Latest Odisha News

BREAKING NEWS

Browsing Tag

snake

କଂଗ୍ରେସର ସାପ ମନ୍ତବ୍ୟକୁ ପିଏମ୍ ମୋଦିଙ୍କ କାଉଣ୍ଟର, କହିଲେ ‘ଶିବଙ୍କ ଗଳାରେ ଶୋଭାପାଏ ସାପ’  

ବେଙ୍ଗଳୁରୁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଂଗ୍ରେସ ସାପ ସମ୍ବୋଧନ କରିବା ପରେ କର୍ଣ୍ଣାଟକରେ ମୋଦି କାଉଣ୍ଟର କରିଛନ୍ତି । କୋଲାରରେ ଏକ ଜନସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଉପରେ ବର୍ଷିଛନ୍ତି । ଖଡ଼ଗେଙ୍କ ବିଷାକ୍ତ ସାପ ବୟାନକୁ କାଉଣ୍ଟର କରିବା ନାଁ ନନେଇ…

ଏଟିଏମ୍ ଭିତରେ ପଶିଲା ନାଗ, ଦେଢ ଘଣ୍ଟା ଟଙ୍କା ଉଠାଣ ବନ୍ଦ

ଭୁବନେଶ୍ୱର: ଏଟିଏମରେ ପଶିଲା ନାଗ । ଦେଢ ଘଣ୍ଟା ଧରି ଲୋକେ ଟଙ୍କା ଉଠାଇନପାରି ହଇରାଣ ହୋଇଥିଲେ । ଗତକାଲି ସନ୍ଧ୍ୟା ୭ ଟାରେ ଭୁବନେଶ୍ଵର ଫର୍ଚ୍ୟୁନ୍ ଟାୱାର ନିକଟରେ ଥିବା ଷ୍ଟେଟ ବ୍ୟାଙ୍କ୍ ଅଫ ଇଣ୍ଡିଆ ଏଟିଏମ୍ ଭିତରେ ରାଜେଶ୍ ହାଁସଦା ନାମକ ବ୍ୟକ୍ତି ଟଙ୍କା ଉଠାଇବା ବେଳେ ସାପଟିକୁ…

ମାଛ ଧରିବା ପାଇଁ ବନିଶି ପକାଇଥିଲେ, ପଡ଼ିଲା ବିରଳ ଧଣ୍ଡ ସାପ

ଜଗତସିଂହପୁର : ବିରଳ ଲିୟୁସିଷ୍ଟିକ୍‌ ଧଣ୍ଡ ସାପ ଉଦ୍ଧାର । ଏହି ବିରଳ ସାପଟି ବନିଶିରେ ପଡ଼ିଥିଲା  । ଜଗତସିଂହପୁର ଜିଲ୍ଲା ବିରିଡ଼ି ଅନ୍ତର୍ଗତ କୁଳକଇଜଙ୍ଗା ଗ୍ରାମରୁ ଉଦ୍ଧାର ହୋଇଛି ଏହି ବିରଳ ସାପ  । ଖୋକନ ସେଠୀ ବନିଶିରେ ଥୋପ ଗୁନ୍ଥି ରାତିରେ ପୋଖରୀ ହୁଡ଼ାରେ ପୋତି ଦେଇ ଆସିଥିଲେ ।…

ଆମେରିକୀୟ ବିମାନରେ ସାପ ଦେଖି ଭୟଭୀତ ହେଲେ ଯାତ୍ରୀ

ନୂଆଦିଲ୍ଲୀ: ‘ୟୁନାଇଟେଡ୍‌ ଏୟାର୍‌ଲାଇନ୍‌ସ୍‌’ ୨୦୩୮ ବିମାନରେ ସାପ ଦେଖି ଚିତ୍କାର କଲେ ଯାତ୍ରୀ। ଫ୍ଲୋରିଡାର ଟାମ୍ପାରୁ ନିଉଜର୍ସି ଅଭିମୁଖେ ଯାଉଥିଲା ‘ୟୁନାଇଟେଡ୍‌ ଏୟାର୍‌ଲାଇନ୍‌ସ୍‌’। ଏନେଇ ରିପୋର୍ଟ ପ୍ରଦାନ କରିଛି ‘ରଏଟର୍ସ’। ତେବେ ଯାତ୍ରୀମାନଙ୍କ ଠାରୁ ଅବଗତ ହେବା ପରେ ବିମାନ…

ମାଛ ଜାଲରେ ଫସିଲା ରଣା ସାପ

ପୁରୀ : ମାଛ ଜାଲରେ ଫସିଲା ରଣା । ପିପିଲ ମଙ୍ଗଳପୁର ଅଞ୍ଚଳରେ ଧାନ ବିଲରୁ ମାଛ ଧରିବା ପାଇଁ ଜାଲ ବସାଯାଇଥିଲା। ଏହି ଜାଲରେ ୫ ଫୁଟ ଲମ୍ବର ରଣା ସାପ ପଡ଼ିଯାଇଥିବା ଦେଖିବାକୁ ମଳିଥିଲା। ସକାଳୁ ଆଲୋକ ଜେନା ନାମକ ଜଣେ ବ୍ୟକ୍ତି ରଣା ସାପଟିକୁ ବିଲରେ ଛଟପଟ ହେଉଥିବା ଦେଖିଥିଲେ।ପରେ ସ୍ନେକ ହେଲପ…

