Latest Odisha News

BREAKING NEWS

Browsing Tag

Central University Odisha

ପ୍ରଫେସର ତ୍ରିପାଠୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନୂଆ କୁଳପତି

କୋରାପୁଟ : କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତ ହେଲେ ପ୍ରଫେସର ଚକ୍ରଧର ତ୍ରିପାଠୀ। ୨୦୨୧ ଜୁଲାଇରେ ସ୍ବର୍ଗତ ଆଇ.ରାମବ୍ରହ୍ମଙ୍କ ଦେହାନ୍ତ ପରେ କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ କୁଳପତି ପଦବୀ ଖାଲି ପଡିଥିଲା।…

ସେପ୍ଟେମ୍ବର ୧୮ରୁ ଆରମ୍ଭ ହେବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ୧୪ ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ଚାରିଟି ରାଜ୍ୟ ବିଶ୍ୱବିଦ୍ୟାଳୟରେ ଆଡମିଶନ ପାଇଁ ତିନି ଦିନିଆ ସାଧାରଣ ପ୍ରବେଶିକା ପରୀକ୍ଷା ସେପ୍ଟେମ୍ବର ୧୮ରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଏକ ବିଜ୍ଞପ୍ତିରେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡିଶା (ସିୟୁଏ) ର…

ଜୁନ ୬କୁ ବୃଦ୍ଧି ପାଇଲା ସିୟୁସିଇଟି ୨୦୨୦ ଆବେଦନର ଶେଷ ତାରିଖ ଅବଧି

ନୂଆଦିଲ୍ଲୀ: ୧୪ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ତଥା ୪ଟି ରାଜ୍ୟ ବିଶ୍ୱବିଦ୍ୟାଳୟ ପାଇଁ ହେବାକୁ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସାଧାରଣ ପ୍ରବେଶିକା ପରୀକ୍ଷା (ସିୟୁସିଇଟି) ଆବେଦନର ଶେଷ ତାରିଖକୁ ଜୁନ ୬ ପର୍ଯ୍ୟନ୍ତ ବୃଦ୍ଧି କରିଦିଆଯାଇଅଛି । ପୂର୍ବରୁ ଆସନ୍ତା ଜୁନ୍ ମାସ ୬ ଓ ୭ରେ…

ପିଲାଙ୍କୁ ପରାମର୍ଶ ଦେବ ହେଲ୍ପଲାଇନ ‘ଭରସା’

ଭୁବନେଶ୍ୱର: ଲକଡ଼ାଉନ ସମୟରେ ପିଲାଙ୍କୁ ମାନସିକ ଚାପମୁକ୍ତ କରିବ - ଭରସା । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଓଡ଼ିଶା ତତ୍ତ୍ୱାବଧାନରେ ନିର୍ମିତ ଏହି ହେଲ୍ପଲାଇନ ପିଲାଙ୍କ ମାନସିକ ତଥା ଭାବନାତ୍ମକ ଚାପ କୁ ହ୍ରାସ କରିବା ଦିଗରେ ସାହାଯ୍ୟ କରିବ । ଏହି ହେଲ୍ପଲାଇନ ମାଧ୍ୟମରେ ଯେ କୌଣସି…