Latest Odisha News

BREAKING NEWS

ଏସିଆନ୍ ରେସଲିଂ ଚାମ୍ପିୟନଶିପ ପାଇଁ ଚୀନ ରେସଲରଙ୍କୁ ଭିଜା ମିଳିଲାନି

ନୂଆଦିଲ୍ଲୀ: ଏସିଆନ୍ ରେସଲିଂ ଚାମ୍ପିୟନଶିପ୍ ପାଇଁ ଭାରତ ଚୀନ ରେସଲରଙ୍କୁ ଭିଜା ପ୍ରଦାନ କରିନାହିଁ । ଭାରତୀୟ ରେସଲିଂ ଫେଡେରେଶନ ଏହା ସ୍ପଷ୍ଟ କରିଛି । କରୋନା ଭାଇରସ ଯୋଗୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

ଅପରପକ୍ଷରେ ପାକିସ୍ତାନ ରେସଲରଙ୍କୁ ଭିଜା ପ୍ରଦାନ କରାଯାଇଛି । ବିଭିନ୍ନ ଦେଶର ପ୍ରତିଯୋଗୀ ଏଠାକୁ ଆସିବାକୁ ଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଫେଡେରେଶନ ମୁଖ୍ୟ ବିନୋଦ ତୋମାର କହିଛନ୍ତି ।

Leave A Reply

Your email address will not be published.