Latest Odisha News

BREAKING NEWS

Browsing Category

Uncategorized

ରାସ୍ତା ନିର୍ମାଣକୁ ନେଇ ସ୍ୱତନ୍ତ୍ର ନୀତି: ବିନା ଅନୁମତିରେ ରାସ୍ତା ଖୋଳିଲେ ଜରିମାନା

ଭୁବନେଶ୍ୱର: ରାସ୍ତା ନିର୍ମାଣକୁ ନେଇ ରାଜ୍ୟ ସରକାର ଆଣିବେ ସ୍ୱତନ୍ତ୍ର ନୀତି । ଏନେଇ ଯୋଜନା କରୁଛନ୍ତି ସରକାର। ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗ ଅଧିନରେ ଥିବା ରାସ୍ତାଗୁଡ଼ିକର ନିର୍ମାଣକୁ ନେଇ ରାଜ୍ୟ ସରକାର ସ୍ୱତନ୍ତ୍ର ନିୟମ ଆଣିବେ । ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି…

ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର: ଭେଟେରାନ ଅଭିନେତା ଜୟରାମ ସାମଲଙ୍କୁ ରବିବାର ଜୀବନବ୍ୟାପୀ ସାଧନା ସମ୍ମାନରେ ପୁରସ୍କୃତ କରାଯାଇଛି। ଭୁବନେଶ୍ୱରରେ ଆୟୋଜିତ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର କାର୍ଯ୍ୟକ୍ରମରେ ତାଙ୍କୁ ଏହି ଆୱାର୍ଡରେ ସମ୍ମାନିତ କରାଯାଇଛି। ରାଜ୍ୟପାଳ ରଘୁବର ଦାସ, ଉପମୁଖ୍ୟମନ୍ତ୍ରୀ…

ସପ୍ତାହେ ମଧ୍ୟରେ ମନୋଜ ମିଶ୍ର କ୍ଷମା ନମାଗିଲେ କୋର୍ଟକୁ ଯିବୁ: ଗୌତମବୁଦ୍ଧ ଦାସ

ବାଲେଶ୍ବର: ଅଭିନେତା ମନୋଜ ମିଶ୍ରଙ୍କ ବିବାଦ ଏବେ ନୂଆ ମୋଡ ନେଇଛି। ବିଭ୍ରାନ୍ତିକର ବିବାଦ ପାଇଁ ଟାର୍ଗେଟ ହୋଇଛନ୍ତି। ସପ୍ତାହେ ଭିତରେ ଅଭିନେତା ମନୋଜ ମିଶ୍ର ସର୍ବ ସମ୍ମୁଖରେ କ୍ଷମା ନମାଗିଲେ ଆମେ କୋର୍ଟଙ୍କ ଆଶ୍ରୟ ନେବୁ ବୋଲି ଆଜି ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ଚେତାବନୀ ଦେଇଛନ୍ତି।…

ହନୁମାନ ଚାଳିଶା ପାଇଁ ହିନ୍ଦୁଙ୍କୁ ଛୁଟି ଦିଆଯିବା ଉଚିତ୍: ହିମନ୍ତ ବିଶ୍ବଶର୍ମା

ରାଞ୍ଚି: ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରସ୍ତୁତି ଚାଲିଛି। ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍ ନଭେମ୍ବର ୨୦ରେ ଅନୁଷ୍ଠିତ ହେବ। ନିର୍ବାଚନ ପୂର୍ବରୁ ସମସ୍ତ ଦଳ ପକ୍ଷରୁ ରାଲି ଏବଂ ରୋଡ୍ ଶୋ ମଧ୍ୟ କରାଯାଉଛି। ଝାଡଖଣ୍ଡର ଏକ ସାଧାରଣ ସଭାରେ ଆସାମ ମୁଖ୍ୟମନ୍ତ୍ରୀ…

‘ଦ ସାବରମତି ରିପୋର୍ଟ’କୁ ମୋଦିଙ୍କ ପ୍ରଶଂସା; କହିଲେ ସତ ସାମ୍ନାକୁ ଆସୁଛି

ନୂଆଦିଲ୍ଲୀ: ଅଭିନେତା ବିକ୍ରାନ୍ତ ମେସିଙ୍କ ଫିଲ୍ମ 'ଦ ସାବରମତି ରିପୋର୍ଟ' ନିକଟରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ର ଗୋଧ୍ରା ଘଟଣା ଉପରେ ଆଧାରିତ ହୋଇଥିବା ବେଳେ ଫିଲ୍ମଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ଯ ଦୃଷ୍ଟି ଆକର୍ଷଣ କରିଛି। ସେ ଏହି ଫିଲ୍ମକୁ ପ୍ରଶଂସା କରିବା ସହ…

