Latest Odisha News

BREAKING NEWS

Browsing Category

Uncategorized

Gadar 2 Vs OMG 2: ଜାଣନ୍ତୁ ଦଶମ ଦିନରେ ଉଭୟ ଫିଲ୍ମର କେତେ ରହିଛି କଲେକସନ୍ ?

ମୁମ୍ବାଇ: ଗୋଟିଏ ଦିନରେ ରିଲିଜ୍ ହୋଇଥିଲା  'ଗଦର ୨' ଓ ଖିଲାଡି଼ କୁମାରଙ୍କ ଅଭିନୀତ ଫିଲ୍ମ 'ଓଏମଜି ୨' । କିନ୍ତୁ ସନ୍ନି ଦେଓଲଙ୍କ ଅଭିନୀତ ଗଦର ୨କୁ ନେଇ ସବୁଠି ଚର୍ଚ୍ଚା ଜୋର । ଦିନ ଗଡ଼ିବା ସହ ପ୍ରଶଂସକଙ୍କ ମଧ୍ୟରେ 'ଗଦର ୨' କୁ ନେଇ କ୍ରେଜ୍ ବଢୁଛି।  'ଗଦର ୨'ର କଲେକସନ୍ ମଧ୍ୟ ବେଶ…

ରିଲିଜ୍ ହେଲା ‘କରାଚୀ ଟୁ ନୋଏଡା’ ଫିଲ୍ମର ପ୍ରଥମ ପୋଷ୍ଟର

ମୁମ୍ଵାଇ: ସୀମା ପାର କରି ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ଏବଂ ତାଙ୍କ ପ୍ରେମିକ ସଚିନଙ୍କ ଲଭଷ୍ଟୋରୀ ଆଉ କାହାକୁ ଅଛପା ନାହିଁ । ସୋସିଆଲ ମିଡିଆରେ ସବୁଠୁ ଅଧିକ ଟ୍ରେଣ୍ଡ କରୁଛି ଏହି ଖବର । ସୀମା ହାଇଦରଙ୍କୁ ନେଇ ଚର୍ଚ୍ଚା ଥମୁନାହିଁ । ପ୍ରତିଦିନ ନୂଆ ନୂଆ ଆଲୋଚନା ହେଉଛି । ତେବେ…

ଦୈନନ୍ଦିନ ଜୀବନରେ ଘଟୁଥିବା ଘଟଣାବଳୀ ମତେ ଲେଖିବାକୁ ପ୍ରେରିତ କଲା : ଅନୀତା ଦାସ

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ଅନୀତା ଦାସଙ୍କ ସହ ‘ସ୍ୱଳ୍ପ ଆଳାପ’…

ଚଳନ୍ତା ବସରେ ଲାଗିଲା ନିଆଁ : ୨୦ ଜୀବନ୍ତ ଦଗ୍ଧ, ୭ ଯାତ୍ରୀ ଗୁରୁତର

ଇସଲାମାବାଦ: ଚାହୁଁ ଚାହୁଁ ଜଳିଗଲା ବସ୍‌ । ପାକିସ୍ଥାନ ପଞ୍ଜାବ ପ୍ରାନ୍ତରେ ଏଭଳି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି  । ପ୍ରାନ୍ତର ପିଣ୍ଡି ଭଟ୍ଟିୟା ସହରରେ ଏକ ଚଳନ୍ତା ବସ୍‌ରେ ନିଆଁ ଲାଗିଯାଇଛି  । ଫଳରେ ୨୦ଜଣ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ୭ ଜଣ ଗୁରୁତର ହୋଇଛନ୍ତି  ।  ବସ୍‌ରେ…

ରାଇଡର ଲୁକରେ ନଜର ଆସିଲେ ରାହୁଲ ଗାନ୍ଧୀ: ଇନଷ୍ଟାରେ ସେୟାର କଲେ ଫଟୋ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲଦାଖ ଗସ୍ତରେ ଅଛନ୍ତି  ।  ପ୍ରଥମ କରି ଲଦାଖ୍‌ ଗସ୍ତରେ ଯାଇଥିବା କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ଆଜି ବାଇକ୍‌ ଚଳାଇ ପାଙ୍ଗୋଙ୍ଗ ହ୍ରଦ ଆଡ଼କୁ ଯାଇଛନ୍ତି। ତାଙ୍କର କିଛି ଫଟୋ ସେ ଆଜି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ସେ…

