Latest Odisha News

BREAKING NEWS

Browsing Category

World

Edo wedding traditions ଅଜବ ବାହାଘର…ଏଠାରେ ସ୍ବାମୀଙ୍କ ସହ ନୁହେଁ, କନ୍ୟା ଶ୍ବଶୁରଙ୍କ ସହ ନିଅନ୍ତି ବଚନ

ନୂଆଦିଲ୍ଲୀ:  ସାରା ବିଶ୍ୱରେ ବିବାହ ବିଭିନ୍ନ ରଙ୍ଗରେ ପାଳିତ ହୁଏ।  ସବୁ ଧର୍ମରେ ସବୁ ଦେଶରେ ଏହାର ରୀତିନୀତି  ଭିନ୍ନ ହୋଇଥାଏ । କେତେକ ସମୟରେ କିଛି ବିବାହର ପରମ୍ପରାରେ ଏପରି  କିଛି ରୀତିନୀତି ସାମିଲ ଥାଏ ଯାହାକୁ ଶୁଣି ହିଁ ଆଶ୍ଚର୍ଯ୍ୟ ଲୋଗେ ।  ଭାରତରେ ହିନ୍ଦୁ ବିବାହରେ, କନ୍ୟାଦାନ…

Types Of Gold: କାହିଁକି ୧୮, ୨୨ ଏବଂ ୨୪ କ୍ୟାରେଟ୍ ହିଁ ହୋଇଥାଏ ସୁନା, ୧୯, ୨୧ କି ୨୫ ନୁହେଁ?

ନୂଆଦିଲ୍ଲୀ: ଶତାବ୍ଦୀ ଧରି ଆମ ଦେଶରେ ହଳଦିଆ ଧାତୁ ସୁନା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଆସିଛି। ବିବାହ, ପର୍ବ କିମ୍ବା ଧାର୍ମିକ ରୀତିନୀତି ହେଉ, ସୁନା ଅଳଙ୍କାରର ଚମକ ପ୍ରତ୍ୟେକ ଅବସରକୁ ଅଧିକ ସ୍ୱତନ୍ତ୍ର କରିଥାଏ। ଭାରତୀୟମାନେ ସୁନାକୁ କେବଳ ଅଳଙ୍କାର ଭାବରେ ମୂଲ୍ୟବାନ ନୁହେଁ…

Quasi-Moon: ପୃଥିବୀକୁ ଘେରିଲା ଦୁଇ ଚନ୍ଦ୍ର!

ନୂଆଦିଲ୍ଲୀ: ଏବେ ଗୋଟିଏ ନୁହେଁ, ପୃଥିବୀ ଚାରିପାଖେ ପରିକ୍ରମା କରୁଛି ଦୁଇ ଚନ୍ଦ୍ର । ଆଗାମୀ ୫୦ ବର୍ଷ ପାଇଁ ପୃଥିବୀର ରହିବ ୨ଟି ଚନ୍ଦ୍ର । ହଁ, ଏହା କୌଣସି ବିଜ୍ଞାନ କଳ୍ପନା ଚଳଚ୍ଚିତ୍ରର ସ୍କ୍ରିପ୍ଟ ନୁହେଁ, ବରଂ ଏକ ବାସ୍ତବତା। ଜ୍ୟୋତିର୍ବିଦମାନେ ପୃଥିବୀର ଏକ ନୂତନ ସହଯୋଗୀ ଚିହ୍ନଟ…

ଶାସ୍ତ୍ରୀ, ଇନ୍ଦିରାଙ୍କଠାରୁ ଅଟଳଙ୍କ ପର୍ଯ୍ୟନ୍ତ….ପୂର୍ବରୁ ଆମେରିକାକୁ ଦେଖାଇଛନ୍ତି ତା’ ଔକାତ୍….

ନୂଆଦିଲ୍ଲୀ: ଆମେରିକା ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇଛି, ଯାହା ଗୁରୁବାର ଠାରୁ କାର୍ଯ୍ୟକାରୀ ହୋଇଯାଇଛି । ତା ସହ ଭାରତ ଉପରେ ଅତିରିକ୍ତ ୨୫% ଶୁଳ୍କ, ଯାହା ଆସନ୍ତା ଅଗଷ୍ଟ ୨୭ରୁ ଲାଗୁ ହେବାକୁ ଯାଉଛି । ଏହା ପରେ ଭାରତ ଉପରେ ଆମେରିକା ଆମାଦାନୀ ପାଇଁ ୫୦% ଶୁଳ୍କ ନେବ । ଏହି ଶୁଳ୍କ…

ମଣିଷ ଶରୀରରେ ଘୁଷୁରୀ କିଡନୀ, ୧୩୦ ଦିନ ବଞ୍ଚିଲେ ମହିଳା

ନୂଆଦିଲ୍ଲୀ: କିଡନୀ ପ୍ରତିରୋପଣ ଏବେ ସାମାନ୍ୟ ଅସ୍ତ୍ରୋପଚାର । ଅନେକ ମହିଳା ଏବଂ ପୁରୁଷଙ୍କ କିଡନୀ ଏବେ ସଫଳ ଭାବେ ପ୍ରତିରୋପଣ କରାଯାଉଛି । ଯାହା ଦ୍ବାରା ସେମାନେ ବେଶ୍ କିଛି ଦିନ ଏକ ସୁସ୍ଥମୟ ଜୀବନ ବଞ୍ଚୁଛନ୍ତି । ହେଲେ କିଡନୀ ପ୍ରତିରୋପଣ ସମୟରେ ଏହାର  ସୁସ୍ଥତା ଯାଞ୍ଚ କରିବା ଏବଂ…

