Latest Odisha News

BREAKING NEWS

ଓଡ଼ିଶାର କୃଷକଙ୍କୁ ଗୁରତ୍ୱ ଦେଉନି କେନ୍ଦ୍ର: ମୁଖ୍ୟମନ୍ତ୍ରୀ ନବୀନ

ବରଗଡ : ଓଡିଶାର କୃଷକଙ୍କ ପ୍ରତି କେନ୍ଦ୍ର ସରକାର ଉଦାସୀନତା ପ୍ରକାଶ କରିଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ କେନ୍ଦ୍ର ଉପରେ ବର୍ଷିଛନ୍ତି ।

ବରଗଡ ଜିଲ୍ଲାର ଅତାବିରାରେ ଆୟୋଜିତ ଏକ ଜନସଭାରେ ନବୀନ କହିଛନ୍ତି ଯେ, ୨୦୧୪ ନିର୍ବାଚନରେ ବିଜେପି ନିଜ ଇସ୍ତାହାରରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରିବା ନେଇ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିନାହିଁ । ଏହି ପ୍ରତିଶ୍ରୁତି କାର୍ଯ୍ୟକ୍ଷମ ହେବା ନେଇ ରାଜ୍ୟ ସରକାର ଅପେକ୍ଷା କରିଥିଲେ ମଧ୍ୟ ଏଯାବତ୍ ତାହା ପୂରଣ ହୋଇପାରିନାହିଁ ।

Leave A Reply

Your email address will not be published.