ଜୋତା ଭିତରେ ଲୁଚିଥିଲା ନାଗ

ଭୁବନେଶ୍ୱର : ଜୋତା ଭତରେ ଲୁଚିଥିଲା ନାଗ ସାପ । ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀରେ ଜୋତା ଭିତରୁ ୨ ଫୁଟ ଲମ୍ବର ନାଗ ସାପକୁ ଉଦ୍ଧାର କରାଯାଇଛି । ରବୀନ୍ଦ୍ର ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କ ଜୋତା ଷ୍ଟାଣ୍ଡ ତଳେ ଏକ ସାପ ପଶିଥିଲା । ପରେ ସାପଟି ଯାଇ ଯୋତା ଭିତରେ ରହିଯାଇଥିଲା ।…

ପୋଷା ସାପକୁ ଯୁବତୀଙ୍କ ଚୁମ୍ବନ, ଲୋକେ ଦେଖି ଛାନିଆଁ

ଭୁବନେଶ୍ୱର: ସାପକୁ ଦେଖିଲେ ପ୍ରାୟ ସମସ୍ତେ ଭୟଭୀତ ହୋଇଥାନ୍ତି । ବିଷାକ୍ତ ହେଉ ଅବା ସାଧାରଣ ସାପ । ସାପକୁ ଦେଖିଲା ଲୋକେ ଧାଁ ଦଉଡ କରିଥାନ୍ତି । ହେଲେ ଆପଣ କେବେ ସାପକୁ ପାଳିବାକୁ ଚେଷ୍ଟା କରିଛନ୍ତି କି ? ଅଥଚ ଭାରତରେ ଏଭଳି ସୁବିଧା ସହଜରେ ମିଳେନାହିଁ । ତେବେ ଏପରି ପ୍ରଶ୍ନ କରିବା ପଛରେ…

[ଭିଡ଼ିଓ] ଇଲେକ୍ଟ୍ରିକ୍ ମିଟର ବାକ୍ସରୁ ନାଗ ସାପ ଉଦ୍ଧାର

ଭୁବନେଶ୍ୱର : ଇଲେକ୍ଟ୍ରିକ୍ ମିଟର ବାକ୍ସରେ ନାଗ ସାପ । ଭୁବନେଶ୍ୱର ବ୍ରହ୍ମେଶ୍ୱର ପାଟଣାର ବଟକୃଷ୍ଣ ଡାଳୁଆଙ୍କ ଘରେ ଲାଗିଥିବା ଇଲେକ୍ଟ୍ରିକ ମିଟର ବାକ୍ସ ଭିତରୁ ୩ ଫୁଟ ଲମ୍ବର ନାଗ ସାପ ଉଦ୍ଧାର କରାଯାଇଛି । ଆଜି ଦିନ ପ୍ରାୟ ସାଢେ ୧୨ ଟା ପାଖାପାଖି ହେବ ସାପଟି ଘରର ସିଡି ତଳେ ଶୋଇଥିବା ଘର…

[ଭିଡିଓ] ଶିବ ମନ୍ଦିରରେ ନାଗ

ବରଗଡ଼ : ଶିବ ମନ୍ଦିରରେ ନାଗ ସାପ। ବରଗଡ଼ ଜିଲ୍ଲା ଭେଡେନ ବ୍ଲକରେ ସିଦ୍ଧେଶ୍ୱର ବାବା ଶିବ ମନ୍ଦିର ଭିତରେ ୩ ଫୁଟ ଲମ୍ବର ନାଗସାପ ପଶିିଥିବା ଦେଖାବାକୁ ମିଳିଛି । ଗତ କାଲି ପ୍ରାୟ ରାତି ୧୧ ଟା ପାଖାପାଖି ହେବ ମନ୍ଦିର ଭିତରେ ଏକ ନାଗ ସାପ ପଶିଯାଇଥିଲା । ସାପଟି ମନ୍ଦିର ବୃଷଭ ମୂର୍ତ୍ତିରେ…

ପାଇଖାନାରୁ ଉଦ୍ଧାର ହେଲା ନାଗସାପ

କଟକ : ପାଇଖାନା ପ୍ୟାନ୍ ଭିତରେ ନାଗ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କଟକ ଜିଲ୍ଲା ବାଙ୍କୀ ଅନ୍ତର୍ଗତ ଚର୍ଚ୍ଚିକା ଗାଁ ର ପ୍ରକାଶ ମିଶ୍ରଙ୍କ ପାଇଖାନା ଭିତରେ ଏକ ନାଗ ସାପ ଲୁଚି ରହିଥିବା ଦେଖିବାକୁ ମିଲିଥିଲା ।ସମୟ ସମୟରେ ଏହି ସାପଟି ବାହାରକୁ ଆସୁଥିଲା । ଆଉ ଏହାକୁ ଦେଖିବା ପାଇଁ…