Latest Odisha News

BREAKING NEWS

Browsing Category

Uncategorized

Trump Meets Pak PM & Army Chief: ନିକଟତର ହେଉଛନ୍ତି ୱାଶିଂଟନ-ଇସଲମାବାଦ୍: ପାକ୍ ପ୍ରଧାନମନ୍ତ୍ରୀ ଏବଂ…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କୁ ହ୍ୱାଇଟ୍ ହାଉସରେ ସ୍ୱାଗତ କରିଥିଲେ। ତାଙ୍କ ସହ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ମଧ୍ୟ ଉପସ୍ଥିତ ଥିଲେ। ଆଉ ଏହି ତ୍ରିମିଳନ ୱାଶିଂଟନ ଏବଂ ଦକ୍ଷିଣ ଏସୀୟ ପରମାଣୁ…

Bihar Election 2025: “NDA ଜିତିଲେ ବି ମୁଖ୍ୟମନ୍ତ୍ରୀ ହେବେନି ନୀତିଶ କୁମାର” ନିର୍ବାଚନ ପୂର୍ବରୁ…

ପାଟନା: ବିହାର ବିଧାନସଭା ନିର୍ବାଚନ ଯେକୌଣସି ସମୟରେ ଘୋଷଣା ହୋଇପାରେ। ବିହାରରେ ଏବେ ରାଜନୀତି ମଇଦାନକୁ ଗରମ ରହିଥିବା ବେଳେ ସମସ୍ତ ଦଳ ସେମାନଙ୍କର ନିର୍ବାଚନ ପ୍ରସ୍ତୁତିକୁ ତୀବ୍ର କରିଛନ୍ତି। ଏହି ପରିପ୍ରେକ୍ଷୀରେ, AIMIM ମୁଖ୍ୟ ଅସଦୁଦ୍ଦିନ୍ ଓୱେସି ବୁଧବାରଠାରୁ ରାଜ୍ୟ ଗସ୍ତ କରୁଛନ୍ତି।…

Multipolar World: ଶେଷ ହେଉଛି ଆମେରିକା ଦବଦବା?

ନୂଆଦିଲ୍ଲୀ: ଆଜି ବିଶ୍ୱର ରାଜନୈତିକ ବ୍ୟବସ୍ଥା ଅତ୍ୟନ୍ତ ଜଟିଳ ଦେଖାଯାଉଛି। ପରିସ୍ଥିତି ଦ୍ରୁତ ଗତିରେ ବଦଳୁଛି ଏବଂ ଏହାକୁ ବିଶ୍ୱ ପାଇଁ ଏକ ପରିବର୍ତ୍ତନକାଳୀନ ସମୟ କୁହାଯାଇପାରେ। ସଂଯୁକ୍ତ ରାଷ୍ଟ୍ର ମହାଅଧିବେଶନ ଚାଲିଥିବା ମଧ୍ୟରେ ପରିବର୍ତ୍ତନର ଚିତ୍ର ସ୍ପଷ୍ଟ ଭାବରେ ଦେଖାଦେଇଛି। ଅନେକ…

କେଉଁ ବୟସରେ କେତେ ଓଜନ ହେବା ଆବଶ୍ୟକ ? କଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ପିଲାମାନଙ୍କ ମଧ୍ୟରେ ମୋଟାପଣର ସମସ୍ୟା ଏବେ କମ୍ ଓଜନର ସମସ୍ୟାକୁ ଅତିକ୍ରମ କରିସାରିଛି। ସମ୍ପ୍ରତି ପ୍ରକାଶିତ ୟୁନିସେଫ୍ ରିପୋର୍ଟ ଅନୁଯାୟୀ, ବିଶ୍ୱରେ ୧୮୮ ନିୟୁତରୁ ଅଧିକ ସ୍କୁଲ୍ ବୟସର ପିଲା ମୋଟାପଣର ଶିକାର ହୋଇଛନ୍ତି, ଯାହା କମ୍ ଓଜନର ପିଲାମାନଙ୍କ…

Katrina Kaif-Vicky Kaushal: ପୁଣି ଆଉ ଜଣେ ବଲିଉଡ୍ ଦମ୍ପତି ପିତାମାତା ହେବେ, ବେବି ବମ୍ପର ଏକ ସୁନ୍ଦର ଫଟୋ ପୋଷ୍ଟ…

ମୁମ୍ବାଇ: ବଲିଉଡର ସବୁଠାରୁ ପ୍ରିୟ ଦମ୍ପତିଙ୍କ ମଧ୍ୟରୁ ଜଣେ, କ୍ୟାଟ୍ରିନା କୈଫ୍ ଏବଂ ଭିକି କୌଶଳ, ପ୍ରଶଂସକମାନଙ୍କୁ ବହୁ ପ୍ରତୀକ୍ଷିତ ଖୁସି ଖବର ଦେଇଛନ୍ତି। ସେମାନେ ଏକ ନୂତନ ଯାତ୍ରା ଆରମ୍ଭ କରୁଛନ୍ତି। ଖୁବଶୀଘ୍ର ସେମାନେ ବାପାମାଆ ହେବାକୁ ଯାଉଛନ୍ତି। ହଁ, କ୍ୟାଟ୍ରିନା କୈଫ୍ ଏବଂ ଭିକି…

