Latest Odisha News

BREAKING NEWS

Browsing Category

Uncategorized

କଂଗ୍ରେସ ନେତ୍ରୀଙ୍କୁ ମାରିଲା କିଏ?, ବନ୍ଦ ସୁଟକେସରୁ ମିଳିଲା ମୃତଦେହ 

ରୋହତକ: ହରିୟାଣାରେ ଚାଞ୍ଚଲ୍ୟ। ବନ୍ଦ ସୁଟକେସରୁ ସନ୍ଦେହଜନକ ଭାବେ ମିଳିଲା କଂଗ୍ରେସ ନେତ୍ରୀଙ୍କ ମୃତଦେହ। ଶନିବାର ହରିୟାଣାର ରୋହତକରେ ଏକ ସୁଟକେସ୍ ଭିତରେ ୨୨ ବର୍ଷୀୟା କଂଗ୍ରେସ କର୍ମୀ ହିମାନୀ ନରୱାଲଙ୍କ ମୃତଦେହ ମିଳିବା ପରେ ଏନେଇ ଆରମ୍ଭ ହୋଇଛି ତନାଘନା। ପୋଲିସ ମୃତ ଦେହ ଠାବ କରିବା…

ଭଦ୍ରକରେ ସେକ୍ସ ରାକେଟ୍ ଠାବ

ଭଦ୍ରକ: ଭଦ୍ରକର ଏକ ହୋଟେଲରେ ସେକ୍ସ ରାକେଟ ଚାଲିଥିବା ବେଳେ ଚଢଉ କରିଛି ପୋଲିସ। ଏଥିସହିତ ଦୁଇଜଣ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା ବେଳେ ଦୁଇଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ଜଣେ ପୋଲିସ ଅଧିକାରୀ ଗ୍ରାହକ ଭାବରେ ହୋଟେଲକୁ ଆସିଥିଲେ। ଦୁଇ ହଜାର ଟଙ୍କାରେ ଡିଲ୍ କରିବା ପରେ…

ହିନ୍ଦୁ ପର୍ବକୁ ନେଇ ଫରାହଙ୍କ ମନ୍ତବ୍ୟ, ମାମଲା ରୁଜୁ

ମୁମ୍ବାଇ: ବଲିଉଡ୍ ଫିଲ୍ମ ନିର୍ମାତା ତଥା କୋରିଓଗ୍ରାଫର ଫରାହ ଖାନଙ୍କ ବିରୋଧରେ ହିନ୍ଦୁସ୍ତାନୀ ଭାଉ ନାମରେ ଜଣାଶୁଣା ବିକାଶ ପାଠକ ମାମଲା ରୁଜୁ କରିଛନ୍ତି। ଫରାହ ଖାନ ହିନ୍ଦୁମାନଙ୍କ ପବିତ୍ର ପର୍ବ ହୋଲି ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଛି। ରିପୋର୍ଟ…

ସମ୍ଭାଜି ମହାରାଜଙ୍କ ସମ୍ପର୍କିତ ବିବାଦୀୟ କଣ୍ଟେଣ୍ଟ ହଟାଇବା ପାଇଁ ୱିକିପିଡିଆକୁ ନୋଟିସ

ମୁମ୍ବାଇ: ଲୋକପ୍ରିୟ ଅନଲାଇନ୍ ଏନସାଇକ୍ଲୋପିଡିଆ ଉଇକିପିଡ଼ିଆରେ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ବିଷୟରେ  ଆପତ୍ତିଜନକ ତଥ୍ୟ ଲେଖାଯାଇଥିବାରୁ ମହାରାଷ୍ଟ୍ରରେ ଏ ନେଇ  ବିବାଦ ସୃଷ୍ଟି ହୋଇଛି। ତେବେ ଏଥିରେ ଏଭଳି ଅନେକ କଥା ଉଲ୍ଲେଖ ରହିଛି ଯାହାର ଛତ୍ରପତିଙ୍କ ଜୀବନ ସହିତ କୌଣସି ସାମଞ୍ଜସ୍ୟ…

ଅତ୍ୟାଧୁନିକ ‘ନନ୍ଦଘର’ରେ ପରିଣତ ହେବ ରାୟଗଡାର ୧୦୦ଟି ଅଙ୍ଗନବାଡ଼ି କେନ୍ଦ୍ର

ରାୟଗଡା: ରାୟଗଡା ଜିଲ୍ଲାରେ ୧୦୦ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ଅତ୍ୟାଧୁନିକ 'ନନ୍ଦଘର'ରେ ପରିଣତ କରାଯିବ। ବେଦାନ୍ତ ଆଲୁମିନିୟମର ଅନିଲ ଅଗ୍ରୱାଲ ଫାଉଣ୍ଡେସନ ପକ୍ଷରୁ ଜିଲ୍ଲା ପ୍ରଶାସନ ସହ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି। ଏହାଦ୍ବାରା ଅଙ୍ଗନବାଡି କେନ୍ଦ୍ରଗୁଡିକୁ ମହିଳା ଓ ଶିଶୁଙ୍କ…

ଟାଟା ପଞ୍ଚ କାରରେ ୨୫ହଜାର ଟଙ୍କାର ରିହାତି; ସେଫ୍ଟି ରେଟିଂ ସହିତ ରହିଛି ଏହି ଫିଚର୍ସ..

