Latest Odisha News

BREAKING NEWS

Browsing Category

World

India supplied petrol to Russia: ରୁଷିଆକୁ ବଞ୍ଚେଇଲା ଭାରତ! ଦୁନିଆକୁ ତେଲ ବିକୁ ଥିବା ଦେଶ ଏବେ ଭାରତ…

ନୂଆଦିଲ୍ଲୀ: ଦୁନିଆକୁ ତେଲ ବାଣ୍ଟୁଥିବା ଦେଶରେ ସଙ୍କଟ! ସଙ୍ଗେ ସଙ୍ଗେ ସାହାଯ୍ୟ ପଠାଇଲା ବନ୍ଧୁ ଭାରତ ଦୁନିଆର ବଡ଼ ବଡ଼ ଦେଶକୁ ତୈଳ ରପ୍ତାନି କରୁଥିବା ରୁଷ ଆଜି ନିଜ ଦେଶରେ ପେଟ୍ରୋଲ ସଙ୍କଟର ସାମ୍ନା କରୁଛି। ୟୁକ୍ରେନର ଲଗାତାର ଆକ୍ରମଣରେ ରୁଷରେ ଇନ୍ଧନ ଅଭାବ ଦେଖାଦେଇଛି। ଏଭଳି…

PM in Seychelles: ତିନି ଦିନିଆ ଗସ୍ତରେ ସେଚେଲ୍ସରେ ପ୍ରଧାନମନ୍ତ୍ରୀ, ମିଳିଲା ଭବ୍ୟ ସ୍ବାଗତ, ଦେଖିବାକୁ ମିଳିଲା…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ତିନି ଦିନିଆ ସରକାରୀ ଗସ୍ତରେ ସେଚେଲ୍ସରେ ପହଞ୍ଚିଥିଲେ। ଏହି ଗସ୍ତ ସମୟରେ, ସେ ରାଷ୍ଟ୍ରପତି ପାଟ୍ରିକ୍ ହର୍ମିନିଙ୍କ ସହିତ ଆଲୋଚନା କରିବା ସଂ ଦ୍ୱୀପ ରାଷ୍ଟ୍ରର ଜାତୀୟ ଦିବସର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମଧ୍ୟ ଯୋଗଦେବେ।…

India-US trade deal: ଆମେରିକାକୁ ଭାରତର ନା! ମନ୍ତ୍ରୀ କହିଦେଲେ, ‘ସେପର୍ଯ୍ୟନ୍ତ ସାଇନ୍ ହେବନି…

ନୂଆଦିଲ୍ଲୀ: ‘ନୋ ମିନ୍ସ ନୋ’, ଆଭିମୁଖ୍ୟରେ ଭାରତ ଗୋଟିଏ ସର୍ତ୍ତରେ ଅଟକିଛି, ଭାରତ-ଆମେରିକା ଟ୍ରେଡ୍ ଡିଲ୍! ବହୁ ପ୍ରତୀକ୍ଷିତ ତଥା ବହୁଚର୍ଚ୍ଚିତ ଭାରତ-ଆମେରିକା ଟ୍ରେଡ୍ ଡିଲ୍ ବା ବାଣିଜ୍ୟ ଚୁକ୍ତି ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ ଥିଲା। ବାରମ୍ବାର ଆମେରିକା ପକ୍ଷରୁ…

Iran strikes in Hormuz: ଟ୍ରମ୍ପଙ୍କ ବୟାନ୍…ହର୍ମୁଜରେ ଇରାନର ଆକ୍ରମଣ, ପୁଣି ଫେରିବ କି ଯୁଦ୍ଧ?

ନୂଆଦିଲ୍ଲୀ: ଶାନ୍ତି ଆଲୋଚନା ମଧ୍ୟରେ ଇରାନ ହରମୁଜ ଦେଇ ଯାଉଥିବା ଏକ ଜାହାଜ ଉପରେ ଆକ୍ରମଣ କରିଛି। ଇରାନ ଜାହାଜଗୁଡ଼ିକୁ ତେହେରାନର ଅନୁମୋଦନ ବିନା ହରମୁଜ ପ୍ରଣାଳୀ ବ୍ୟବହାର ନକରିବାକୁ ଚେତାବନୀ ଦେବାର କିଛି ଘଣ୍ଟା ପରେ ଏହି ଆକ୍ରମଣ ହୋଇଥିଲା। ଜାତିସଂଘ ଏଜେନ୍ସିର ମହାସଚିବ ଆର୍ସେନିଓ…

Bob Blair: ଜନ୍ମଦିନରେ ଦୁନିଆକୁ ବିଦାୟ କହିଲେ ଏହି କିମ୍ବଦନ୍ତୀ କ୍ରିକେଟର…ପ୍ରେମିକାଙ୍କ ମୃତ୍ୟୁ ଖବର ଶୁଣି ବି…

ନୂଆଦିଲ୍ଲୀ: କ୍ରିକେଟ କେବଳ ରନ୍, ୱିକେଟ୍ ଓ ରେକର୍ଡର କାହାଣୀ ନୁହେଁ। କେତେକ ଖେଳାଳି ନିଜ ସାହସ, ତ୍ୟାଗ ଓ ମାନବିକତା ପାଇଁ ଇତିହାସରେ ଅମର ହୋଇ ରହିଯାଆନ୍ତି। ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଦ୍ରୁତ ବୋଲର ବବ୍ ବ୍ଲେୟାର ସେହିଭଳି ଜଣେ କ୍ରିକେଟର ଥିଲେ। ସେ ଆଜି ଆଉ ଏହି ଦୁନିଆରେ ନାହାନ୍ତି ।…

