Latest Odisha News

BREAKING NEWS

କରୋନା ଭାଇରସ ବିପଦ ସତ୍ୱେ ଚୀନ ରେସଲର ଭାରତ ଆସିବେ

ନୂଆଦିଲ୍ଲୀ :କରୋନା ଭାଇରସ ବିପଦ ଥିବା ସତ୍ୱେ ଭାରତୀୟ କୁସ୍ତି ମହାସଂଘ ଖେଳୁଆଡ ମନୋଭାବ ନେଇ ଚୀନ ରେସଲରଙ୍କୁ ଭାରତ ଆସିବା ପାଇଁ ଆମନ୍ତ୍ରଣ କରିଛି । ଡବ୍ଲ୍ୟୁଏଫଆଇ ଚାମ୍ପିୟନଶିପ ପାଇଁ ଚୀନର ୪୦ ସଦସ୍ୟ ଭାରତ ଗସ୍ତରେ ଆସିବାର ଥିଲା ।

କରୋନା ଭାଇରସ ପରେ ସେମାନଙ୍କ ଆସିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଟୁର୍ନାମେଂଟ ୧୮ ଫେବୃୟାରୀରୁ ୨୩ ପର୍ଯ୍ୟନ୍ତ ଆୟୋଜିତ ହେବ । ମହାସଂଘର ଅଧ୍ୟକ୍ଷ ବୃଜଭୂଷଣ ଶରଣ ସିଂ ଚୀନ ଖେଳାଳି ଆସିବା ନେଇ ସ୍ପଷ୍ଟ କରିଛନ୍ତି । ଏ

ହା ବ୍ୟତୀତ ପାକିସ୍ତାନ ଖେଳାଳିଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଛି । ଚୀନ ମଧ୍ୟ ଉପରୋକ୍ତ ୪୦ ସଦସ୍ୟ ଟିମ୍ କରୋନା ଭାଇରସରେ ଆକ୍ରାନ୍ତ ହୋଇ ନ ଥିବା କହିଛି ।

Leave A Reply

Your email address will not be published.