Latest Odisha News

BREAKING NEWS

[ଭିଡ଼ିଓ] ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାରାଙ୍କ ଟାର୍ଗେଟ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ନିର୍ବାଚନ ସମୟ ଆସିଲେ ନବୀନ ଜିତିବା ନେଇ ଏହି ଭଳି ରାଜନୀତି ଆରମ୍ଭ କରିଛନ୍ତି । ସବୁଆଡେ ଇନ୍ଦିରାଆବାସ ଯୋଜନା ମିଳୁଛି ହେଲେ ଏପର୍ଯ୍ୟନ୍ତ କେବିକେ ଅଞ୍ଚଳରେ ଗୋଟିଏ ବି ଇନ୍ଦିରା ଆବାସ ଘର ନାହିଁ। ନବୀନଙ୍କୁ କହିଛନ୍ତି ବିଜୁ ବାବୁଙ୍କ ନାଁରେ ଲୋକଙ୍କୁ ସମସ୍ତ ସୁବିଧା ଦିଆଯାଉଛି । ହେଲେ ଏସବୁ ଲୋକଙ୍କୁ ଠକିବା ପାଇଁ କରାଯାଉଛି ।
ବିଜେପି ଓ ବିଜେଡି ଏବେ ଲୋକଙ୍କୁ ଠକିବା ପାଇଁ ଏସବୁ ହୀନ ରାଜନୀତି କରୁଥିବା ଅଭିଯୋଗ ଆଣିଛନ୍ତି ତାରା।

 

 

Leave A Reply

Your email address will not be published.