Latest Odisha News

BREAKING NEWS

‘କାଫେ କଫି ଡେ’ ପ୍ରତିଷ୍ଠାତା ଭିଜି ସିଦ୍ଧାର୍ଥ ନିଖୋଜ

ନୂଆଦିଲ୍ଲୀ: ଭାରତର ସର୍ବବୃହତ କଫି ସପ୍ ‘କାଫେ କଫି ଡେ’ର ପ୍ରତିଷ୍ଠାତା ତଥା ମାଲିକ ଭିଜି ସିଦ୍ଧାର୍ଥ ନିଖୋଜ ହୋଇଯାଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ ସିଦ୍ଧାର୍ଥ ମଙ୍ଗଳବାର ଦିନ ମାଙ୍ଗାଲୁରୁସି୍ଥତ ନେତ୍ରାବତୀ ନଦୀ ବ୍ରିଜ୍ ନିକଟରେ ତାଙ୍କ କାରରୁ କୌଣସିକାରଣବଶତଃ ଓହ୍ଲାଇ ପଡିଥିଲେ । ପାଖାପାଖି ୧ଘଣ୍ଟା ପରେ ମଧ୍ୟ ସେ ନଫେରିବାରୁ ଡ୍ରାଇଭର ଜଣକ ତାଙ୍କ ପରିବାର ବର୍ଗଙ୍କୁ ଖବର ଦେଇଥିଲେ ।

Leave A Reply

Your email address will not be published.