Latest Odisha News

BREAKING NEWS

କରୋନା ସତର୍କତା: ସାଧାରଣ ଲୋକଙ୍କୁ ଲୋକସେବା ଭବନ ମନା

ଭୁବନେଶ୍ୱର: ଲୋକସେବା ଭବନ କର୍ମଚାରୀ ଉପରେ ଲାଗିଛି କରୋନା କଟକଣା । ସଧାରଣ ଲୋକଙ୍କୁ ଲୋକସେବା ଭବନ ମନା ହୋଇଛି । ଏନେଇ ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି ।
ଲୋକସେବା ଭବନକୁ କେବଳ କର୍ମଚାରୀମାନେ ହିଁ ଯାଇପାରିବେ । କେବଳ ସେତିକି ନୁହେଁ ଭିଜିଟର ପାସ୍ ମଧ୍ୟ ବାତିଲ କରାଯାଇଛି । କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ନେଇ ରାଜ୍ୟ ସକରାର ସତର୍କତା ମୂଳକ ଏଭଳି ପଦକ୍ଷେପ ନେଇଛନ୍ତି ।

Leave A Reply

Your email address will not be published.