Latest Odisha News

BREAKING NEWS

ଭାରତରେ କରୋନା ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି; ହିମାଚଳ ପ୍ରଦେଶରେ ପ୍ରଥମ ମୃତ୍ୟୁ

ନୂଆଦିଲ୍ଲୀ: ଇଣ୍ଡିଆନ କାଉନସିଲ୍ ଅଫ ମେଡ଼ିକାଲ୍ ରିସର୍ଚ୍ଚ (ଆଇସିଏମଆର) ସୋମବାର ଦିନ ପ୍ରକାଶ କରିଛି ଯେ, ଭାରତରେ କରୋନା ଭୂତାଣୁ ସଂକମିତଙ୍କ ସଂଖ୍ୟା ୪୭୧କୁ ବୃଦ୍ଧି ପାଇଛି । ହିମାଚଳପ୍ରଦେଶର ଟଣ୍ଡା ହସ୍ପିଟାଲରେ ଜଣେ ୬୯ ବର୍ଷିୟା ମହିଳାଙ୍କ ମୃତ୍ୟୁ ଘଟିଛି । ଏହି ମହିଳାଙ୍କ ଶରୀରରେ କୋଭିଡ୍ – ୧୯ ଭୂତାଣୁ ଥିବା ଜଣାପଡ଼ିଛି ।

ସେ ଆମେରିକାରୁ ୧୫ ମାର୍ଚ୍ଚରେ ଫେରିଥିବା ନେଇ ଏଏନଆଇରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି ।

ଭାରତରେ ଏବେ କରୋନା ଭୂତାଣୁଜନିତ ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.