ନୂଆଦିଲ୍ଲୀ: ଭାରତର ସବୁଠାରୁ ଅଧିକ ବିକ୍ରି ହେଉଥିବା ଏସୟୁଭି ଟାଟା ପଞ୍ଚ ଉପରେ ଟାଟା ମୋଟର୍ସ ବଡ଼ ରିହାତି ଘୋଷଣା କରିଛି। ଟାଟା ମୋଟର୍ସ ଏହାର ସର୍ବୋତ୍ତମ ବିକ୍ରି ହେଉଥିବା କମ୍ପାକ୍ଟ ଏସୟୁଭି ପଞ୍ଚର ପେଟ୍ରୋଲ ଏବଂ ସିଏନଜି ଭେରିଆଣ୍ଟ ଉପରେ ୨୫,୦୦୦ଟଙ୍କା ପର୍ଯ୍ୟନ୍ତ ରିହାତି ପ୍ରଦାନ…

ବିଡିଏର ସଫଳତା, ଫ୍ରିହୋଲ୍ଡ ପାଇଁ ୫୮୦ ପ୍ଲଟ ପଞ୍ଜୀକୃତ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଦ୍ୱାରା ଥିବା ଜମି ଲିଜ଼ହୋଲ୍ଡରୁ ଫ୍ରିହୋଲ୍ଡରେ ପରିବର୍ତ୍ତନ ପ୍ରକ୍ରିୟାରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ଏହି ପ୍ରକ୍ରିୟାରେ ଆବେଦନ ହୋଇଥିବା ୮୬୭ ଆବେଦନ ପତ୍ର ମଧ୍ୟରୁ ୫୮୦ଟି ଗୃହ ଜମିର ହସ୍ତାନ୍ତିକରଣ ପତ୍ର ବିଡ଼ିଏ…

କାହିଁକି ଅଲଗା ହେଲେ ହ୍ରିତିକ ଓ ସୁଜେନ, ଏଭଳି କହିଲେ ବାପା ରାକେଶ

ମୁମ୍ବାଇ: ଦୀର୍ଘ ଦିନ ପରେ ହ୍ରିତିକ ରୋଶନଙ୍କ ପିତା ତଥା ନିର୍ଦ୍ଦେଶକ ରାକେଶ ରୋଶନ ପୁଅ ଓ ବୋହୂଙ୍କ ଛାଡପତ୍ର ସମ୍ପର୍କରେ ମୁହଁ ଖୋଲିଛନ୍ତି। ୟୁଟ୍ୟୁବ୍ ଚ୍ୟାନେଲରେ ଇଣ୍ଟରଭ୍ୟୁ ଦେବା ସମୟରେ ରାକେଶ ରୋଶନ କହିଛନ୍ତି ଯେ 'ହ୍ରିତିକ ଏବଂ ସୁଜ୍ଜେନଙ୍କ ମଧ୍ୟରେ ଯାହା ଘଟିଥିଲା ତାହା…

ମହିଳା ସୈନିକଙ୍କୁ ଛାଡ଼ିବା ସମୟର ଛାତିଥରା ଦୃଶ୍ୟ, ଶକ୍ତି ପ୍ରଦର୍ଶନ କଲା ହମାସ

ନୂଆଦିଲ୍ଲୀ : ହମାସ କବଳରୁ ମୁକ୍ତ ହେଲେ ୪ ମହିଳା ଇସ୍ରାଏଲ ସୈନିକ । ଯାହାଙ୍କୁ ନେଇ ଏବେ ସାରା ବିଶ୍ବରେ ଚର୍ଚ୍ଚା । ଏହି ମହିଳା ସୈନିକଙ୍କୁ ପ୍ରାୟ ୧୫ ମାସ ଧରି ପଣବନ୍ଦୀ କରି ରଖିଥିଲା ହମାସ। ଏବେ ଇସ୍ରାଏଲ ସହ ଜାରି ରହିଥିବା ଅସ୍ତ୍ରବିରତି ମଧ୍ୟରେ, ପୁଣି ୪ ଜଣ ପଣବନ୍ଦୀଙ୍କୁ ମୁକ୍ତ…

ଲଞ୍ଚର କିଛି ସମୟ ପରେ ଫାଟିଲା ସ୍ପେସଏକ୍ସର ଷ୍ଟାରସିପ୍

ଟେକ୍ସାସ: ଲଞ୍ଚର କିଛି ସମୟ ପରେ ରକେଟରେ ବିସ୍ଫୋରଣ। ବିଶ୍ୱର ସବୁଠାରୁ ବଡ଼ ଏବଂ ଶକ୍ତିଶାଳୀ ରକେଟ୍ 'ଷ୍ଟାରସିପ୍' ଆମେରିକାର ଟେକ୍ସାସରୁ ଉତକ୍ଷେପଣ କରାଯାଇଥିଲା। ଆକାଶରେ ପହଞ୍ଚିବାର ମାତ୍ର କିଛି ମିନିଟ୍ ପରେ ଏଥିରେ ବିସ୍ଫୋରଣ ଘଟିଥିଲା। ସୂଚନା ଅନୁଯାୟୀ, ଉତକ୍ଷେପଣର ମାତ୍ର କିଛି…