Latest Odisha News

BREAKING NEWS

Browsing Category

Uncategorized

ଦେବାଳିଆ କଥାକୁ ଖଣ୍ଡନ କଲେ ଆଦିତ୍ୟ; ଦେଲେ ଏହି ସ୍ପଷ୍ଟୀକରଣ

ମୁମ୍ବାଇ: କରୋନା ଭାଇରସ୍ ଯୋଗୁଁ ହୋଇଥିବା ଲକଡାଉନ୍ ଫଳରେ ଆଦିତ୍ୟ ନାରାୟଣ ପଇସା ଅଭାବରୁ ଦେବାଳିଆ ହୋଇଯାଇଥିବା ନେଇ ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଯାହାକୁ ଖଣ୍ଡନ କରିଛନ୍ତି ନିଜେ ଆଦିତ୍ୟ। ଟେଲି ଚକରକୁ ଦେଇଥିବା ଏକ ସାକ୍ଷାତକାରରେ ଆଦିତ୍ୟ ନାରାୟଣ ଏହି ଖବରକୁ ଖଣ୍ଡନ…

ବିଗ୍ ବି ଅମିତାଭଙ୍କ ‘ଝାଡୁପୋଛା’!

ମୁମ୍ବାଇ: ଅମିତାଭ ବଚ୍ଚନ ଗୁରୁବାର ଦିନ କୋନ ବନେଗା କରୋରପତିର ଏକ ଏପିସୋଡରେ କହିଛନ୍ତି ଯେ ସେ ଲକଡାଉନ ସମୟରେ ଘର ପୋଛା ପୋଛି କରୁଥିଲେ। ସୂଚନା ଅନୁଯାୟୀ ଶୋ'ରେ ଜଣେ ପ୍ରତିଯୋଗୀ ରୁନା ସାହା କହିଥିଲେ ଯେ ସେ ଲକଡାଉନରେ ଘରେ ଅନେକ କାମ କରିଛନ୍ତି ଜ୍ଝ ଏହା ପରେ ଶୋ’ର ଏକ୍ସପୋର୍ଟ ଗେଷ୍ଟ…

କରୋନା ମୁକାବିଲା ପାଇଁ ସୋଆ କମ୍ୟୁନିଟି ରେଡିଓର ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: କୋଭିଡ-୧୯ ମହାମାରୀର ଭୟାବହ ପରିସ୍ଥିତି ମଧ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ସୋଆ କମ୍ୟୁନିଟି ରେଡିଓ ପକ୍ଷରୁ ଅନେକ ସଚେତନତା କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି । ୟୁନିସେଫ୍‌ର ସହଭାଗିତାରେ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪…

ବିଜୟାରାଜେ ସିନ୍ଧିଆଙ୍କ ସମ୍ମାନାର୍ଥେ ୧୦୦ ଟଙ୍କିଆ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧୨ ରେ ଆୟୋଜିତ ଏକ ଭର୍ଚୁଆଲ ସମାରୋହରେ ଶ୍ରୀମତୀ ବିଜୟାରାଜେ ସିନ୍ଧିଆଙ୍କ ସମ୍ମାନାର୍ଥେ ୧୦୦ ଟଙ୍କିଆ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିବେ । ବିଜୟାରାଜେ ସିନ୍ଧିଆ ଗ୍ୱାଲିଅର ରାଜମାତା ଭାବରେ ଜଣାଶୁଣା ।ବିଜୟାରାଜ ସିନ୍ଧିଆଙ୍କ ଜନ୍ମ…

ଫିଲ୍ମ ଲକ୍ଷ୍ମୀ ବମ୍‌ ଭ୍ୟୁିଜ୍‌;୨୪ ଘଣ୍ଟାରେ ୭୦ ମିଲିୟନ୍‌ ପାର୍‌

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଫିଲ୍ମ ଲକ୍ଷ୍ମୀ ବମ୍ ଟ୍ରେଲର ଆସିଛି ଏବଂ ଏହାକୁ ନେଇ ସବୁଆଡେ ବେଶ୍‌ ଚର୍ଚ୍ଚା ଲାଗି ରହିଛି। ଏହି ହରୋର୍‌ କମେଡି ଚଳଚ୍ଚିତ୍ରରେ ଅକ୍ଷୟ ଏଭଳି ଜଣେ ପୁରୁଷଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି, ଯାହାଙ୍କ ଶରୀରରେ ଜଣେ ମହିଳାଙ୍କ ଆତ୍ମା ରହିଛି। ଏହି ମହିଳା…