Indian Casualties in Iran Conflict: ଖାଡିରେ ସଙ୍କଟରେ ଭାରତୀୟଙ୍କ ଜୀବନ! ଇସ୍ରାଏଲ-ଆମେରିକାଠାରୁ ଅଧିକ ମଲେ…

ନୂଆଦିଲ୍ଲୀ: ରିପୋର୍ଟରେ ଚାଞ୍ଚଲ୍ୟକର ଖୁଲାସା ନା ଇସ୍ରାଏଲ, ନା ଆମେରିକା, ଗଲା ଅଧିକ ଭାରତୀୟଙ୍କ ଜୀବନ! ଇରାନକୁ କେନ୍ଦ୍ର କରି ଚାଲିଥିବା ଯୁଦ୍ଧରେ ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ସାମ୍ନାକୁ ଆସିଛି। ଯୁଦ୍ଧରେ ସିଧାସଳଖ ଭାବେ ଜଡିତ ନଥିବା ସତ୍ତ୍ୱେ ଭାରତୀୟ ନାଗରିକଙ୍କ ମୃତ୍ୟୁ ସଂଖ୍ୟା…

BrahMos, Akashteer: ମିଡିଲ୍ ଇଷ୍ଟରେ ଭାରତର ଗର୍ଜନ…‘ବ୍ରହ୍ମୋସ୍’ ଭରସାରେ ମୁସଲିମ୍ ଦେଶ!

ନୂଆଦିଲ୍ଲୀ: ମିଡିଲ୍ ଇଷ୍ଟରେ ଭାରତର ମହାଡିଲ୍! ମୁସିଲିମ୍ ଦେଶର ଢାଲ ସାଜିବ ବ୍ରହ୍ମୋସ୍ ଏବଂ ଆକାଶତୀର! ବଦଳିଯିବ ଖାଡ଼ି ଅଞ୍ଚଳର ସୁରକ୍ଷା ଚିତ୍ର! ମଧ୍ୟ ପୂର୍ବରେ ଇରାନ-ଇସ୍ରାଏଲ-ଆମେରିକା ସଂଘର୍ଷ ପରେ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଥିବା ବେଳେ, ଭାରତ ପାଇଁ ଆସିପାରେ ଏକ ବଡ଼…

Hormuz Reopen: ରନ୍ଧନ ଗ୍ୟାସ୍ ଏବଂ ପେଟ୍ରୋଲ ରେଟ୍… ହର୍ମୁଜ୍ ଖୋଲିବା ପରେ ଆପଣଙ୍କ ପକେଟ୍ ଉପରେ କିପରି…

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟକୁ ଫେରିଛି ଶାନ୍ତି । ଆମେରିକା ଏବଂ ଇରାନ ମଧ୍ୟରେ ୧୪ ସୂତ୍ରୀ ଯୁଦ୍ଧବିରତି ଚୁକ୍ତି ହୋଇଛି । ଏହାପରେ ବିଶ୍ୱ ଶକ୍ତି ସୁରକ୍ଷା ଏବଂ ଅନ୍ତର୍ଜାତୀୟ ବାଣିଜ୍ୟ ଦୃଷ୍ଟିରୁ ବିଶ୍ୱର ସବୁଠାରୁ ସମ୍ବେଦନଶୀଳ ଏବଂ ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥ ହରମୁଜ୍ ପ୍ରଣାଳୀ ଖୁବ୍…

US-Iran 14-Point Deal: ଇରାନ-ଆମେରିକା ଶାନ୍ତି ଚୁକ୍ତି: ହର୍ମୁଜକୁ ହଁ, ପରମାଣୁ ଅସ୍ତ୍ରକୁ ନା…ଜାଣନ୍ତୁ ୧୪ଟି ବଡ଼…

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ଶେଷରେ ଏକ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଆମେରିକା ଏହି ଶାନ୍ତି ପ୍ରସ୍ତାବର ଏକ ଡ୍ରାଫ୍ଟ ସେୟାର କରିଛି। ଯୁଦ୍ଧ ସମାପ୍ତ କରିବାକୁ ଉଭୟ ଦେଶ ଯେଉଁ ୧୪ଟି ପଏଣ୍ଟରେ ସହମତ ହୋଇଛନ୍ତି । ଅନେକ ଦିନ ଧରି ଗୋପନ ରଖାଯାଇଥିବା ଆମେରିକା ଓ ଇରାନ…

Indo Pacific Command: କମାଣ୍ଡରୁ ‘ଇଣ୍ଡୋ’ ହଟାଇଲା ଆମେରିକା, ପିଓକେକୁ ପାକିସ୍ତାନର ଅଂଶ ଦେଖାଇ ବିବାଦରେ…

ନୂଆଦିଲ୍ଲୀ: ଆମେରିକା ତାହାର ପ୍ରମୁଖ ସାମରିକ କମାଣ୍ଡ ‘US Indo-Pacific Command (USINDOPACOM)’ର ନାମ ପରିବର୍ତ୍ତନ କରି ପୁଣିଥରେ ‘US Pacific Command (USPACOM)’ କରିଛି। ଯାହା ମଧ୍ୟରୁ ଇଣ୍ଡୋ(Indo) ଶବ୍ଦଟି କାଢି ଦିଆଯାଇଛି । ୨୦୧୮ ମସିହାରେ ତତ୍କାଳୀନ ରକ୍ଷାମନ୍ତ୍ରୀ ଜିମ୍…