Latest Odisha News

BREAKING NEWS

Browsing Category

Uncategorized

ପୁଣି ବିବାଦରେ ବାବା ରାମଦେବ, କଡ଼ା ସମାଲୋଚନା କଲେ କୋର୍ଟ

ନୂଆଦିଲ୍ଲୀ: ଲୋକପ୍ରିୟ ପାନୀୟ ରୁହ ଆଫଜାକୁ ନେଇ ବାବା ରାମଦେବ ଦେଇଥିବା ବିବାଦୀୟ ବୟାନକୁ କୋର୍ଟ କଡ଼ା ସମାଲୋଚନା କରିଛନ୍ତି। କୋର୍ଟ ଏହି ମନ୍ତବ୍ୟକୁ ଅସମର୍ଥନୀୟ ଏବଂ ନିନ୍ଦନୀୟ ବୋଲି କହିଛନ୍ତି। ଏହି ଘଟଣା ଏପ୍ରିଲ ୩ର ଅଟେ। ଯେତେବେଳେ ରାମଦେବ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ରୁହ୍…

ମହାକାଶରେ ଧକ୍କା ହେବା ପରେ ପୃଥିବୀରେ ପଡ଼ିଲା ପଥର, ବୈଜ୍ଞାନିକ ଦେଖି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଆମର ସୌରମଣ୍ଡଳର ଆରମ୍ଭ ଏକ ଆର୍ଦ୍ର ଓ ଲବଣାକ୍ତ ଦୁନିଆରୁ ହୋଇଥିଲା। ଅରବ ଅରବ ବର୍ଷ ପୂର୍ବେ ଏକ ଗ୍ରହ ପରି ବସ୍ତୁ ସହ ଭୟଙ୍କର ସଂଘର୍ଷରେ ସେହି ଦୁନିଆ ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା। ସେହି ସଂଘର୍ଷରୁ ଏକ ଖଣ୍ଡ ସୃଷ୍ଟି ହୋଇଥିଲା – ଏଷ୍ଟେରଏଡ୍‌ ବେନ୍ନୁ। ଏବେ ବୈଜ୍ଞାନିକମାନେ…

ଗାଡିର ବେଗ ନିୟନ୍ତ୍ରଣ ସାଙ୍ଗକୁ ଦୁର୍ଘଟଣା ରୋକିବାକୁ କେନ୍ଦ୍ର ସରକାରଙ୍କ ନୂଆ ପଦକ୍ଷେପ

ନୂଆଦିଲ୍ଲୀ: ସଡ଼କ ସୁରକ୍ଷାକୁ ମଜବୁତ କରିବା ଓ ଟ୍ରାଫିକ ନିୟମ ପାଳନକୁ ବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ସରକାର ଶୁକ୍ରବାର ଗାଡ଼ିର ବେଗ ମାପିବା ପାଇଁ ରାଡାର ଉପକରଣ ସମ୍ପର୍କିତ ନୂତନ ନିୟମାବଳୀ ଜାରି କରିଛନ୍ତି। ଏହି ନିୟମ ଅନୁଯାୟୀ, ସମସ୍ତ ରାଡାର-ଆଧାରିତ ବେଗ ମାପ ଉପକରଣକୁ ଲିଗାଲ…

ଆଇନ ବିଦ୍ୟାଳୟର ପାଠ୍ୟକ୍ରମରେ ପ୍ରାଚୀନ ବେଦ ସାମିଲ ହେବା ଉଚିତ୍: ସୁପ୍ରିମକୋର୍ଟ ଜଜ୍

ନୂଆଦିଲ୍ଲୀ: ଆଇନ ବିଦ୍ୟାଳୟର ପାଠ୍ୟକ୍ରମରେ ପ୍ରାଚୀନ ବେଦ ସାମିଲ ହେବା ଉଚିତ୍ ବୋଲି ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ ଜଜ୍ ପଙ୍କଜ ମିତ୍ତଲ। ସୁପ୍ରିମକୋର୍ଟର ୭୫ ବର୍ଷ ପୂରଣ ହେବା ଅବସରରେ ୧୨ ଏପ୍ରିଲରେ ଭୋପାଳର ନ୍ୟାସନାଲ୍ ଲ' ଇନଷ୍ଟିଚ୍ୟୁଟ୍ ୟୁନିଭରସିଟି (ଏନଏଲଆଇୟୁ) ରେ ଅନୁଷ୍ଠିତ…

