Latest Odisha News

BREAKING NEWS

ଦିଲ୍ଲୀ ବିଧାନସଭାରୁ ଚୋରି : ଧରାପଡିଲେ ଚୋର

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରୁ ଚୋରି ଖବର ଶୁଣିବା ମାତ୍ରେ ଆମକୁ ଆଶ୍ଚର୍ଯ୍ୟ ଲାଗୁଛି । ମାତ୍ର ପ୍ରକୃତରେ ଏହା ସତ୍ୟ, ଏଥିରୁ ଦିଲ୍ଲୀର ସୁରକ୍ଷାବ୍ୟବସ୍ଥା କିପରି ତାହା ସ୍ପଷ୍ଟ ହୋଇଯାଇଛି ।

ସବୁଠାରୁ ବଡ କଥା ଏହି ଚୋରମାନେ କୌଣସି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚୋରି କରି ନ ଥିଲେ । ଏହି ଦୁଇ ଚୋରଙ୍କ ନାମ ହେଲା ମହମ୍ମଦ ଆଜାଦ ଓ ନଦୀମ । ସେମାନେ ବିଧାନସଭା ନବୀକରଣ କାର୍ଯ୍ୟରେ ନିୟୋଜିତ ଥିଲେ ।

ଅଳିଆ ଆବର୍ଜନା ବାହାରକୁ ନେବା ବାହାନାରେ ସେମାନେ ଏହା ମଧ୍ୟରେ ଇଲେକଟ୍ରୋନିକ ଜିନିଷ ନେଉ ଯାଉଥିଲେ । ଏସଆଇ ରାମ ସିଂ ଏହି ଦୁଇ ଚୋରଙ୍କୁ ଧରିଥିଲେ ।

Leave A Reply

Your email address will not be published.