ଗୌତମ ଗମ୍ଭୀରଙ୍କୁ ଟାର୍ଗେଟ କଲେ ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଅଷ୍ଟ୍ରେଲୀୟ ପୂର୍ବତନ ଅଧିନାୟକ ଟିମ୍ ପେନ୍ ଭାରତୀୟ ଦଳର କୋଚ୍ ଗୌତମ ଗମ୍ଭୀରଙ୍କ କୋଚିଂକୁ ସମାଲୋଚନା କରିଛନ୍ତି। ତେବେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର…

ଝାନ୍ସି ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି 

ଝାନ୍ସି: ଉତ୍ତରପ୍ରଦେଶର ଝାନ୍ସି ସ୍ଥିତ ଲକ୍ଷ୍ମୀବାଇ ମେଡିକାଲ କଲେଜର ଏନଆଇସିୟୁରେ ଅଗ୍ନିକାଣ୍ଡ ଯୋଗୁଁ ନବଜାତକଙ୍କ ମୃତ୍ୟୁ ଘଟିଥିଲା। ଏବେ ଏହି ଦୁର୍ଘଟଣାରେ ଶିଶୁଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ନବଜାତ ଶିଶୁର ମୃତ୍ୟୁ ଘଟିଛି। ଝାନ୍ସୀ ଜିଲ୍ଲା…

ବିଗିଡିଲା ସ୍ବାସ୍ଥ୍ୟବସ୍ଥା, ପ୍ରଚାର ଅଧାରୁ ଫେରିଲେ ଗୋବିନ୍ଦା

ମୁମ୍ବାଇ: ମହାରାଷ୍ଟ୍ରର ଜାଲଗାଓଁ ଜିଲ୍ଲାରେ ଶନିବାର ଦିନ ବଲିଉଡ ଅଭିନେତା ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟ ହଠାତ୍ ବିଗିଡି ଯାଇଥିଲା। ସେ ସମୟରେ ରାଜ୍ୟରେ ଶାସକ ଦଳ ପାଇଁ ଏକ ରୋଡ୍ ଶୋ'ରେ ପ୍ରଚାର କରୁଥିଲେ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ପରେ ଅଭିନେତା ରୋଡ ଶୋ ଛାଡି ଅଧାରୁ ମୁମ୍ବାଇ…

ବନ୍ଦେ ଭାରତ ଏକ୍ସପ୍ରେସ ଖାଦ୍ୟରେ ପୋକ

ନୂଆଦିଲ୍ଲୀ: ଖାଦ୍ୟ ସେବାକୁ ନେଇ ବନ୍ଦେ ଭାରତ ଏକ୍ସପ୍ରେସ ପ୍ରାୟ ସମୟରେ ବିବାଦ ଘେରରେ ରହିଥାଏ। ପୁଣି ଥରେ ଏହି ଟ୍ରେନରେ ପରଷା ଯାଇଥିବା ଖାଦ୍ୟରେ ପୋକ ବାହାରିଥିବା ସୂଚନା ମିଳିଛି। ଏନେଇ ଜଣେ ଯାତ୍ରୀ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଯାତ୍ରୀଙ୍କୁ ପରଷା…

୨୦୩୧ ସୁଦ୍ଧା ଭାରତର ଅର୍ଥନୀତି ୭ ଟ୍ରିଲିୟନ ଡଲାର ହେବା ସମ୍ଭାବନା

ନୂଆଦିଲ୍ଲୀ: ୨୦୩୧ ସୁଦ୍ଧା ଭାରତୀୟ ଅର୍ଥନୀତିର ମୂଲ୍ୟ ୭ ଟ୍ରିଲିୟନ ଡଲାର ହେବ ଓ ଏହି ଅବଧି ମଧ୍ଯରେ ଦେଶର ଜିଡିପିର ହାରାହାରି ବାର୍ଷିକ ଅଭିବୃଦ୍ଧି ହାର ପ୍ରାୟ ୬.୭ ପ୍ରତିଶତ ହେବ। ଏନେଇ ରେଟିଂ ଏଜେନ୍ସି କ୍ରିସିଲ୍ ଦ୍ୱାରା ପ୍ରକାଶିତ ରିପୋର୍ଟରେ ସୂଚନା ଦିଆଯାଇଛି। ଏହା ସହିତ ଆହୁରି…