Latest Odisha News

BREAKING NEWS

ଆମେରିକାରେ ୨୪ ଘଣ୍ଟାରେ କରୋନା ନେଲା ୨୫୦୨ ମୁଣ୍ଡ

ୱାସିଂଟନ: କାୟା ବିସ୍ତାର କରୁଛି କରୋନା । କରୋନାର କରାଳ ରୂପ ଆଗରେ ଅସହାୟ ସାରା ବିଶ୍ୱ । ଶକ୍ତିଶାଳୀ ରାଷ୍ଟ୍ର ବୋଲାଉଥିବା ଆମେରିକା ମଧ୍ୟ ଏହାର ଭୟାବହତା ଆଗରେ ହାତ ଟେକି ଦେଇଛି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ
ଏହି ମାରାତ୍ମକ ଭୂତାଣୁ ଆମେରିକାରେ ୨୪ ଘଣ୍ଟାରେ ନେଇଛି ୨୫୦୨ ମୁଣ୍ଡ ।

କରୋନ ପ୍ରଭାବରେ ଏଯାବତ୍ ଆମେରିକାରେ ମୃତ୍ୟୁ ସଂଖ୍ୟା ୬୦ ହଜାର ଛୁଇଁଲାଣି ।

ଏହାବ୍ୟତିତ ୧୦ଲକ୍ଷରୁ ଅଧିକ ସଂକ୍ରମିତ ହୋଇଥିବା ରିପୋର୍ଟରୁ ଜଣାପଡିଛି ।

Leave A Reply

Your email address will not be published.