Latest Odisha News

BREAKING NEWS

Browsing Category

Uncategorized

କାଳିଆ ପ୍ରେମରେ ବଲିଉଡ୍ ଷ୍ଟାର୍: ଜୀବନରେ ପ୍ରଥମ ଥର ପାଇଁ ବଡ଼ଦାଣ୍ଡରେ ଘୋଷଯାତ୍ରା ଦେଖିବେ ସୋନୁ ନିଗମ!

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଅନେକ ହୃଦୟସ୍ପର୍ଶୀ ତଥା ଲୋକପ୍ରିୟ ଭଜନ ଗାଇ ଓଡ଼ିଆ ଶ୍ରୋତାଙ୍କ ମନ କିଣିଥିବା ବଲିଉଡ୍ ଗାୟକ ସୋନୁ ନିଗମଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସବୁବେଳେ କାଳିଆ ସାଆନ୍ତଙ୍କ ଭକ୍ତିରେ ଲୀନ ରହୁଥିବା ଏହି ଲୋକପ୍ରିୟ କଣ୍ଠଶିଳ୍ପୀ ନିଜ…

ସଫଳତାର ଶୀର୍ଷରେ ଜ୍ୟୋତିର୍ମୟୀ: ସ୍ୱତନ୍ତ୍ର ସମାରୋହରେ କିଟ୍ ପକ୍ଷରୁ ବିପୁଳ ସ୍ୱାଗତ, ଉଛୁଳିଲା କ୍ୟାମ୍ପସ

ଭୁବନେଶ୍ୱର: ନିଜର ଅଦମ୍ୟ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ବଳରେ ସଫଳତାର ନୂତନ ମାଇଲଖୁଣ୍ଟ ସ୍ଥାପନ କରିଥିବା ଜ୍ୟୋତିର୍ମୟୀ ନାୟକଙ୍କୁ କିଟ୍ ପକ୍ଷରୁ ଏକ ସ୍ୱତନ୍ତ୍ର ତଥା ଭବ୍ୟ ସମାରୋହରେ ସମ୍ବର୍ଦ୍ଧିତ କରାଯାଇଛି। ନିଜ ଅନୁଷ୍ଠାନକୁ ଫେରିବା ପରେ ତାଙ୍କୁ ଦିଆଯାଇଥିବା ଏହି ବିପୁଳ ସ୍ୱାଗତ…

ରାୟଗଡ଼ାରେ ମାଲେରିଆ ନେଲା ଛାତ୍ରଙ୍କ ଜୀବନ, ୧୧ ଜଣ ସଙ୍କଟାପନ୍ନ ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ରାୟଗଡ଼ା: ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ବାସ୍ତବ ଚିତ୍ର କେତେ ଭୟଙ୍କର, ତାହାର ଆଉ ଏକ ଜ୍ୱଳନ୍ତ ଉଦାହରଣ ରାୟଗଡ଼ା ଜିଲ୍ଲାରୁ ସାମ୍ନାକୁ ଆସିଛି। ଘରୁ ପାଠ ପଢ଼ି ମଣିଷ ହେବାକୁ ଆସିଥିବା ଜଣେ କୁନି ଛାତ୍ର ଆଜି…

E20 ପେଟ୍ରୋଲ ବନ୍ଦ କର! କେନ୍ଦ୍ର ବିରୋଧରେ କେଜ୍ରିୱାଲଙ୍କ ବଡ଼ ଅସ୍ତ୍ର, ଆରମ୍ଭ କଲେ ‘ଅନଲାଇନ୍ ହସ୍ତାକ୍ଷର…

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା E20 ପେଟ୍ରୋଲ (୨୦ ପ୍ରତିଶତ ଇଥାନଲ୍ ମିଶ୍ରିତ ପେଟ୍ରୋଲ) କୁ ନେଇ ଦେଶରେ ବିବାଦ ତୀବ୍ର ହେବାରେ ଲାଗିଛି। ସାଧାରଣ ଲୋକଙ୍କ ଗାଡ଼ିର ଇଞ୍ଜିନ ନଷ୍ଟ ହେଉଥିବା ଅଭିଯୋଗ ଆଣି ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଆବାହକ ତଥା ଦିଲ୍ଲୀର…

ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍: ସିଆରପି ଛକ ଓଭରବ୍ରିଜ୍‌ରେ ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଏକ ଛାତିଥରା ‘ହିଟ୍ ଆଣ୍ଡ ରନ୍’ ଘଟଣା ସାମ୍ନାକୁ ଆସିଛି। ବେପରୁଆ ଗାଡ଼ି ଚାଳନା ପାଇଁ ଆଉ ଜଣେ ନିରୀହ ଯୁବକଙ୍କୁ ନିଜ ଜୀବନ ହାରିବାକୁ ପଡ଼ିଛି। ସିଆରପି ଛକ ସ୍ଥିତ ଓଭରବ୍ରିଜ୍ ଉପରେ ଏକ ଅଜଣା ଦ୍ରୁତଗତି ଗାଡ଼ିର ଧକ୍କାରେ ଜଣେ ଯୁବକଙ୍କର ଶୋଚନୀୟ…

