ନା ଥିଲା ଘୃଣାଭାବ ନା ଥିଲା ବିଦ୍ୱେଷ । ତଥାପି ମୃତ ବାପାକୁ ମୁଖାଗ୍ନି ଦେଇପାରିନଥିଲା ଅଭାଗା ପୁଅ । କରୋନା ଆଶଙ୍କାରେ ଅନୁଗୁଳର କଳମଛୁଇଁ ଗାଁର ଜଣେ ବ୍ୟକ୍ତି ନିଜ ଶେଷ ସମୟରେ ଏକାକି ହୋଇପଡିଥିଲେ । ସୁରେଶ ନାମକ ଜଣେ ବ୍ୟକ୍ତିଙ୍କର ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ପରିବାର ଲୋକେ ତାଙ୍କ ପାଖକୁ ଯିବାଲାଗି ସାହାସ ଜୁଟାଇପାରିନଥିଲେ । ଶେଷରେ ମୃତ ସୁରେଶ ସାହୁଙ୍କୁ ମୁକ୍ତି ଦେଇଥିଲେ ବିଜୁ ଯୁବ ବାହିନୀ ।
BREAKING NEWS
- ଅହମ୍ମଦାବାଦ ବିମାନ ଦୁର୍ଘଟଣା: ଆମେରିକା ଯିବ ବ୍ଲାକ୍ ବକ୍ସ୍…..
- ପ୍ରଥମ ଥର ପାଇଁ କାନାଡା ଗୁଇନ୍ଦା ସଂସ୍ଥା କଲା ସ୍ୱୀକାର; ଦେଶରେ ଖାଲିସ୍ତାନୀ ଆତଙ୍କବାଦୀ ଅଛନ୍ତି ସକ୍ରିୟ
- ଡାଇରିଆ ପାଇଁ ବନ୍ଦ ରହିବ ଯାଜପୁର ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର
- ରୁଟ-ବୁମରାହ ମଧ୍ୟରେ ହେବ ମହା ମୁକାବିଲା, ଜିତିବ କିଏ
- କ୍ରୋଏସିଆ ରାଷ୍ଟ୍ରପତି ଜୋରାନ ମିଲାନୋଭିଚଙ୍କୁ ପଟ୍ଟଚିତ୍ର ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦି
- ଇସ୍ରାଏଲର ଷ୍ଟକ୍ ଏକ୍ସେଞ୍ଜ ଏବଂ ହସ୍ପିଟାଲକୁ ଉଡାଇଲା ଇରାନ୍: ନେତାନ୍ୟାହୁ ଦେଲେ ଚେତାବନୀ, ‘ମୂଲ୍ୟ ଦେବାକୁ ପଡିବ’
- ଡାଇରିଆ ମୁକାବିଲା; ଭଦ୍ରକରେ ପହଞ୍ଚିଲା ସ୍ବାସ୍ଥ୍ୟ ବିଭାଗର ଟିମ୍
- ଅଷ୍ଟମ ବେତନ କମିଶନ: କେତେ ବଢିବ ଦରମା ଏବଂ ପେନସନ….ସରକାରୀ କର୍ମଚାରୀଙ୍କ ପାଇଁ କ’ଣ ପରିବର୍ତ୍ତନ ହେବ ଜାଣନ୍ତୁ?
- ଜଣାପଡିଗଲା ମୁନିର୍- ଟ୍ରମ୍ପ ଲଞ୍ଚ ପଛର କାରଣ !
- ଅମରନାଥକୁ ହେଲିକପ୍ଟର ସେବା ବନ୍ଦ, ସୁରକ୍ଷା ଦୃଷ୍ଟିରୁ ନୋ-ଫ୍ଲାଇଂ ଜୋନ୍ ଘୋଷଣା
Comments are closed.