Latest Odisha News
Browsing Category

Uncategorized

ଆସନ୍ତୁ ଜାଣିବା କେଉଁଠାରେ ଲକଡାଉନ ଉଠିବା ପରେ ଚୁଟି କାଟିବା ପାଇଁ ରାତି ଅଧରେ ଦୌଡିଲେ ଲୋକ

ହାମିଲଟନ: ନ୍ୟୁଜିଲାଣ୍ଡରେ କରୋନା ପରିସ୍ଥିତି ନିୟନ୍ତ୍ରଣକୁ ଆସୁଛି । ୩ ଦିନ ମଧ୍ୟରେ କୌଣସି ନୂତନ କେସ୍ ଆସି ନାହିଁ । ସଂକ୍ରମିତଙ୍କ ସଂଖ୍ୟା କମୁଥିବାରୁ ସ୍ଥାନୀୟ ସରକାର ଲକଡାଉନ ନିୟମକୁ କୋହଳ କରି ଦେଇଥିଲେ । ଏହା ଘୋଷଣା ହେବା ପରେ ଅଧିକାଂଶ ବ୍ୟକ୍ତି ସେଲୁନକୁ ଦୌଡିଥିଲେ, ତାହା ପୁଣି…

କରୋନା ପଜିଟିଭଙ୍କ ସଂଖ୍ୟାରେ ଗଂଜାମ ଜିଲ୍ଲାର ରେକର୍ଡ, ପୁଣି ଚିହ୍ନଟ ହେଲେ ୨୪

ଭୁବନେଶ୍ୱର : ଗଂଜାମ ଜିଲ୍ଲାରେ ହୁ ହୁ ହୋଇ ବଢି ଚାଲିଛି କରୋନା ପଜିଟିଭଙ୍କ ସଂଖ୍ୟା । ଅପରାହ୍ନରେ ଜିଲ୍ଲାର ଆଉ ୨୪ ଜଣଙ୍କ ସ୍ୱାବ ନମୁନା ପଜିଟିଭ୍ ଆସିଛି । ମୋଟ ୨୫ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୨୭୦ ରେ ପହଞ୍ଚିଛି । ଗଂଜାମ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ…

କରୋନା ଯୋଦ୍ଧାଙ୍କୁ ଭାରତର ପ୍ରଣାମ

ନୂଆଦିଲ୍ଲୀ: କୋଭିଡ଼ ଯୋଦ୍ଧାଙ୍କ ସହଯୋଗରେ ଭାରତ କରୋନା ଭୂତାଣୁ ମହାମାରୀ ବିରୋଧରେ ତାର ଯୁଦ୍ଧ ସଫଳତାର ସହ ଲଢ଼ି ଚାଲିଛି । ଭାରତୀୟ ବାୟୁସେନା (ଆଇଏଏଫ) କରୋନା ବିରୋଧୀ ଏହି ଲଢ଼େଇରେ ଜାତୀୟ ପ୍ରୟାସରେ ସାମିଲ ହୋଇ ନିଜର ଯୋଗଦାନ ଦେଇଚାଲିଛି । ଉଭୟ ଘରୋଇ ତଥା ଅନ୍ତରାଷ୍ଟ୍ରୀୟ ସ୍ତରରେ ଲୋକ ଏବଂ…

ବଲାଙ୍ଗିର ଛୁଇଁଲା କରୋନା: ରାଜ୍ୟରେ ୧୪୭ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଜିଲ୍ଲା ପରେ ଜିଲ୍ଲା ବ୍ୟାପି ଚାଲିଛି ମହାମାରୀ କରୋନା । ଶୁକ୍ରବାର ଦିନ ରାଜ୍ୟରେ ଆଉ ୪ଟି କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଏଥର କରୋନା କବଳକୁ ଆସିଛି ଓଡ଼ିଶାର ବାଲାଙ୍ଗୀର ଜିଲ୍ଲା। ବଲାଙ୍ଗୀର ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କରୋନା ରୋଗୀ ଚିହ୍ନଟ ହୋଇ…

ଓଡ଼ିଶାରେ ପହଞ୍ଚିଲେ ସୁରଟରୁ ଆସୁଥିବା ପ୍ରବାସୀ ଶ୍ରମିକ

ବ୍ରହ୍ମପୁର: ଗୁଜୁରାଟର ସୁରଟରୁ ଆସିଥିବା ପ୍ରବାସୀ ଓଡିଆଙ୍କ ପ୍ରଥମ ବ୍ୟାଚ୍ ବୁଧବାର ବିଳମ୍ବିତ ରାତିରେ ଓଡିଶାରେ ପହଞ୍ଚିଛନ୍ତି। ପାଖାପାଖି ୨୧୭ ପ୍ରବାସୀଙ୍କୁ ନେଇ ବାହାରିଥିବା ଏହି ଚାରିଟି ବସ୍ ଗଞ୍ଜାମ ଜିଲ୍ଲାର ଶେରଗଡ ଏବଂ ଧରାକୋଟ୍ ରୁଟ୍ ଦେଇ ଆସିଛି। ସମସ୍ତ ଯାତ୍ରୀ ଗନ୍ତବ୍ୟ…