ଫ୍ଲିପକାର୍ଟ ବିଗ୍ ବିଲିୟନ ଡେ ସବୁଠାରୁୁ ବଡ଼ ଡିଲ୍, ଏତେ ଶସ୍ତା ହୋଇଗଲା ଆଇଫୋନ

ନୂଆଦିଲ୍ଲୀ: ନୂଆ ଆଇଫୋନ୍ ୧୭ ଲଞ୍ଚ ହେବା ପରେ ସମସ୍ତେ ପୁରୁଣା ଫୋନ୍‌ଗୁଡ଼ିକୁ କେତେ ଶସ୍ତାରେ କିଣି ହେବ ? ଯଦି ଆପଣ ଜଣେ ଆଇଫୋନ୍ ଫ୍ୟାନ୍, ତେବେ ଏହି ଉତ୍ସବ ଋତୁରେ ପୁରୁଣା ଆଇଫୋନ୍ ମଡେଲ୍‌ଗୁଡ଼ିକ ଉପରେ ବଡ଼ ରିହାତି ଦେଖିବାକୁ ମିଳୁଛି। ଆଇଫୋନ୍ ୧୭ ଏବଂ ଆଇଫୋନ୍ ଏୟାର୍ ଲଞ୍ଚ ହେବା ପରେ…

ଦୀପାବଳି ପୂର୍ବରୁ କର୍ମଚାରୀଙ୍କ ପାଇଁ ଖୁସି ଖବର, EPFOରେ ହେବ ବଡ଼ ପରିବର୍ତ୍ତନ

ଭୁବନେଶ୍ୱର: ଦୀପାବଳିରେ କର୍ମଚାରୀଙ୍କ ଆସୁଛି ଖୁସି ଖବର। କର୍ମଚାରୀ ଭବିଷ୍ୟନିଧି ସଂଗଠନ (EPFO) ତାର ନୂତନ ଡିଜିଟାଲ୍ ପ୍ଲାଟଫର୍ମ EPFO 3.0 କୁ ପ୍ରଚଳନ କରିବାକୁ ପ୍ରସ୍ତୁତି ଚଳାଇଛି। ଏହା କେବଳ ପିଏଫ୍ (ପ୍ରୋଭିଡେଣ୍ଟ୍ ଫଣ୍ଡ୍) ଉଠାଇବାକୁ ସହଜ କରିବ ନାହିଁ, ବରଂ ସାଧାରଣ ବ୍ୟାଙ୍କିଂ ପରି…

ବିହାର ରାଜନୀତିରେ ବଡ଼ ଓଲଟପାଲ ! ମେଣ୍ଟ ରାଜନୀତିରେ ହଟଚମଟ

ଭୁବନେଶ୍ୱର: ବିହାର ରାଜନୀତିରେ ବଡ଼ ଓଲଟପାଲଟ । ମେଣ୍ଟ ରାଜନୀତିକୁ ନେଇ ଆସିଲା ବଡ଼ ଖବର । କିଛିଦିନ ପୂର୍ବେ ୨୪୩ ଆସନରେ ପ୍ରାର୍ଥୀ ଦେବା ନେଇ ଘୋଷଣା କରିଛନ୍ତି ତେଜସ୍ବୀ ଯାଦବ । ଏବେ ଏହାକୁ ନେଇ ବିହାର ରାଜନୀତିରେ ଦେଖା ଦେଇଛି ହଟଚମ । ଯାହା ମେଣ୍ଟ ରାଜନୀତିକୁ ସମ୍ପୂର୍ଣ୍ଣ ଭାବେ…

ମାର୍ଚ୍ଚ ୨୦୨୬ରେ ନେପାଳରେ ହେବ ନିର୍ବାଚନ, ଦେଶ ପାଇବ ନୂଆ ସରକାର

କାଠମାଣ୍ଡୁ: ନେପାଳର ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କି ଦେଶର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ସେ କ୍ଷମତା ଗ୍ରହଣ କରିବା ପରେ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ନେପାଳରେ ୨୧ ମାର୍ଚ୍ଚ ୨୦୨୬ରେ ସଂସଦୀୟ ନିର୍ବାଚନ ଅନୁଷ୍ଠିତ ହେବ। ଏହା ପରେ ନେପାଳ ଏକ…

ଧୋନିଙ୍କ ହାତରେ ବ୍ୟାଟ୍‌ ନୁହେଁ ବନ୍ଧୁକ, ଚମତ୍କାର ଅଭିନୟ ସହ ଭିନ୍ନ ଅନ୍ଦାଜରେ କ୍ୟାପଟେନ କୁଲ

ନୂଆଦିଲ୍ଲୀ: ସିନେମାରେ ଏଣ୍ଟ୍ରି ମାରିଲେ କ୍ରିକେଟର ମହେନ୍ଦ୍ର ସିଂହ ଧୋନି । ବ୍ୟାଟ ବଦଳରେ ଧୋନିଙ୍କ ହାତରେ ଦେଖିବାକୁ ମିଳିଲା ବନ୍ଧୁକ । ଫିଲ୍ମ ଦି ଚେଜରରେ ଦେଖିବାକୁ ମିଳିଛି ଧୋନିଙ୍କ ଅଭିନୟ । ଧୋନିଙ୍କ ଅଭିନିତ ଫିଲ୍ମର ଟିଜର ରିଲିଜ ହେବା ପରେ ଇଣ୍ଟରନେଟରେ ଖୁବ ଭାଇରାଲ ହେବାରେ…