କଟକ: କରୋନା ମୁକାବିଲା ପାଇଁ କଟକ ସହରର ୪ଟି ପରିବା ହାଟକୁ ସ୍ଥାନନ୍ତର କରିଛି କଶିନରେଟ ପୋଲିସ । ନୟାସଡକରେ ବସୁଥିବା ପରିବା ମାର୍କେଟକୁ ଶିଶୁଭବନ ସାମ୍ନା ରିଙ୍ଗରୋଡକୁ ସ୍ଥାନାନ୍ତର କରାଯାଇଛି । ସେହିପରି କୃଷକ ବଜାରର ପରିବା ମାର୍କେଟ ଅଶ୍ୱିନୀ ହସ୍ପିପିଟାଲ ନିକଟ ୪ ଲେନ୍କୁ ସ୍ଥାନାନ୍ତର ହୋଇଛି।
ନୂଆବଜାର ପରିବା ମାର୍କେଟ ଞଙଚ ନିକଟ ପଡ଼ିଆକୁ ସ୍ଥାନାନ୍ତର ହୋଇଛି । ସେହିପରି ଛତ୍ରବଜାର ପରିବା ମାର୍କେଟ ଖାନନଗର ନିକଟ ୨ଟି ଖୋଲା ପଡ଼ିଆକୁ ସ୍ଥାନାନ୍ତର ହୋଇଛି। ତେବେ ଛତ୍ରବଜାରର ଅନ୍ୟ ସମସ୍ତ ଦୋକାନ ଯେଉଁଠି ଅଛି ସେଇଠି ଖୋଲା ରହିବ। ଏହାବ୍ୟତୀତ ଅନ୍ୟ ପରିବା ଦୋକାନୀମାନେ ନିକଟସ୍ଥ ପଡ଼ିଆରେ ବସିବେ। ବାଲୁବଜାରର ଦୋକାନୀ ୧୨ ଫୁଟ ବ୍ୟବଧାନରେ ବସିବେ ।
BREAKING NEWS
- ଲୋକଭବନରେ ହେବ ଆଉ ୧୪୪ କ୍ୱାର୍ଟର୍ସ, ଭିତ୍ତିପ୍ରସ୍ତର ସ୍ଥାପନ
- ପଞ୍ଚାୟତ ଓ ପୌର ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ, ଆସନ୍ତା ୨୬ରୁ ଘରକୁ ଘର ସର୍ଭେ
- ରାଉରକେଲାରେ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ ପାଇଁ TPWODLର ୨.୧୧କୋଟି ନିବେଶ
- ଶିବ ଶର୍ମା ମୃତ୍ୟୁ ମାମଲା, ଗର୍ଲଫ୍ରେଣ୍ଡ ଶ୍ରଦ୍ଧା ଦୁବେଙ୍କ ଭିଡିଓ, କହିଲେ ମୁଁ ମାରିନି, ସତ ନଜାଣି ଲଗାଅନି ଆରୋପ
- Illegal Highway Parking: ରାଜପଥରେ ଟ୍ରକ୍ ପାର୍କିଂ କଲେ ଆଉ ନିସ୍ତାର ନାହିଁ! କମ୍ପାନୀ ଉପରେ ବି ହେବ କାର୍ଯ୍ୟାନୁଷ୍ଠାନ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
- Nagastra-1R Loitering Munitions:ଭାରତୀୟ ସେନାକୁ ମିଳିଲା ସ୍ୱଦେଶୀ ୪୫୦ଟି ମାରାତ୍ମକ ‘କାମିକାଜେ’ ଡ୍ରୋନ୍; ପ୍ରଥମ ପର୍ଯ୍ୟାୟରେ ସର୍ବବୃହତ ଯୋଗାଣ
- ପଦାରେ ପଡିଲା ଜୁଲୀ-ରାହୁଲ ଲଭ୍ଷ୍ଟୋରୀ ପଛର ଫେକ୍ଷ୍ଟୋରୀ
- ମନ୍ଦିରରେ ମିଳିବ ମାଗଣା ଭୋଜନ, ୫ ଲକ୍ଷ ଶ୍ରଦ୍ଧାଳୁ ହେବେ ଉପକୃତ…
- Salman Khan’s Big Reveal: ବାହା ହେବେ ସଲମାନ ଖାନ୍? କରନ ଜୋହରଙ୍କ ଶୋ’ରେ କଲେ ବଡ ଖୁଲାସା…
- Pm Called Braj Mohan: ୧୦ ଥର କଲ୍ କଲେ ପିଏମ୍ ମୋଦୀ! ଉଠାଇଲେନି ନୂଆ ରାଜ୍ୟପାଳ…

Comments are closed.