ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । କମିବାର ନା ଧରୁନି । ଦିନକୁ ଦିନ ଶହେ ଶହେରେ ସଂକ୍ରମଣ ବଢ଼ିବାରେ ଲାଗିଛି ।
Covid-19 Report For 12th July
New Positive Cases: 743
Of which 0-18 years: 87
In quarantine: 436
Local contacts: 307(Details of local contacts will be shared by concerned District)
1. Angul: 1
2. Balasore: 12
3. Bargarh: 1
4. Bhadrak: 8
5. Balangir: 4
6. Boudh: 8— I & PR Department, Odisha (@IPR_Odisha) July 13, 2022
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୪୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୩୬ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୩୦୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୮୭ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୯୫୩୨୮କୁ ବୃଦ୍ଧି ପାଇଛି ।
Comments are closed.