Latest Odisha News

BREAKING NEWS

ଜୁନ ୬କୁ ବୃଦ୍ଧି ପାଇଲା ସିୟୁସିଇଟି ୨୦୨୦ ଆବେଦନର ଶେଷ ତାରିଖ ଅବଧି

ନୂଆଦିଲ୍ଲୀ: ୧୪ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ତଥା ୪ଟି ରାଜ୍ୟ ବିଶ୍ୱବିଦ୍ୟାଳୟ ପାଇଁ ହେବାକୁ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସାଧାରଣ ପ୍ରବେଶିକା ପରୀକ୍ଷା (ସିୟୁସିଇଟି) ଆବେଦନର ଶେଷ ତାରିଖକୁ ଜୁନ ୬ ପର୍ଯ୍ୟନ୍ତ ବୃଦ୍ଧି କରିଦିଆଯାଇଅଛି ।

ପୂର୍ବରୁ ଆସନ୍ତା ଜୁନ୍ ମାସ ୬ ଓ ୭ରେ ପରୀକ୍ଷା ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ ଦେଶବ୍ୟାପୀ କରୋନା ଜନିତ ଲକ୍‌ଡାଉନ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଥିବା ବେଳେ, ପରିବର୍ଦ୍ଧିତ ତାରିଖ ଘୋଷଣା ହୋଇନଥିବା ସୂଚନା ମିଳିଅଛି ।

ଅଧିକ ପଢନ୍ତୁ – ନୂଆ ଗାଇଡଲାଇନ: କରୋନା ଯୋଦ୍ଧା ଖାଇବେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍

ଯଥାଶୀଘ୍ର ଆବେଦନ ଫର୍ମ ଉପଲବ୍ଧ ହେବାନେଇ ୱେବସାଇଟ ରେ ଦର୍ଶାଯାଇଅଛି ।

ଜୁଲାଇ ମାସରେ ହବାକୁ ଥିବା, କାଉନସେଲିଂ କୁ ମଧ୍ୟ ସ୍ଥଗିତ ରଖାଯାଇଥିବା କର୍ତ୍ତୃପକ୍ଷ ଙ୍କ ନିକଟରୁ ସୂଚନା ମିଳିଅଛି ।

Leave A Reply

Your email address will not be published.