Latest Odisha News

BREAKING NEWS

ଶିମିଳିପାଳରେ ବିରଳ କଳା ବାଘ ଦୃଶ୍ୟମାନ

ଭୁବନେଶ୍ୱର: ଶିମିଳିପାଳ ଜାତୀୟ ଅଭୟାରଣ୍ୟରେ ଏକ ବିରଳ କଲା ବାଘ ଦେଖିବାକୁ ମିଳିଛି । ଅର୍ନ୍ତଜାତୀୟ ବାଘ ଦିବସରେ ଆଇଏଫଏସ ସୁଶାନ୍ତ ନନ୍ଦ ଏହି ବାଘର ଏକ ଭିଡିଓ ସେୟାର କରିଛନ୍ତି । ବାଘର ପିଠି ପଟ କଳା ହୋଇଥିବା ବେଳେ ସୁନେଲୀ ରଙ୍ଗର ଷ୍ଟ୍ରାପ୍ ଥିବା ଦେଖାଯାଉଛି ।

 

ଶୁକ୍ରବାର ଆଇଏଫଏସ ସୁଶାନ୍ତ ନନ୍ଦ ବାଘଟିର ଭିଡିଓ ସେୟାର କରି ବାଘ ଦିବସର ଶୁଭେଚ୍ଛା ଜଣାଇଛନ୍ତି ।

ଏଭଳି ବାଘ ପ୍ରଥମେ ୨୦୦୭ରେ ଶିମିଳିପାଳରେ ହିଁ ଦେଖିବାକୁ ମିଳିଥିଲା ବୋଲି ଅନ୍ୟ ଜଣେ ଆଇଏଫଏସ ଅଫିସର ପରବୀନ କସଓ୍ୱାନ ଟ୍ୱିଟ୍ କରିଛନ୍ତି । ବିରଳ ଆନୁବଂଶିକ ଉତପରିବର୍ତ୍ତନ ପାଇଁ ଏଭଳି ବାଘ ଖୁବ୍ କମ ଦେଖାଯାଆନ୍ତି ବୋଲି ପରବୀନ ଟ୍ୱିଟରରେ ଲେଖିଛନ୍ତି ।

Leave A Reply

Your email address will not be published.