Latest Odisha News

BREAKING NEWS

Browsing Category

Uncategorized

୫ ବର୍ଷ ମଧ୍ୟରେ ଖତମ ହୋଇଯିବ ଏହି ତିନି ଭୟାନକ ରୋଗ, ବଦଳିଯିବ କୋଟି କୋଟି ଲୋକଙ୍କ ଜୀବନ

ଭୁବନେଶ୍ୱର: ଆମର ସ୍ୱାସ୍ଥ୍ୟ ହେଉଛି ସବୁଠାରୁ ବଡ଼ ପୁଞ୍ଜି। କିନ୍ତୁ ବିଶ୍ୱରେ କିଛି ଏଭଳି ରୋଗ ରହିଛି, ଯାହା ବର୍ଷ ବର୍ଷ ଧରି ମଣିଷକୁ ଭୟ ଓ ଯନ୍ତ୍ରଣା ମଧ୍ୟରେ ରଖିଛି। କ୍ୟାନସର, ଅନ୍ଧତ୍ୱ ଓ ପକ୍ଷାଘାତ ଭଳି ଗମ୍ଭୀର ରୋଗଗୁଡ଼ିକ କେବଳ ଶରୀରକୁ ଦୁର୍ବଳ କରେ ନାହିଁ, ବରଂ ପରିବାର ଓ ସମାଜ ଉପରେ…

ଆର୍ମି ପବ୍ଲିକ ସ୍କୁଲରେ ଟିଚର ହେବାର ବଡ଼ ସୁଯୋଗ, ପାଖେଇ ଆସିଲା ଶେଷ ଦିନ

ଭୁବନେଶ୍ୱର: ଯଦି ଆପଣ ଶିକ୍ଷକ ପେଶାରେ କ୍ୟାରିୟର ଗଢ଼ିବାକୁ ଚାହୁଁଛନ୍ତି, ତେବେ ଆର୍ମୀ ପବ୍ଲିକ ସ୍କୁଲ ଆପଣଙ୍କ ପାଇଁ ଏକ ବଡ଼ ସୁଯୋଗ ଆଣିଛି। ଆର୍ମୀ ୱେଲଫେୟାର ଏଜୁକେସନ ସୋସାଇଟି (AWES) PRT, TGT ଓ PGT ପଦଗୁଡ଼ିକ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି। କିନ୍ତୁ ମନେ ରଖନ୍ତୁ, ଆବେଦନର…

Instagramର Friend Map ଫିଚର ଭାରତରେ ହେବ ଲଞ୍ଚ, ଜାଣନ୍ତୁ ଏହାବର ବ୍ୟବହାର

ଭୁବନେଶ୍ୱର: ମେଟାର ଫୋଟୋ ଓ ସର୍ଟ-ଫର୍ମାଟ ଭିଡିଓ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଚୁପଚାପ ଏକ ନୂଆ ଫିଚର ‘ଫ୍ରେଣ୍ଡ ମ୍ୟାପ’ ଲଞ୍ଚ କରିଛି। ଏହି ନୂଆ ଟୁଲ ଉପଭୋକ୍ତାଙ୍କୁ ରିଅଲ-ଟାଇମରେ ସେମାନଙ୍କ ବନ୍ଧୁଙ୍କ ଲୋକେସନ ଦେଖିବା, ହ୍ୟାଙ୍ଗଆଉଟ ସ୍ପଟ ସେୟାର କରିବା ଏବଂ ମିଳିତ ଭାବେ ମେଣ୍ଟିଂ ପ୍ଲେସ…

ଏବେ ଆଉ କରିପାରିବେନି WhatsApp Call! ଏହି ଦେଶ ବନ୍ଦ କରିଦେଲା ସୁବିଧା

ନୂଆଦିଲ୍ଲୀ: ଟେଲିଗ୍ରାମ ଓ ହ୍ୱାଟସଆପରେ ବନ୍ଦ ହୋଇଯିବ କଲ ସେବା । ଏପରି ରୁଷ ପ୍ରଶାସନ ଘୋଷଣା କରିଛି । ଏହି ପଦକ୍ଷେପ ଇଣ୍ଟରନେଟ ଉପରେ ନିୟନ୍ତ୍ରଣ ମଜବୁତ କରିବାରେ ଋଷର ଦୀର୍ଘକାଳୀନ ରଣନୀତିର ଏକ ଅଂଶ। ସରକାରୀ ଗଣମାଧ୍ୟମ ଓ ଇଣ୍ଟରନେଟ ନିୟନ୍ତ୍ରକ ସଂସ୍ଥା ରୋସକୋମନାଡଜୋର (Roskomnadzor)…

e-Aadhaar app launch: ଗୋଟିଏ କ୍ଲିକ୍‌ରେ ଅପଡେଟ୍ ହୋଇଯିବ ନାଁ, ଜାଣିନିଅନ୍ତୁ ନିୟମ

ଭୁବନେଶ୍ୱର: ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (UIDAI) ନିଜର ଡିଜିଟାଲ ପରିବର୍ତ୍ତନ ପ୍ରୟାସକୁ ଆହୁରି ଜୋରଦାର କରୁଛି। ଏଥିପାଇଁ UIDAI ଏକ ନୂଆ ମୋବାଇଲ ଆପ୍‌ ‘ଇ-ଆଧାର’ ବିକଶିତ କରୁଛି। ଏହି ଆପ୍‌ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇନାହିଁ ଏବଂ ଏହା ବିକାଶର ପ୍ରକ୍ରିୟାରେ…