ଦୁର୍ଘଟଣାରୁ ବଞ୍ଚାଇଥିବା ବ୍ୟକ୍ତିଙ୍କୁ ସ୍ପେଶାଲ ଗିଫ୍ଟ ଦେଲେ ପନ୍ତ

ନୂଆଦିଲ୍ଲୀ: ୨୦୨୨ ମସିହାରେ ଟିମ୍ ଇଣ୍ଡିଆର ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କର ଏକ କାର ଦୁର୍ଘଟଣା ହୋଇଥିଲା। ଏହି ଦୁର୍ଘଟଣାରେ ସେ ଗୁରୁତର ଆହତ ହେବାସହ କାରରେ ନିଆଁ ମଧ୍ଯ ଲାଗିଯାଇଥିଲା। ସେହି ସମୟରେ ତାଙ୍କୁ ଦୁଇ ଜଣ ଲୋକ ଉଦ୍ଧାର କରିଥିଲେ। ପନ୍ତ ତାଙ୍କ ଜୀବନ ରକ୍ଷା…

ଦ୍ୱିଶତକ ସତ୍ୱେ ସେହ୍ୱାଗ ପୁଅ ଆର୍ଯ୍ୟବୀରଙ୍କୁ ଦେବେନି ସ୍ୱତନ୍ତ୍ର ଉପହାର

ନୂଆଦିଲ୍ଲୀ: ଭାରତୀୟ କ୍ରିିକେଟ ଟିମର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗଙ୍କ ପୁଅ ଆର୍ଯ୍ୟବୀର ଏବେ ଚର୍ଚ୍ଚାରେ ରହିଛନ୍ତି । ଶୁକ୍ରବାର କୁଚ ବିହାର ଟ୍ରଫି କ୍ରିକେଟରେ ଦିଲ୍ଲୀ ପକ୍ଷରୁ ଖେଳୁଥିବା ଆର୍ଯ୍ୟବୀର ମେଘାଳୟ ବିପକ୍ଷରେ ୨୯୭ ରନର ଚମକପ୍ରଦ ଇନିଂସ ଖେଳିଥିଲେ ।…

ଓଡିଶାର କଶିକା ମିଶ୍ର ଜିତିଲେ ଆଇଜିୟୁ ଟାଇଟଲ

ଭୁବନେଶ୍ୱର: ଓଡିଶାର ଉଦୀୟମାନ ଗଲ୍ଫ ଖେଳାଳି କଶିକା ମିଶ୍ର ଇତିହାସ ରଚିଛନ୍ତି । ସେ ପ୍ରଥମ ଓଡିଆ ଭାବେ ଇଣ୍ଡିଆନ ଗଲ୍ଫ ୟୁନିୟନ ଚାମ୍ପିୟନଶିପରେ ଟାଇଟଲ ହାସଲ କରିଛନ୍ତି । ନଭେମ୍ବର ୧୮ରୁ ୨୧ ପର୍ଯ୍ୟନ୍ତ ଏହା ଜେପି ଗ୍ରୀନରେ ଖେଳାଯାଇଥିଲା । ୧୫ରୁ ୧୮ ବର୍ଷ କାଟାଗୋରୀ ଏବଂ ସିନିୟର ଆମେଚର…

ଡରାଇଲାଣି ଆଣ୍ଟାର୍କଟିକା: ତରଳୁଛି ଗ୍ଲାସିୟର, ପାଲଟିଲାଣି ସବୁଜିମା

ନୂଆଦିଲ୍ଲୀ: ଧିରେ ଧିରେ ପରିବର୍ତ୍ତନ ଚକ୍ରରେ ବଦଳି ଚାଲିଛି ପୃଥିବୀ । ଜଳବାୟୁ ପରିବର୍ତ୍ତନର କୁପ୍ରଭାବରେ ପ୍ରଭାବିତ ହୋଇ ଏବେ ପ୍ରକୃତି ବିଭିନ୍ନ ସ୍ଥାନରେ ତାର କରାଳ ରୂପ ଦେଖାଉଛି । କାହିଁ କେତେ କାଳରୁ ବରଫରେ ଆଚ୍ଛାଦିତ ହୋଇ ପଡିରହିଥିବା ଆଣ୍ଟାର୍କଟିକା ବି ଏଥିରେ ପ୍ରଭାବିତ ହେବାକୁ…

ତାଣ୍ଡବ ରଚୁଛି ‘ଉଡନ୍ତା ନଦୀ’

ନୂଆଦିଲ୍ଲୀ: ଫ୍ଲାଇଂ ରିଭର୍ ବା ଉଡନ୍ତା ନଦୀ । ଏମିତି ନାଁ କେବେ ଶୁଣିଛନ୍ତି କି ? ବୋଧହୁଏ ଏହି ଶବ୍ଦ ଶହ ଅନେକ ପରିଚିତ ନଥିବେ । କିନ୍ତୁ ଏଭଳି ଉଡନ୍ତା ନଦୀ ଓ ବାୟୁମଣ୍ଡଳୀୟ ନଦୀ ଭାରତରେ ବିନାଶକାରୀ ବର୍ଷା ଓ ବନ୍ୟାର କାରଣ ହୋଇଛନ୍ତି । ଏମିତି ତ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଭାରତର…