Latest Odisha News

BREAKING NEWS

Browsing Category

Uncategorized

ବଡଦିନ ଓ ନୂଆବର୍ଷରେ କେବଳ ସିଂହଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି

ପୁରୀ:ବଡଦିନ ଓ ନୂଆବର୍ଷରେ କେବଳ ଶ୍ରୀମନ୍ଦିର ସିଂହଦ୍ବାର ଦେଇ ଭକ୍ତମାନେ ପ୍ରବେଶ କରିବେ ଏବଂ ଅନ୍ୟ ତିନି ଦ୍ଵାର ଦେଇ ପ୍ରସ୍ଥାନ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।…

IndiGo:ବ୍ୟାପକ ବିମାନ ବାତିଲ ପରେ, ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା । ଯାହାଦ୍ଵାରା ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏପରି ଏକ ସମସ୍ୟା ପାଇଁ ସୋସିଆଲ ମିଡ଼ିଆରେ ମଧ୍ୟ ବହୁ ଉତ୍ତେଜନା ଦେଖିବାକୁ ମିଳିଥିଲା ।  ସେଥିପାଇଁ ପୂର୍ବରୁ ଅଧ୍ୟକ୍ଷ ବିକ୍ରମ ସିଂହ ମେହେଟ୍ଟା…

ଗୋଟିଏ ଚୋଟରେ ହାତୀକୁ ବି ମାରି ଦେଇପାରେ ଏହି ସାପ, ନାଁ ଶୁଣିଲେ ଆପଣ ବି ଥରିବେ

ନୂଆଦିଲ୍ଲୀ: ସାପ ବିଷୟରେ କଥା ଉଠିଲେ ଅଧିକାଂଶ ଲୋକଙ୍କ ଶରୀରରେ କମ୍ପ ଆସିଯାଏ। କିନ୍ତୁ ଏହି ସବୁ ବିଷଧର ସାପ ମଧ୍ୟରେ ସବୁଠାରୁ ଭୟଙ୍କର ଓ ଶକ୍ତିଶାଳୀ ହେଉଛି କିଙ୍ଗ କୋବ୍ରା। ଏହା କେବଳ ଆକାରରେ ବଡ଼ ନୁହେଁ, ଗୋଟିଏ ଥର କାମୁଡ଼ାରେ ଦେଇପାରୁଥିବା ବିଷର ପରିମାଣ ପାଇଁ ମଧ୍ୟ ବିଖ୍ୟାତ। ଗୋଟିଏ…

ଇଣ୍ଡିଗୋ ଏୟାରଲାଇନ୍ସର ମାଲିକ କିଏ? ଏଭିଏସନ୍ ବାହାରେ ଆଉ କେଉଁ କେଉଁ ବ୍ୟବସାୟ ଚଳାଉଛନ୍ତି ସେ…

ନୂଆଦିଲ୍ଲୀ: ଗତ ୬ ଦିନରେ ୧୪୦୦ରୁ ଊର୍ଦ୍ଧ୍ୱ ଉଡ଼ାଣ ବାତିଲ ହେବା ଓ ପାଇଲଟ୍-କ୍ରୁ ଅଭାବରୁ ଶତାଧିକ ଉଡ଼ାଣରେ ବିଳମ୍ବ ପରେ ଇଣ୍ଡିଗୋ ଏୟାରଲାଇନ୍ସ ଏବେ ବଡ଼ ସଙ୍କଟରେ। ଏହି ପରିସ୍ଥିତି ମଧ୍ୟରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି – ଇଣ୍ଡିଗୋର ମାଲିକ କିଏ ଏବଂ ସେ କେବଳ ବିମାନ ବ୍ୟବସାୟ…

୩୦ କୋଟି ଠକେଇ ମାମଲାରେ ବିକ୍ରମ ଭଟ୍ଟ ଗିରଫ

ମୁମ୍ବାଇ: ଫିଲ୍ମ ନିର୍ମାତା ବିକ୍ରମ ଭଟ୍ଟଙ୍କୁ ୩୦ କୋଟି ଟଙ୍କା ଠକେଇ ମାମଲାରେ ପୋଲିସ ଗିରଫ କରିଥିବା ନେଇ ରିପୋର୍ଟରୁ ଜଣାପଡିଛି। ତେବେ ଏହି ଅଭିଯୋଗ ଗୁଡ଼ିକୁ ପୂର୍ବରୁ ହିଁ ବିକ୍ରମ ଅସ୍ବୀକାର କରିଥିଲେ। ଗତ ନଭେମ୍ବର ୧୭ ତାରିଖରେ ରାଜସ୍ଥାନର ଉଦୟପୁରରେ ଇନ୍ଦିରା ଗ୍ରୁପ୍ ଅଫ୍…

Israel, Hamas Update: ଶାନ୍ତି ଚୁକ୍ତିରେ ରାଜି ହେଲା ହମାସ, ଇସ୍ରାଏଲ କ’ଣ ରାଜି ହେବ?

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ବିବାଦର ଅନ୍ତ ପାଇଁ, ଆମେରିକା ଏକ ୨୦ ସୂତ୍ରୀ ଯୋଜନା ପ୍ରସ୍ତୁତ କରିଥିଲା, ଏବଂ ଏହା ଉପରେ କାର୍ଯ୍ୟ ଆରମ୍ଭ ହୋଇଛି। ହମାସ ଦ୍ୱାରା ଜୀବିତ ଇସ୍ରାଏଲୀ ବନ୍ଧକମାନଙ୍କୁ ମୁକ୍ତ କରାଯାଇଥିଲା, କିନ୍ତୁ ଯେତେବେଳେ ମୃତଦେହ ଫେରାଇବା ଆରମ୍ଭ ହେଲା, ଇସ୍ରାଏଲ ଅଭିଯୋଗ…

ପାକିସ୍ତାନରେ ଆରମ୍ଭ ହେଲା ବିଦ୍ରୋହ, ଇମ୍ରାନଙ୍କ ସମର୍ଥକ ଦେଲେ ଚେତାବନୀ

ନୂଆଦିଲ୍ଲୀ: ପାକିସ୍ତାନ ରାଜରାସ୍ତାରେ ନିଆଁ ଲଗାଇଲେ ଇମ୍ରାନଙ୍କ ସମର୍ଥକ । ଭେଟିବାକୁ ଦିଅ ନଚେ୍ତ ସବୁ ଛାରଖାର କରିଦେବୁ । ତାତିଲାଣି ପାକିସ୍ତାନ ଯାତାୟତ ହେଲାଣି ବାଧାପ୍ରାପ୍ତ ପଡ଼ୋଶୀ ପାକିସ୍ତାନ ବର୍ତ୍ତମାନ ଏକ ଗଭୀର ରାଜନୈତିକ ସଙ୍କଟର ସମ୍ମୁଖୀନ ହେଉଛି।  ପୂର୍ବତନ ପ୍ରଧାନମନ୍ତ୍ରୀ…

ଆଇଇଡି ବିସ୍ଫୋରଣରେ ମହିଳା କନଷ୍ଟେବଳ ଆହତ

ରାୟପୁର: ଛତିଶଗଡ଼ର ସୁକମା ଜିଲ୍ଲାର ଫୁଲବାଗଡି ପୋଲିସ ଷ୍ଟେସନ ଅଧୀନରେ ଥିବା ଗୋଗୁଣ୍ଡା ଅଞ୍ଚଳର ଜଙ୍ଗଲ ପାହାଡ଼ରେ ଏରିଆ ଡୋମିନେସନ୍ ଡ୍ୟୁଟିରେ ଥିବା ସମୟରେ ଆଇଇଡି ବିସ୍ଫୋରଣରେ ଜଣେ ମହିଳା କନଷ୍ଟେବଳ ଆହତ ହୋଇଛନ୍ତି। ଏହି ଘଟଣାରେ କନଷ୍ଟେବଳଙ୍କ ଗୋଡରେ ଆଘାତ ଲାଗିଛି। ରିପୋର୍ଟ…

Trump Pardons Turkeys: “ଗୋବଲ୍, ତୁମେ କ୍ଷମା ପାଇଲ,” ଇଣ୍ଟରନେଟରେ ଭାଇରାଲ ହେଉଛି ଟ୍ରମ୍ପ ଏବଂ…

ନୂଆଦିଲ୍ଲୀ: ଦୀର୍ଘକାଳୀନ ହ୍ୱାଇଟ୍ ହାଉସ୍ ପରମ୍ପରା ଅନୁସରଣ କରି, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଥାଙ୍କସଗିଭିଂ ପୂର୍ବରୁ ଦୁଇଟି ଟର୍କି ପକ୍ଷୀକୁ କ୍ଷମା କରିଥିଲେ। ଦୁଇଟି ଟର୍କିର ନାମ ୱାଡଲ୍ ଏବଂ ଗୋବଲ୍ ରଖାଯାଇଛି। ଏହି ସମାରୋହ ହସ ଏବଂ ରାଜନୈତିକ ବ୍ୟଙ୍ଗରେ ପରିପୂର୍ଣ୍ଣ…

Delhi Air Pollution ଅଫିସ୍ ଯିବା ମନା, ଘରେ ରହି କାମ କରିବେ କର୍ମଚାରୀ

ନୂଆଦିଲ୍ଲୀ :  ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉଦବେଗଜନକ ସ୍ଥିତିରେ ରହିଛି। ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ୪୦୦ ଅତିକ୍ରମ କରିଛି, ଏବଂ ନୋଏଡାର  ମଧ୍ୟ ୪୦୦ ରେ ପହଞ୍ଚିଛି। ଏହି ଗମ୍ଭୀର ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଘରୋଇ ପ୍ରତିଷ୍ଠାନଗୁଡ଼ିକୁ ଘରୁ କାମ କରିବାକୁ ନିର୍ଦେଶ…