ବଲାଙ୍ଗୀରରେ ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ବଲାଙ୍ଗୀର:  ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ । ବଲାଙ୍ଗୀରର ଅଧିଷ୍ଠାତ୍ରୀ ଦେବୀ ମାଁ ପାଟଣେଶ୍ୱରୀ ଓ ସମଲେଶ୍ୱରୀଙ୍କ ପରମ୍ପରା ଅନୁଯାୟୀ ଲଗ୍ନ ସମୟ ଧାର୍ଯ୍ୟ ହୋଇଛି । ରାଶି ନକ୍ଷତ୍ର ଏବଂ ପୂର୍ବ ପରମ୍ପରା ଅନୁଯାୟୀ ଆସନ୍ତା ସେପ୍ଟେମ୍ବର ମାସ ୨୦ ତାରିଖରେ ଭାଦ୍ରବ…

ଅପହରଣର ୧୫ ଘଣ୍ଟା ପରେ ୫ ମତ୍ସ୍ୟଜୀବୀ ଠାବ; ସମୁଦ୍ର ଅଶାନ୍ତ ଥିବାରୁ ଆସିପାରୁ ନାହାନ୍ତି କୂଳକୁ

ବ୍ରହ୍ମପୁର : ଉଦ୍ଧାର ହେଲେ ନିଖୋଜ ମତ୍ସ୍ୟଜୀବୀ । ଆନ୍ଧ୍ର ମାଛ ମାଫିଆ ସମୁଦ୍ର ମଧ୍ୟରୁ ୫ ମତ୍ସ୍ୟଜୀବୀଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା । ତେବେ ନିଖୋଜ ହେବାର ୧୫ ଘଣ୍ଟା ପରେ ଶ୍ରୀକାକୁଲମ୍ ଜିଲ୍ଲାର ବାରୁଭା ସମୁଦ୍ରରୁ ସେମାନଙ୍କୁ ଠାବ କରାଯାଇଛି ।  ତେବେ ସମୁଦ୍ର ଅଶାନ୍ତ…

୨୦୪୭ ସୁଦ୍ଧା ରାଜ୍ୟରୁ ମୁକ୍ତ ହେବ ସିକିଲ୍ ସେଲ୍, ଫୋକସ୍‌ରେ ୨୫ ବର୍ଷ ବୟସ୍କ ଯୁବ ପିଢ଼ି

ଭୁବନେଶ୍ୱର: ୨୦୪୭ ସୁଦ୍ଧା ଦେଶ ହେବ ସିକିଲ୍ ସେଲ୍ ମୁକ୍ତ। ଫୋକସ୍‌ରେ ୨୫ ବର୍ଷ ବୟସ୍କ ଯୁବ ପିଢ଼ି। ଏ ନେଇ କେନ୍ଦ୍ର ସରକାର ଓଡ଼ିଶାର ୨୦ ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସହାଭାଗିତାରେ ଆରମ୍ଭ କରିବେ ସିକିଲ୍ ସେଲ୍ ପରୀକ୍ଷା। ତେବେ ଅନ୍ୟ ୧୦ ଜିଲ୍ଲାରେ ନିଜସ୍ୱ ଅର୍ଥରୁ ରାଜ୍ୟ ସରକାର କରିବେ…

ଅଜିତ-ଶରଦ ଗୁପ୍ତ ବୈଠକ; କଂଗ୍ରେସ, ଶିବସେନାର ବଢିଲା ଚିନ୍ତା

ମୁମ୍ବାଇ:ଏନସିପି ମୁଖ୍ୟ ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ସାକ୍ଷାତ ପରେ ମହାରାଷ୍ଟ୍ର ରାଜନୀତିରେ ହଇଚଇ ସୃଷ୍ଟି ହେଇଛି । ଏହି ସାକ୍ଷାତ ପରେ ଅନେକ କଳ୍ପନା ଜଳ୍ପନା କରାଯାଉଛି । କୁହାଯାଉଛି, ଶରଦ ପାୱାରଙ୍କୁ ମନାଇବା ପାଇଁ ବିଜେପି ଅଜିତ ପାୱାରଙ୍କ ସହାରା ନେଇଛି । ଅଜିତଙ୍କ ମାଧ୍ୟମରେ ଏକ…

ସ୍ୱାଧୀନତା ଦିବସରେ ଅକ୍ଷୟ କୁମାରଙ୍କୁ ମିଳିଲା ଭାରତୀୟ ନାଗରିକତା

ମୁମ୍ବାଇ:ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଛନ୍ତି ଖିଲାଡି କୁମାର ଅକ୍ଷୟ କୁମାର । ତାଙ୍କୁ ମିଳିଛି ଭାରତର ନାଗିରକତା । ଅକ୍ଷୟ କୁମାରଙ୍କୁ ମିଳିଲା ଭାରତୀୟ ପାସୋପୋର୍ଟ । ୭୭ ଏହା ପରେ ସେ ନିଜ ଟୁଇଟର ହାଣ୍ଡେଲରେ ଲେଖିଛନ୍ତି, ଦିଲ ଏବଂ ସିଟିଜେନସିପ ଉଭୟେ ହିନ୍ଦୁସ୍ଥାନୀ । ଏହା ପରେ…