ବ୍ରହ୍ମପୁରରେ ଦାଦାଗିରିର ଚରମ ସୀମା: ଦଳିତ ଯୁବକଙ୍କୁ ବନ୍ଦ କୋଠରୀରେ ୩ ଦିନ କାଳ ଅମାନୁଷିକ ନିର୍ଯାତନା

ବ୍ରହ୍ମପୁର: ରେଶମ ସହର ବ୍ରହ୍ମପୁର ଓ ଏହାର ଆଖପାଖ ଅଞ୍ଚଳରେ ଅପରାଧୀଙ୍କ ଦାଦାଗିରି ଏବେ ସବୁ ସୀମା ପାର୍ କରିଯାଇଛି। ବ୍ରହ୍ମପୁର ସଦର ଥାନା ଅଞ୍ଚଳରୁ ଏକ ଅତି ବର୍ବର ତଥା ଛାତିଥରା ଘଟଣା ସାମ୍ନାକୁ ଆସିଛି, ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ୍ ହେବାରେ ଲାଗିଛି। ଜଣେ ନିରୀହ…

ପୁରୀ ରଥଯାତ୍ରାରେ ମୁତୟନ ହେବେ କେନ୍ଦ୍ରୀୟ ଫୋର୍ସ: ୧୫ କମ୍ପାନୀ ଯବାନ ସମ୍ଭାଳିବେ ମହାପ୍ରଭୁଙ୍କ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପୁରୀ ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଆସନ୍ତା ଜୁଲାଇ ୧୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି ମହାପର୍ବକୁ ଶାନ୍ତିପୂର୍ଣ୍ଣ ଏବଂ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ଲାଗି ରାଜ୍ୟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା…

୨୨ ଘଣ୍ଟା ପରେ ମାଲ୍ୟଗିରି ପାହାଡ଼ରୁ ୩ ଯୁବକ ଉଦ୍ଧାର

ଭୁବନେଶ୍ୱର: ମାଲ୍ୟଗିରି ପାହାଡ଼ରେ ଫସି ରହିଥିବା ତିନି ଜଣ ଯୁବକଙ୍କୁ ଗୁରୁବାର ଦିନ ଦୀର୍ଘ ୨୨ ଘଣ୍ଟା ପରେ ସଫଳତାର ସହ ଉଦ୍ଧାର କରାଯାଇଛି। ରିପୋର୍ଟ ଅନୁଯାୟୀ, କେନ୍ଦୁଝରର ସାତ ଜଣ ଯୁବକ ବୁଧବାର ମାଲ୍ୟଗିରି ପାହାଡ଼ରେ ଟ୍ରେକିଂ କରିବାକୁ ଯାଇଥିଲେ। ସେମାନେ ଖୁଲୁଡି ଶିବ ମନ୍ଦିରରୁ…

ମମତାଙ୍କ ଦଳ ଉପରେ ଇଡିର ବଡ଼ ଆକ୍ସନ୍: ଟିଏମସି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଏକାଧିକ ସ୍ଥାନରେ ରେଡ୍, ବ୍ୟାଙ୍କ…

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଥରେ ହଟଚମଟ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିଜର ଆକ୍ସନ ନେବା ଆରମ୍ଭ କରିଛି। ଦଳର କିଛି ତୁଙ୍ଗ ନେତା ତଥା ସହଯୋଗୀଙ୍କ ସହ ଜଡିତ ଏକ ହାଇ-ପ୍ରୋଫାଇଲ୍ ମନି ଲଣ୍ଡରିଂ…

ଆମେରିକାରେ ଓଡ଼ିଆ ପରମ୍ପରାକୁ ପ୍ରଶଂସା

ଭୁବନେଶ୍ୱର: ଆମେରିକାରେ ଓଡ଼ିଆମାନେ ବସବାସ କରୁଥିଲେ ମଧ୍ୟ ଓଡ଼ିଆ ପରମ୍ପରାକୁ ଭୁଲିନାହାନ୍ତି। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ଆମେରିକାରେ ରହୁଥିଲେ ମଧ୍ୟ ବେଶ ଗୁରୁତ୍ୱ ଦେଉଥିବାରୁ ଓଡ଼ିଶା ଆସୋସିଏସନ୍‍ ଇନ୍‍ ଆମେରିକା (ଓସା)କୁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଉଚ୍ଚ ପ୍ରଶଂସା…