ବିଶ୍ୱର ଏହି ଗୋଟିଏ ଦେଶରେ ନାହିଁ ମଶା, ଜାହାର କାରଣ କେହି ଜାଣନ୍ତି ନାହିଁ

ନୂଆଦିଲ୍ଲୀ: ଭାରତରେ ଅନେକ ଲୋକ ମଶା ପାଇଁ କଲବଲ ହୁଅନ୍ତି । ଏମିତିକି ମଣିଷ ଜୀବନ ମଧ୍ୟ ନେଇଯାଇଥାଏ ମାଶା । ଯଦି ଆମେ ପରିସଂଖ୍ୟାନ ଉପରେ ନଜର ପକାଇବା ତେବେ ପ୍ରତିବର୍ଷ ମଶା କାରଣରୁ ବିଶ୍ୱରେ ପ୍ରାୟ ୧୦ ଲକ୍ଷ ଲୋକଙ୍କ ଜୀବନ ଯାଉଛି। କିନ୍ତୁ ଆପଣ ଜାଣନ୍ତି କି, ବିଶ୍ୱରେ ଏକମାତ୍ର ଏକ ଦେଶ…

ପୁଣି ଥରେ ଚମତ୍କାର ପ୍ଲାନ ଆଣିଲା ଜିଓ, ୮୪ ଦିନ ସବୁ ମାଗଣା…

ଭୁବନେଶ୍ୱର: ରିଲାଏନ୍ସ ଜିଓ ପୁଣି ଥରେ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଏକ ଆକର୍ଷଣୀୟ ଅଫର ଆଣିଛି। ଜିଓର ନୂଆ ପ୍ରିପେଡ୍ ରିଚାର୍ଜ ପ୍ଲାନ୍‌ରେ ଗ୍ରାହକମାନେ ମାଗଣା ନେଟଫ୍ଲିକ୍ସ ସବସ୍କ୍ରିପସନ ସହିତ ଅସୀମିତ କଲିଂ, ପ୍ରଚୁର ଡାଟା ଓ ଅନ୍ୟାନ୍ୟ ସୁବିଧା ପାଇପାରିବେ। ଏହି ପ୍ଲାନଗୁଡ଼ିକ…

ପାକିସ୍ତାନକୁ କଡ଼ା ଚେତାବନୀ, ଭାରତର କହିଲା ଆଗକୁ ପରିଣାମ ଭୟଙ୍କର ହେବ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ସମ୍ପର୍କରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି। ପାକିସ୍ତାନର ବିରୋଧୀ ମନ୍ତବ୍ୟ ଏବଂ ଉସୁକାଇବା ବୟାନକୁ ନେଇ ଭାରତ କଡ଼ା ଚେତାବନୀ ଜାରି କରିଛି। ଭାରତର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ ଏକ ପ୍ରେସ ବ୍ରିଫିଂରେ ସ୍ପଷ୍ଟ କରିଛନ୍ତି ଯେ,…

ଜମ୍ମୁ କାଶ୍ମୀରରେ ଆହୁରି ବଢ଼ିଲା ମୃତ୍ୟୁ ସଂଖ୍ୟା, ଏବେ ଅନେକ ନିଖୋଜ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର କିସ୍ତୱାର ଜିଲ୍ଲାରେ ବାଦଲଫଟା ବର୍ଷା ଏକ ଭୟାବହ ବିପର୍ଯ୍ୟୟ ସୃଷ୍ଟି କରିଛି। ମଚୈଲ ମାତା ମନ୍ଦିର ଯାତ୍ରା ପଥରେ ଏହି ପ୍ରାକୃତିକ ଦୁର୍ବିପାକ ଯୋଗୁଁ ୩୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୧୦୦ରୁ ଅଧିକ ବ୍ୟକ୍ତି ନିଖୋଜ ଥିବା ସୂଚନା ମିଳିଛି। ଏହି ଘଟଣାରେ ଅନେକ…

SBI ଗ୍ରାହକଙ୍କ ପାଇଁ ବଡ଼ ଖବର, କାଲିଠୁ ବଦଳିବ ଏହି ସବୁ ନିୟମ

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଅଗଷ୍ଟ ୧୫, ୨୦୨୫ ତାରିଖରୁ ଖୁଚୁରା ଗ୍ରାହକଙ୍କ ପାଇଁ ଅନଲାଇନ୍ IMPS (ତତ୍କାଳୀନ ଦେୟ ସେବା) ଟ୍ରାନ୍ସଫର ଉପରେ ଚାର୍ଜରେ ପରିବର୍ତ୍ତନ ଆଣୁଛି। କର୍ପୋରେଟ୍ ଗ୍ରାହକଙ୍କ ପାଇଁ ଏହି ନୂଆ ନିୟମ ସେପ୍ଟେମ୍ବର ୮ ତାରିଖରୁ ଲାଗୁ ହେବ। ଏହି…