୍ତରଖାନା ଯାଇ ଜୀବନ ବଞ୍ଚାଇବାକୁ ଆଶା ବାନ୍ଧିଥିବା ଜଣେ…

୫ ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ଏସଟିଏଫ୍‌ର ବଡ଼ କାର୍ଯ୍ୟାନୁଷ୍ଠାନ: ପଶ୍ଚିମବଙ୍ଗ ଦୀଘାରୁ ୩ ଅଟକ

ବାଲେଶ୍ୱର: ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ଜଙ୍ଗଲରୁ ୫ଟି ବିରଳ ଛୁଆ ଓରାଙ୍ଗଉଟାନ ଉଦ୍ଧାର ଘଟଣାର ତଦନ୍ତ ଏବେ ଜୋରଦାର ହୋଇଛି । ଏହି ମାମଲାରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ ପଶ୍ଚିମବଙ୍ଗର ଦୀଘା ସ୍ଥିତ ଏକ ଘରୋଇ ହୋଟେଲ ଉପରେ ଅତର୍କିତ ଚଢ଼ଉ କରି ୩ ଜଣ ସନ୍ଦିଗ୍ଧ…

ଦ୍ୱିତୀୟ ପର୍ଯ୍ୟାୟ ବିଏଡ୍‌ ନାମଲେଖା ପାଇଁ ବିଜ୍ଞପ୍ତି;୨୦ ଯାଏ ଆବେଦନ

ଭୁବନେଶ୍ୱର: ରାଜ୍ୟରେ ଚଳିତ ଶିକ୍ଷାବର୍ଷ(୨୦୨୬-୨୭)ରୁ ଦ୍ୱିତୀୟ ପର୍ଯ୍ୟାୟ ୪ ବର୍ଷିଆ ବି.ଏଡ୍‌ରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୪ ବର୍ଷିଆ ଇଣ୍ଟିଗ୍ରେଟେଡ୍‌ ଟିଚର ଏଜୁକେସନ୍‌ ପ୍ରୋଗ୍ରାମ(ଆଇଟିଇପି) ତଥା ବିଏଡ୍‌ ନାମଲେଖା ଆରମ୍ଭ ହୋଇଛି । ଏହାର ପ୍ରଥମ ପର୍ଯ୍ୟାୟ ନାମଲେଖା…

ବାରମ୍ବାର ଅଗ୍ନିକାଣ୍ଡ ପରେ କଡା ଆକ୍ସନ: ୧ ନମ୍ବର ହାଟରେ ଚାଲିଛି ଉଚ୍ଛେଦ

ଭୁବନେଶ୍ବର: ଭୁବନେଶ୍ୱର ୧ ନମ୍ବର ହାଟ (Unit-1 Market) ରେ ବାରମ୍ବାର ଘଟୁଥିବା ଅଗ୍ନିକାଣ୍ଡ ପରେ BMC (ଭୁବନେଶ୍ୱର ମହାନଗର ନିଗମ) ଓ BDA ପକ୍ଷରୁ କଡ଼ା ଆକ୍ସନ ନିଆଯାଇଛି। ହାଟରେ ବଡ଼ଧରଣର ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ରାସ୍ତାକଡ଼ରେ ଥିବା ବେଆଇନ ଦୋକାନ ଓ କ୍ୟାବିନ୍ ଗୁଡ଼ିକୁ…

ଓରାଙ୍ଗଉଟାନ୍ ଉଦ୍ଧାରସ୍ଥଳରେ ବାଡ଼, ନିଷିଦ୍ଧ ଅଞ୍ଚଳ ଘୋଷଣା

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାରେ ପାଞ୍ଚଟି ଶିଶୁ ଓରାଙ୍ଗଉଟାନ ଉଦ୍ଧାର ହେବା ଘଟଣାରେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହି ପ୍ରାଣୀମାନେ କେଉଁ ପରିସ୍ଥିତିରେ ଓଡ଼ିଶାରେ ପହଞ୍ଚିଲେ, ସେ ସମ୍ପର୍କରେ ସବିଶେଷ ତଦନ୍ତ କରିବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ…

BRICS Gala Dinner: ଜିନପିଙ୍ଗ-ପୁଟିନଙ୍କ ସହିତ…ବିଶ୍ୱନେତା ଖାଇବେ ଭାରତୀୟ ସ୍ୱାଦ! BRICS ଗାଲା ଡିନର ପଛରେ…

ନୂଆଦିଲ୍ଲୀ: ବିଶ୍ୱନେତାଙ୍କ ଥାଳିରେ ପରଷା ଯିବ ଭାରତୀୟ ସ୍ୱାଦ! BRICS ଡିନରରେ ଦେଶୀ ଦମ୍! ଜାଣନ୍ତୁ ଏଥର ମୋଦିଙ୍କ ଡିନରରେ କ’ଣ ରହିବ ଆଇଟମ୍? ରାତିପାହିଲେ ବସିବ ବ୍ରିକ୍ସ ସମ୍ମିଳନୀ । ଦିନସାରା ଚାଲିବ ଗୁରୁତ୍ୱପୂର୍ଣ୍ଣ ବୈଠକ, ବିଶ୍ୱ ରାଜନୀତି ଉପରେ ହେବ ଆଲୋଚନା। କିନ୍ତୁ…

୫୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ JMFC କୋର୍ଟ କିରାଣୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ ଅଚ୍ୟୁତ କୁମାର ପ୍ରଧାନ। ମାଲକାନଗିରି ଜିଲ୍ଲାର ମାଥିଲିରେ ଥିବା ଜେଏମଏଫସିଙ୍କ କୋର୍ଟରେ କାର୍ଯ୍ୟରତ ଜଣେ ବରିଷ୍ଠ କିରାଣୀଙ୍କୁ ୫୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଛନ୍ତି। ମାଥିଲି JMFC…

ଅଧିକ ଦେଶୀ ଘିଅ ଖାଇବା ଦ୍ୱାରା ପିତ୍ତକୋଷରେ ପଥର ହୁଏ କି? ଜାଣନ୍ତୁ ମୁଖ୍ୟ କାରଣ..

ନୂଆଦିଲ୍ଲୀ: ସୁସ୍ଥ ଜୀବନଶୈଳୀ (Healthy Lifestyle) ପାଇଁ ନିୟମିତ ସଠିକ୍ ଆହାର, ପର୍ଯ୍ୟାପ୍ତ ନିଦ ଏବଂ ଶାରୀରିକ ପରିଶ୍ରମ ଅତ୍ୟନ୍ତ ଜରୁରୀ। ହେଲେ ଆଜିକାଲି ବ୍ୟସ୍ତବହୁଳ କର୍ମ ଜୀବନ ଯୋଗୁଁ ଲୋକେ ସାଧାରଣ ଜୀବଶୈଳୀକୁ ଅନୁସରଣ କରିବା ଭୁଲି ଯାଉଛନ୍ତି। ଫଳରେ ଶରୀରରେ ବିଭିନ୍ନ ରୋଗ ମାଡି…