କଟକରେ ନକଲି ସାନିଟାଇଜର କାରଖାନା ଉପରେ ଚଢ଼ାଉ, ଜଣେ ଗିରଫ

କଟକ: ସିଡିଏ ସେକ୍ଟର-୧୧ ରେ ନକଲି ସାନିଟାଇଜର କାରଖାନା ଠାବ । କୌଣସି ସୂତ୍ରରୁ ଖବର ପାଇ କଟକ ଜୋନ୍ ୧, ୨ ଓ ୩ର ଡ୍ରଗ୍ସ ଇନସ୍ପେକ୍ଟର ଚଢ଼ଉ କରି ଜଣଙ୍କୁ ଗିରଫ କରିଛି । ଜୋନ୍ ୧ ଡ୍ରଗ୍ସ ଇନସ୍ପେକ୍ଟର ଜଗନ୍ନାଥ ମଲ୍ଲିକ, ଜୋନ୍-୨ର ସୁଶାନ୍ତ କୁମାର ସାହୁ ଏବଂ ଜୋନ୍ ୩ ଡ୍ରଗ୍ସ ଇନସ୍ପେକ୍ଟର…

ଲକଡାଉନ ଅବଧି ବଢିବା ସପକ୍ଷରେ ଓଡ଼ିଶା ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: କୋଭିଡ-୧୯ ମୁକାବିଲା ତଥା ଦେଶବ୍ୟାପୀ ଲକଡାଉନ ଜାରି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିଛନ୍ତି। ଏହି ବୈଠକରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଲକ୍ ଡାଉନ ଡାଏରୀ: ସରକାରଙ୍କ ସଚେତନତା ବାର୍ତ୍ତାର ଚେହେରା ବିଜୟଲକ୍ଷ୍ମୀ, ଲୋକଙ୍କୁ ସଚେତନ କରୁଥିବାରୁ ଖୁସି

ଭୁବନେଶ୍ୱର: କରୋନା ସଂକ୍ରମଣ ନେଇ ସରକାର ଲୋକଙ୍କୁ ବାରମ୍ବାର ସଚେତନ କରୁଛନ୍ତି । ଏଥି ପାଇଁ ଟିଭିରେ ବିଭିନ୍ନ ପ୍ରକାର ବିଜ୍ଞାପନ ଜରିଆରେ ବିଭିନ୍ନ ପ୍ରସଙ୍ଗରେ ସଚେତନତାର ବାର୍ତ୍ତା ଦିଆଯାଉଛି । ତେବେ ଏସବୁ ବାର୍ତ୍ତା ଦେବା ଭିତରେ ଯିଏ ଓଡିଶାବାସୀଙ୍କ ବେଶୀ ପରିଚିତ ହୋଇପାରିଛନ୍ତି ସେ…

ଆରଏନଏ କିଟ୍ ଅଭାବ ଯୋଗୁଁ କଟକ ଏସସିବିରେ କରୋନା ଟେଷ୍ଟ ବିଳମ୍ବ

କଟକ: ରିବନୁକ୍ଲିକ୍ ଏସିଡ (ଆରଏନଏ) ଟେଷ୍ଟ କିଟର ଅଭାବ ଯୋଗୁଁ କଟକ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ କୋଭିଡ-୧୯ ପରୀକ୍ଷା ବିଳମ୍ବ ହେଉଛି। ଏନେଇ ଏସସିବି ଅଧୀକ୍ଷକ ଡ. ଆନନ୍ଦ ପ୍ରସାଦ ପଟ୍ଟନାୟକ ସୂଚନା ଦେଇ କହିଛନ୍ତି ଯେ କିଟ୍ ଅଭାବ ହେତୁ ମାଇକ୍ରୋ ବାୟୋଲୋଜି ଏବଂ…

ଲକଡାଉନ ନିୟମ ଭାଙ୍ଗି ବଡ଼ଚଣା ଆଇଆଇସି ନିଲମ୍ବିତ

ପୁରୀ/କଟକ: ଓଡିଶା ଡିଜିପି ଅଭୟ ସୋମବାର ଦିନ ବଡ଼ଚଣା ପୋଲିସ ଥାନା ଆଇଆଇସି ଦୀପକ କୁମାର ଜେନାଙ୍କୁ ନିୟମ ଭାଙ୍ଗିବା ଏବଂ ଡ୍ୟୁଟିରେ ଅବହେଳା ପାଇଁ ନିଲମ୍ବିତ କରିଛନ୍ତି। ଡିଜିପି ଟୁଇଟ୍ କରି କହିଛନ୍ତି ଯେ “ସ୍ୱର୍ଗଦ୍ୱାର ଥାନାରେ ଶ୍ରୀ ଜେନାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ଏବଂ…