ଅମୃତସର: ଦିଲ୍ଲୀ ପରେ ପଂଜାବକୁ ବ୍ୟାପିଲା ମାରାତ୍ମକ ଭୂତାଣୁ କରୋନା । ଶନିବାର ପଂଜାବର ମୃତସରରେ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ରକ୍ତ ଏବଂ ସ୍ୱାବ ନମୁନା ପରୀକ୍ଷା ହୋଇଛି । ଏହାପରେ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି । ଉଭୟଙ୍କୁ ଆଇସୋଲେଶନରେ ରଖି ଚିକିତ୍ସା କରାଯାଉଛି ।
ସୂଚନା ମୁତାବକ, ଏହି ଦୁଇ ଯୁବକ ଗତ ୩ ତାରିଖରେ ଇଟାଲୀରୁ ଦିଲ୍ଲୀ ଓ ପରେ ଅମୃତସର ଆସିଥିଲେ । ସେମାନଙ୍କୁ ସଧାସଳଖ ବିମାନବନ୍ଦରରୁ ହସ୍ପିଟାଲ ଅଣାଯାଇଥିଲା । ଏହି ଦୁଇ ଜଣଙ୍କ ଘର ହୋଶିଆରପୁର ଅଚଂଳରେ ବୋଲି ଜଣାପଡିଛି । ଭାରତରେ ଏହି ଭୂତାଣୁ ଜନିତ ଆକ୍ରାନ୍ତ ସଂଖ୍ୟା ୩୩ରେ ପହଂଚିଛି ।
BREAKING NEWS
- ଚଳିତ ମାସରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
- ବାଂଲାଦେଶର ଏକ ହିନ୍ଦୁ ମନ୍ଦିର ପରିସରରେ ଗୋମାଂସ ଖିଚିଡି ଭୋଜିକୁ ନେଇ ବିବାଦ
- ସିଜେପି ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ଗିରଫ…
- ଭାରତରେ ହେଉଥିବା ଆନ୍ଦୋଳନ ଉପରେ ଆମେରିକାର ନଜର : ୬ ଜଣ ସାଂସଦଙ୍କ ଦ୍ଵାରା ମାର୍କୋ ରୁବିଓଙ୍କୁ ପତ୍ର
- ଆଜି ଓଡ଼ିଶା ଆସିବେ ନବନିଯୁକ୍ତ ରାଜ୍ୟପାଳ, ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ…
- ଅଟୋକୁ ଧକ୍କା ଦେଲା ଟ୍ରକ୍; ୭ ଗୁରୁତର
- ହସ୍ପିଟାଲରେ ଭର୍ତ୍ତି ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ
- ଶନିବାର ସକାଳୁ ଥରିଲା ଶିମଲା, ୪.୧ ତୀବ୍ରତାର ଭୂମିକମ୍ପ
- Gold winning hockey players:ପୁରୁଷ ଓ ମହିଳା ହକି ଟିମ୍କୁ ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ;ଓଡ଼ିଆ ଖେଳାଳୀଙ୍କୁ ୨୦ ଲକ୍ଷ ଲେଖାଏଁ ସ୍ୱତନ୍ତ୍ର ପୁରସ୍କାର
- ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ ଟେଷ୍ଟ୍ ଦଳ ଘୋଷଣା: ବାଦ୍ ପଡ଼ିଲେ ଅଭିଜ୍ଞ ପେସର୍ ମହମ୍ମଦ ସାମି

Comments are closed.