ବ୍ୟାଙ୍କର କେଉଁ ସ୍କିମ୍ ଆପଣଙ୍କ ପାଇଁ ଭଲ? ଜାଣନ୍ତୁ ସବୁଠୁ ଲାଭଦାୟକ ଯୋଜନା

ଭୁବନେଶ୍ୱର: ଆଜିର ଆର୍ଥିକ ଜଗତରେ ବ୍ୟାଙ୍କ ସ୍କିମ୍‌ଗୁଡ଼ିକ ସାଧାରଣ ଲୋକଙ୍କ ସଞ୍ଚୟ ଓ ନିବେଶ ପାଇଁ ଏକ ସୁରକ୍ଷିତ ବିକଳ୍ପ ପାଲଟିଛି। କିନ୍ତୁ ଅନେକ ଯୋଜନା ମଧ୍ୟରୁ କେଉଁଟି ଆପଣଙ୍କ ପାଇଁ ସବୁଠୁ ଭଲ, ତାହା ବାଛିବା ଏକ ଆହ୍ୱାନ। ଆସନ୍ତୁ ଜାଣିବା ଭାରତୀୟ ବ୍ୟାଙ୍କଗୁଡ଼ିକର କେତେକ ଲୋକପ୍ରିୟ…

ଭାରତରେ ଦେଖାଦେଇଛି ଏଲିୟନ୍? ଜାଣନ୍ତୁ କେଉଁଠି

ଭୁବନେଶ୍ୱର: ଭାରତରେ ଏଲିୟନ୍ ଦେଖା ଦେଇଛି କି ନାହିଁ, ଏହା ଏକ ଏମିତି ପ୍ରଶ୍ନ ଯାହା ବର୍ଷ ବର୍ଷ ଧରି ଲୋକଙ୍କ ମନରେ କୌତୂହଳ ସୃଷ୍ଟି କରିଆସିଛି। ଅନେକ ଲୋକ ଏହାକୁ କେବଳ କାଳ୍ପନିକ କାହାଣୀ ବୋଲି ମାନନ୍ତି, କିନ୍ତୁ କିଛି ଘଟଣା ଏବଂ ଦାବି ଏହି ବିଷୟକୁ ଆଲୋଚନାରେ ରଖିଛି। ଆଜି ଆମେ ଆପଣଙ୍କୁ…

ଅପରାଜିତା ଓ ଜୁଏଲ ଓରାମଙ୍କୁ ନୋଟିସ୍ : ୱାକଫ୍‌ ସଂଶୋଧନ ବିଲ୍‌ ପ୍ରସଙ୍ଗରେ ଅନୁପସ୍ଥିତି ନେଇ ପ୍ରଶ୍ନ

ଭୁବନେଶ୍ୱର: ଲୋକସଭାରେ ୱାକଫ୍‌ ସଂଶୋଧନ ବିଲ୍‌ ଉପରେ ଆଲୋଚନା ସମୟରେ ଅନୁପସ୍ଥିତ ରହିଥିବା ଓଡ଼ିଶାର ଦୁଇ ବିଜେପି ସାଂସଦଙ୍କୁ ଦଳ ପକ୍ଷରୁ ନୋଟିସ୍ କରାଯାଇଛି। ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ଏହି ଦୁଇ ସାଂସଦ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀ।…

ଭୁବନେଶ୍ୱରରେ ହେବ ୩ ନୂଆ ଗୃହ ନିର୍ମାଣ ପ୍ରକଳ୍ପ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ୧୫୦ତମ କର୍ତ୍ତୃପକ୍ଷ ବୈଠକ ଗୁରୁବାର ଆୟୋଜିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଡିଏ ଅଧ୍ୟକ୍ଷ ତଥା ଗୃହ ଓ ନଗର ଉନ୍ନୟନ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ବୈଠକରେ ୨୦୨୫-୨୬…

କଟକରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିର ରଙ୍ଗ ବଦଳାଇ ଦେଲେ ଦୁର୍ବୁତ୍ତ

କଟକ: କଟକରେ ଥିବା ଓଡି଼ଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିର ରଙ୍ଗ ଆଶ୍ଚର୍ଯ୍ୟଜନକ ଭାବେ କେହି ବଦଳାଇ ଦେଇଛନ୍ତି। ବିଜୁ ବାବୁଙ୍କର ଏହି ପ୍ରତିମୂର୍ତ୍ତି ସହରର ମହାନଦୀ ବିହାର ସ୍ଥିତ ମଙ୍ଗଳା ମନ୍ଦିର ଛକ ନିକଟରେ ରହିଛି। ତେବେ ଏହାକୁ ନେଇ ବିବାଦ…

୨ଏପ୍ରିଲ…ବଢିଲାଣି ଟାରିଫ ଟେନସନ୍

ନୂଆଦିଲ୍ଲୀ: ୨ଏପ୍ରିଲ, ପାରସ୍ପରିକ ଆମଦାନୀ ଶୁଳ୍କକୁ ନେଇ ବଢିଲାଣି ଚିନ୍ତା । ଅନ୍ୟ ଦେଶ ସହ ଭାରତ ଉପରେ ବି ବାଜିବ ଟ୍ରମ୍ପଙ୍କ ଟାରିଫ୍ ଛାଟ!  ଏହି ଦିନକୁ ଲିବରେସନ୍ ଡେ ବା ମୁକ୍ତି ଦିବସ ଭାବେ ପାଳନ କରିବାକୁ ବି କହିସାରିଛନ୍ତି ଟ୍ରମ୍ପ । ଟ୍ରମ୍ପଙ୍କ ମତରେ ଟାରିଫର ସହାୟତାରେ ଆମେରିକାର…