ବେୟାରଷ୍ଟୋ, ୱାର୍ଣ୍ଣରଙ୍କ ଚମତ୍କାର ଇନିଂସ, ପଞ୍ଜାବ ସମ୍ମୁଖରେ ୨୦୨ ରନର ଲକ୍ଷ୍ୟ

ଦୁବାଇ: ଜନୀ ବେୟାରଷ୍ଟୋଙ୍କ ଆକର୍ଷଣୀୟ ବ୍ୟାଟିଂ ସହାୟତାରେ ସନରାଇଜର୍ସ ହାଇଦ୍ରାବାଦ ୨୦୨ ରନର ବିଜୟ ଲକ୍ଷ୍ୟ କିଙ୍ଗ୍‌ସ ଏକାଦଶ ପଞ୍ଜାବ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୨୦ ଓଭରରେ ୬ ଉଇକେଟ ବିନିମୟରେ ୨୦୧ ରନ କରିଥିଲା । ବେୟାରଷ୍ଟୋ ୫୫ ବଲରୁ ୭ ଚୌକା ଓ ୬ ଛକା…

ନିୟମିତ ସ୍କିପିଂ ବା ଦଉଡିଡିଆଁ କଲେ କଣ ମିଳେ ଫାଇଦା ଜାଣନ୍ତୁ

ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଛନ୍ତି, ତେବେ ସ୍କିପିଂ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ଲାଭଦାୟକ ପ୍ରମାଣିତ ହେବ। ଏହା ଆପଣଙ୍କ ହାର୍ଟବିଟ୍‌କୁ ସନ୍ତୁଳନ ରଖେ ଏବଂ ଷ୍ଟ୍ରୋକ୍‌ର ଆଶଙ୍କାକୁ ମଧ୍ୟ କମାଇଥାଏ। ଏହା ସହିତ ହୃଦ୍‌ଘାତର ଆଶଙ୍କାକୁ ମଧ୍ୟ କମ୍‌…

ବଢ଼ିଲା +୩ ଆବେଦନ ତାରିଖ; ସବିଶେଷ ତଥ୍ୟ ପାଇଁ ପଢନ୍ତୁ

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ଗୁରୁବାର ଦିନ ଓଡିଶାର ବିଭିନ୍ନ କଲେଜରେ +୩ ଆଡମିଶନ ପାଇଁ ଆବେଦନର ତାରିଖକୁ ବୃଦ୍ଧି କରିଛନ୍ତି । ସୋମବାର, ଯୁକ୍ତ ୩ ଆଡମିଶନ ପାଇଁ ପ୍ରଥମ କଟ୍ ଅଫ୍ ମାର୍କ ତାଲିକା ପ୍ରକାଶ ପାଇଥିଲା । ପୂର୍ବ ବର୍ଷ ପରି ଭୁବନେଶ୍ୱରର ବିଜେବି (ସ୍ୱୟଂଶାସିତ) କଲେଜ…

କବିତା : ଆଧିପତ୍ୟ

ସାରଦା ପ୍ରସାଦ ଆଚାର୍ଯ୍ୟ ଆଧିପତ୍ୟ ଜାହିର କରିବା ପାଇଁ ବେଲାରସେନ ମୁଣ୍ଡ କାଟି, ଛଳନା ର ଦଉଡ଼ି ହାତରେ ଧରି ତୋତେ ହସିବାକୁ ପଡ଼ିବ, ଆଢୁଆଳରେ ବ୍ୟୁହ ରଚନା କରି ପଞ୍ଚଜନ ଶଙ୍ଖ ଫୁଙ୍କି କୁଟିଳତା ଫୁଲମାଳ ରେ ବଧେଇ ଜଣାଇବ। ଯୁଦ୍ଧ ଜିତିବାକୁ ହେଲେ, ଚକ୍ରବ୍ଯୁହ କରିପାର, ଅବା…

ନିର୍ଭୟ ମିସାଇଲ୍: ଲଦାଖରୁ ମାରିଲେ ତିବ୍ଦତରେ ଟାର୍ଗେଟ ଭେଦିବ, ଜାଣନ୍ତୁ ଖାସ୍ କଥା

ନୂଆଦିଲ୍ଲୀ: ଦିନକୁ ଦିନ ଉଗ୍ର ରୂପ ନେଉଛି ଭାରତ-ଚୀନ୍ ସୀମା ବିବାଦ । ଏଲଏସିରେ ଏବେ ଯୁଦ୍ଧ ପରିସ୍ଥିତି । ଦୁଇ ଦେଶ ଅସ୍ତ୍ରଶସ୍ତ୍ର ଠୁଳ କଲେଣି । ଚୀନକୁ ମୁହଁତୋଡ ଜବାବ ଦେବାକୁ ଭାରତ ସୀମାରେ ସବୁଠୁ ଶକ୍ତିଶାଳୀ ମିସାଇଲକୁ ମୁତୟନ କରିଛି । ତୟାର ରହିଛି ନିର୍ଭୟ ମିସାଇଲ୍ । ଶହ ଶହ…